Home

ଏମିତି ଦେଶ, ଯେଉଁଠି ଜଣେ ଦୋଷ କଲେ ୩ ପିଢ଼ିଙ୍କୁ ମିଳିଥାଏ ଦଣ୍ଡ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୧୯।୪: ବିଶ୍ୱରେ ଅନେକ ଦେଶ ରହିଛି। ଯେଉଁଠାରେ ନୀତି, ନିୟମ ମଧ୍ୟ ଭିନ୍ନ ରହିଥାଏ। କିନ୍ତୁ ଏପରି ଏକ ଦେଶ ଅଛି, ଯେଉଁଠି କିଛି ଅଜବ ନିୟମ ରହିଛି। ଏପରି ଦେଶ ହେଉଛି ଉତ୍ତରକୋରିଆ। ଏଠାରେ ଏକଛତ୍ରବାଦୀ ଶାସନ ଚାଲିଥାଏ। ଏହି…

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ ଜେଇ

ରେଢାଖୋଲ, ୧୯।୪(ଡି.ଏନ.ଏ.): ସ୍ତ୍ରୀଙ୍କୁ ଯୌତୁକଜନିତ ନିର୍ଯାତନା ଦେବା ଅଭିଯୋଗରେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକରେ କାର୍ଯ୍ୟରତ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୁପ୍ରସାଦ ବେହେରା ଶନିବାର ଜେଲ ଯାଇଛନ୍ତି। ଶୁକ୍ରବାର ତାଙ୍କ ସ୍ତ୍ରୀ ରଶ୍ମିମୟି ତାଣ୍ଡିଙ୍କ ଅଭିଯୋଗକ୍ରମେ ରେଢାଖୋଲ ପୋଲିସ…

ବିନା ମାସ୍କରେ ଡାକ୍ତରଖାନାରେ ରୋଗୀ, ସମ୍ପର୍କୀୟ

ଲୋଇସିଂହା,୧୯ା୪(ଡି.ଏନ୍‌.ଏ.): ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ବିଭାଗରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବିନା ମାସ୍କରେ ରହୁଥିବା ରବିବାର ସକାଳେ ଦେଖିବାକୁ ମିଳିଛି। ଲୋଇସିଂହା ଥାନା ଅନ୍ତର୍ଗତ ବାଞ୍ଜିପାଲି…

କୁକୁଡ଼ା ଚୋରି ସନ୍ଦେହରେ ଦୁଇ ଗୋଷ୍ଠୀ ମଧ୍ୟରେ ଛୁରାମାଡ଼: ଜଣେ ଗୁରୁତର; ୬ ଆହତ, ୨ଅଟକ

ଭଦ୍ରକ ଅଫିସ,୧୯ା୪: କୁକୁଡ଼ା ଚୋରି ସନ୍ଦେହରେ ପ୍ରଥମେ କମେଣ୍ଟମରା ଓ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଉଭୟ ପକ୍ଷର ଜଣେ ଗୁରୁତର ଏବଂ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମଞ୍ଚଳ…

ଲକ୍‌ଡାଉନରେ କୌଣସି କୋହଳ କରାଯିବନି: କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୪: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ସ୍ଥିତି ବର୍ତ୍ତମାନ ଯାହା ରହିଛି ତାକୁ ନଜରରେ ରଖି ଆସନ୍ତା ସପ୍ତାହ ମଧ୍ୟରେ ଲକ୍‌ଡାଉନରେ କୌଣସି କୋହଳ କରାଯିବ ନାହିଁ ବୋଲି ରବିବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏକ ଖବରଦାତା ସମ୍ମିଳନୀରେ…

ରାଧାନଗରରେ ଡକାୟତି: ୪୦ ଭରି ସୁନାଗହଣା, ଦେଢ଼ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳରେ କିଛିଦିନ ହେଲା ଘନଘନ ଚୋରି ଡକାୟତି ଘଟଣା ଲୋକଙ୍କ ନିଦ ହଜାଇ ଦେଇଛି। ଶନିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ମଳାଭଞ୍ଜା ରାଧାନଗର ଗ୍ରାମର ରାଶନ ଦୋକାନୀ ଜେ. ସରୋଜ କୁମାର…

କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କା ଦାନକଲେ ଭଉଣୀ-ଭାଇ

ତାଳଚେର,୧୯ା୪(ନି.ପ୍ର.): କରୋନା ମୁକାବିଲା ପାଇଁ ସାରା ଦେଶ ଆଜି ଏକାଠି ହୋଇଛି । କରୋନା ଯୁଦ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଲାଗି ପିଏମ୍‌ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଅନେକ ବଦାନ୍ୟ ବ୍ୟକ୍ତି…

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ ଅଫିସ,୧୯।୪: ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା। ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଚରମ୍ପା ଓ ଏରେଇଁରୁ ରବିବାର କଣ୍ଟେନମେଣ୍ଟ କଟକଣା ଉଠାଇ ଦିଆଯାଇଛି। କିନ୍ତୁ ଲକ୍‌ଡାଉନର କଟକଣା ଉକ୍ତ ଅଞ୍ଚଳରେ ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ…

ଜାରି ହେଲା ଗାଇଡ୍‌ଲାଇନ୍‌: ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିକାରୀ, ୯ ଜିଲାରେ ରୋଷ୍ଟର ଭିତ୍ତିରେ କାମ କରିବେ ୩୩% କର୍ମଚାରୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିଚାରୀ। ଜିଲାପାଳ, ଉପଜିଲାପାଳ, ଆରଡିସି, ତହସିଲ, ଆର୍‌ଆଇ ଅଫିସ ସମସ୍ତ କର୍ମଚାରୀ ଆସିବେ। କେବଳ ୯ଟି ଜିଲାରେ ଗ୍ରୁପ୍‌ ‘ବି’, ‘ସି’, ‘ଡି’ରେ ୩୩% କର୍ମଚାରୀ ରୋଷ୍ଟର ଭିତ୍ତିରେ କାର୍ଯ୍ୟ କରିବେ।…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ…

ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ ଜୟପୁର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ବିଭିନ୍ନ ଫଳ, ପନିପରିବା ଏବଂ ମସଲା ଜାତୀୟ ସାମଗ୍ରୀ ବେଶ୍‌ ଲାଭଦାୟକ। ଜାଣନ୍ତୁ ଏ ସମ୍ପର୍କରେ… ଭିଟାମିନ ସି’ ଯୁକ୍ତ…

ସୁସ୍ଥ ହେଲେ ଅହମଦାବାଦର ପ୍ରଥମ କରୋନା ସଂକ୍ରମିତ

ଅହମଦାବାଦ,୧୯।୪: ଗୁଜରାଟ ଅହମଦାବାଦର ନିଓମି ଶାହା ହେଉଛନ୍ତି ସେଠାକାର ପ୍ରଥମ କରୋନା ସଂକ୍ରମିତ। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ରବିବାର ଡିସଚାର୍ଜ ହୋଇଛନ୍ତି। ମାର୍ଚ୍ଚ ୧୭ରେ ନିଓମି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇଥର…

ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ କଟକଣା: ବାଲେଶ୍ୱରର ୩ ଅଞ୍ଚଳ ସିଲ୍‌ କଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୯।୪: ରାଜ୍ୟରେ ଶନିବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ ବାଲେଶ୍ୱରର। ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ମ୍ୟୁନିସିପାଲିଟି ଅଧୀନ ୨୭ ଏବଂ ୨୮ ନଂ ଓ୍ବାର୍ଡ ସହ ୨୯ନଂ ଓ୍ବାର୍ଡର ଆଶିଂକ ଅଞ୍ଚଳକୁ ୭ ଦିନ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri