Home

ଟିକ୍‌ଟକ୍‌କୁ ଜୋରଦାର୍‌ ଟକ୍କର ଦେବ ଏହି ସ୍ବଦେଶୀ ଆପ୍‌

ନୂଆଦିଲ୍ଳୀ,୨୪।୬ : ଚାଇନାର ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ୨୦ ଯବାନ ଶହୀଦ ହେବା ଘଟଣାକୁ ନେଇ ଦେଶ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚାଇନା ସାମଗ୍ରୀର ବୟକଟ କରିବା ନେଇ ସାରା ଦେଶରେ କ୍ୟାମ୍ପେନ ହେଉଥିବା ଦେଖାଯାଇଛି। ଏପଟେ…

ପଦ୍ମନାଭପୁର ଗାଁକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଦିଗପହଣ୍ଡି,୨୫ା୬(ଡି.ଏନ୍‌.ଏ.): କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ କଡ଼ା ନଜର ରଖିଥିବା ବେଳେ ଗୁରୁବାର ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗାଁକୁ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ପଞ୍ଚାୟତ ସରପଞ୍ଚ ବି. କ୍ରିଷ୍ଣା…

କରୋନା ଭାଇରସ୍‌ଠାରୁ ଦୂରେଇ ରହିବାର ନୂଆ ଅସ୍ତ୍ର ସୋରିଷ ତେଲ

କୋଲକତା,୨୫।୬:ପଶ୍ଚିମବଙ୍ଗର ସିଲିଗୁଡି କମିଶନରେଟ୍‌ ପୋଲିସ ପକ୍ଷରୁ ନିଜ ଅଧିକାରୀଙ୍କୁ ଖାଦ୍ୟରେ ସୋରିଷ ତେଲ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଭାଇରସ୍‌ ସହ ଲଢିବା ପାଇଁ ଏହା ଏକ ନୂଆ ଅସ୍ତ୍ର ବୋଲି କୁହାଯାଇଛି। ସିଲିଗୁଡି ପୋଲିସ ଆୟୁକ୍ତ ତ୍ରିପୁରାରୀ ଅର୍ଥବଙ୍କ…

୫ ରାଜ୍ୟକୁ ମିଳିବ ପ୍ରଥମ ବ୍ୟାଚ୍‌ କୋଭିଡ୍‌-୧୯ କୋଭିଫର ଔଷଧ

ନୂଆଦିଲ୍ଲୀ, ୨୫।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ତେଲଙ୍ଗାନାର ହାଇଦ୍ରାବାଦ୍‌ ସ୍ଥିତ ହେଟ୍ରୋ ଔଷଧ ନିର୍ମାତା ପକ୍ଷରୁ ପ୍ରସ୍ତୁତ ହୋଇଥିବା ରେମଡିସିଭିରର ପ୍ରଥମ ବ୍ୟାଚ୍‌ ୫ଟି ରାଜ୍ୟକୁ ଯୋଗାଇ ଦିଆଯିବ। ରେମଡିସିଭିରରୁ ପ୍ରସ୍ତୁତ କୋଭିଫର ଔଷଧର…

ପାଠ୍ୟକ୍ରମରେ ସାମିଲ ହେଲା ୭ ବର୍ଷ ବାଳିକାର ଦୁଃସାହସିକ କାର୍ଯ୍ୟ

ପ୍ରକୃତିକୁ ବଞ୍ଚାଇବା ପାଇଁ ୭ ବର୍ଷ ବାଳିକା ଜନ୍ନତର ଦୁଃସାହସିକ କାର୍ଯ୍ୟକୁ ପାଠ୍ୟକ୍ରମରେ ପଢିବେ ଛାତ୍ରୀଛାତ୍ର। ଜମ୍ମୁକଶ୍ମୀରର ଶ୍ରୀନଗରରେ ରହୁଥିବା ଜନ୍ନତ ଗତ ଦୁଇବର୍ଷ ହେବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏତେ ଛୋଟ ବୟସରୁ ସେ ନିଜ ମାତାପିତାଙ୍କ ସହ…

ଥଣ୍ଡା ପାଇଁ ଘରୋଇ ଚିକିତ୍ସା

ଥଣ୍ଡା ପାଇଁ ଅଧିକାଂଶ ଲୋକେ ଏଲୋପାଥି ଔଷଧ ବ୍ୟବହାର କରିଥାନ୍ତି। ବେଳେବେଳେ ଯେତେ ଔଷଧ ଖାଇଲେ ମଧ୍ୟ ଥଣ୍ଡା ଭଲ ହୋଇ ନ ଥାଏ। ଅଦିନିଆ ବର୍ଷା ହେଉ କି ବର୍ଷା ଋତୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ…

ରାଜଧାନୀରେ ମାଡ଼ି ଚାଲିଛି କରୋନା: ଚିହ୍ନଟ ହେଲେ ଆଉ ୩୮ ଆକ୍ରାନ୍ତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜଧାନୀରେ ମାଡ଼ି ଚାଲିଛି କରୋନା। ଗୁରୁବାର ୩୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୫ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୧୩ ଲୋକାଲ୍‌ କେସ୍‌ ରହିଛି। ସେହିଭଳି ୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ନୟାଗଡ଼ରେ ସୁନା ବ୍ୟବସାୟୀଙ୍କୁ କରୋନା: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଜିଲାପାଳ

ନୟାଗଡ଼ ଅଫିସ,୨୫ା୬: ନୟାଗଡ଼ର ଜଣେ ସୁନା ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୁନା ବ୍ୟବସାୟୀଙ୍କ ଦୋକାନରେ ଥିବା ୧୦ ଜଣ ଏବେ ଆକ୍ରାନ୍ତ ହୋଇ ସାରିଲେଣି। ସହରର ଯଦୁମଣିନଗର, ଦେବୋତ୍ତରକଲୋନୀ ଓ ନୟାଗଡ଼…

ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ

ନୂଆଦିଲ୍ଲୀ, ୨୫।୬: କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର କେତେକ ବିଷୟକୁ ବନ୍ଦ କରିଦିଆଯାଇଥିଲା। ପରେ ଏହି ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ହେବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଥିଲା। ତେବେ ମହାରାଷ୍ଟ୍ର, ଓଡ଼ିଶା…

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଅଧୀନ କାର୍ଯ୍ୟ କରୁଥିବା ୨ ଜଣ କରୋନା ଯୋଦ୍ଧା ଗୁରୁବାର ସୁସ୍ଥ ହୋଇଛନ୍ତି। ଏମାନେ ହେଲେ ଛତ୍ରପୁର ଏସ୍‌ଡିପିଓ ଓ ଥାନା ଆଇଆଇସି। ଉଭୟ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଥିବା ସମ୍ପର୍କରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର…

କରୋନା ସଂକ୍ରମଣ ଯୋଗୁ ବନ୍ଦ ହୋଇପଡ଼ିଥିବା ଦିଲ୍ଲୀ ଏମ୍ସର ଓପିଡ଼ି ସେବା ପୁଣି ଆରମ୍ଭ

ନୂଆଦିଲ୍ଲୀ,୨୫।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ଲକ୍ଷ ଆଡକୁ ଗତି କରୁଛି। ଇତିମଧ୍ୟରେ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ…

ସାନିଟାଇଜ୍‌ ହେଲା ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବରିଷ୍ଠ ଅଫିସରମାନେ ମଧ୍ୟ ସଂକ୍ରମିତ ହେଲେଣି। ୧୦ଦିନ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କୁ ମନା ରହିଛି। ସମସ୍ତ ସରକାରୀ ଅଫିସକୁ ସାନିଟାଇଜ୍‌ କରାଯିବାକୁ ଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri