ବାଲେଶ୍ୱରରେ ପୁଣି ୭ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଲା
ବାଲେଶ୍ୱର ଅଫିସ,୨୬ା୬: ଶୁକ୍ରବାର ବାଲେଶ୍ୱର ଜିଲାରୁ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବସ୍ତା ଏବଂ ବାହାନଗା ବ୍ଲକର କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ଏଥିରେ…
୨୪ ଘଣ୍ଟାରେ ସର୍ବାଧିକ ୧୭,୨୯୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା ୧୫ହଜାର ଟପିଲା
ନୂଆଦିଲ୍ଲୀ,୨୬।୬: ଦେଶରେ ଲକ୍ଡାଉନ୍ ଖୋଲିବାର ୨୫ ଦିନ ବିତିଯାଇଛି। ଇତି ମଧ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୭,୨୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୦୭ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ…
କ’ଣ ଖେଳିବାକୁ ଭଲପାଆନ୍ତି ଆପଣଙ୍କ ପସନ୍ଦର କଳାକାର, ଜାଣନ୍ତୁ …
କଳାକାରଙ୍କ ବ୍ୟକ୍ତିଗତ ଜୀବନ କିପରି ଚାଲିଛି ସେ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନେ ସବୁବେଳେ ଆଗହୀ। ସେମାନେ କ’ଣ ଖାଉଛନ୍ତି, କେତେ ଶିକ୍ଷିତ, ସେମାନଙ୍କର ପ୍ରିୟ ଖେଳ କ’ଣ ଆଦି। ତେବେ ବଲିଉଡ୍ର ଅନେକ କଳାକାର ରହିଛନ୍ତି ଯେଉଁମାନଙ୍କର କ୍ରିଡା ପ୍ରତି…
ଐଶ୍ୱର୍ଯ୍ୟା ରାୟଙ୍କ ଫୋନ୍ ଚେକ୍ କରନ୍ତି କି ସ୍ବାମୀ ଅଭିଷେକ
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଫିଲ୍ମରେ ସେତେଟା ସକ୍ରିୟ ନ ଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ। ଶାଶୁ ଜୟା ବଚ୍ଚନଙ୍କ ତାଙ୍କ ସମ୍ପର୍କ ଭଲ ପଡେ ନାହିଁ, ସ୍ବାମୀ…
ଗଞ୍ଜାମରେ ପୁଣି ୫୦ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି
ଛତ୍ରପୁର,୨୬ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଜିଲାରେ ଦିନକରେ ୫୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୩…
ବୃଦ୍ଧାଙ୍କୁ ଦଳିଦେଲା ହାତୀ
ସୁନ୍ଦରଗଡ଼,୨୬ା୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାର ହେମଗିରି ରେଞ୍ଜ ପୋବାହାଲ ଗାଁରେ ଶୁକ୍ରବାର ଜଣେ ବୃଦ୍ଧାଙ୍କୁ ହାତୀ ଦଳି ମାରି ଦେଇଛି। କେନ୍ଦୁ ପଞ୍ଚାୟତ ଅନ୍ତର୍ଗତ ପୋବାହାଲ ଗାଁର ମିନି ଉରମାଲ(୭୭) ଆଜି ସକାଳୁ ଶୌଚ ପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ।…
ଜାଣନ୍ତୁ ପିତାଙ୍କଠାରୁ ଏହି କଥା ଶିଖିଥିଲେ ସୁଶାନ୍ତ, ଯାହା ଶୁଣି ତାଳି ମାରିଥିଲେ ପ୍ରଶଂସକ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ ଜୁନ୍ ୧୪ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ୧୩ ଦିନ ବିତିଗଲାଣି ତଥାପି ପ୍ରଶଂସକମାନେ ଏହି ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କିଛି ପ୍ରଶଂସକ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡ଼ିତ ଫଟୋ, ଭିଡିଓ ଶେୟାର…
ଧୋନୀଙ୍କ ବଡ ଭକ୍ତ ଏହି ବାଂଲାଦେଶ ଖେଳାଳି
ବାଂଲାଦେଶ ଖେଳାଳି ମୁଶଫିକର ରହିମ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜ ଆଦର୍ଶ ବୋଲି କହିଛନ୍ତି। ଉଇକେଟ୍ କିପିଂ, ବ୍ୟାଟିଂ ଏବଂ ଅଧିନାୟିକତ୍ୱ ସବୁଥିରେ ସେ ମାହିର। କ୍ରିକେଟ୍ରେ ତାଙ୍କ ଭଳି ବ୍ୟକ୍ତିତ୍ୱ ବିରଳ ବୋଲି କହିଛନ୍ତି ରହିମ୍। ପୂର୍ବରୁ…
କରୋନା ଯୋଗୁ କେତେ କ୍ଷତି ସହିଲେ ଟପ୍ ବିଲିୟନେୟାର
କରୋନା ଯୋଗୁ ସାରା ବିଶ୍ୱ ବୃହତ୍ତ ପରିମାଣରେ କ୍ଷତି ସହୁଛି। ଲକଡାଉନ ଯୋଗୁ ବାଣିଜ୍ୟ କାରବାର ଠପ୍ ହୋଇ ପଡିଥିଲା। ବର୍ତ୍ତମାନ କଟକଣା କୋହଳ ହେବା ପରେ ମଧ୍ୟ ସବୁ କିଛି ଟ୍ରାକକୁ ଫେରି ପାରୁନାହିଁ। ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ବିଲିୟନେୟାର…
ମୁଲାୟମ ସିଂ ଯାଦବଙ୍କ ଉପରେ ଆସୁଛି ଫିଲ୍ମ: ପୋଷ୍ଟର ରିଲିଜ୍
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଜଣେ ଅଗ୍ରଣୀ ନେତା ଭାବେ ପରିଚିତ ମୁଲାୟମ ସିଂ ଯାଦବଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଶୁଭେନ୍ଦୁ ରାଜ ଘୋଷ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନାମ ‘ମେନ ମୁଲାୟମ…
ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶନାମା: ପ୍ରତି ହସ୍ପିଟାଲରେ ସ୍ବତନ୍ତ୍ର ଫିଭର କ୍ଲିନିକ୍
ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାଖାପାଖି ପହଞ୍ଚତ୍ଥିବାବେଳେ ଏବେ ଏହି ଲଢ଼େଇରେ ସାମିଲ୍ ହୋଇଥିବା ବହୁ ଆଗଧାଡ଼ିର ଯୋଦ୍ଧା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହେବାରେ ଲାଗିଛନ୍ତି।…
ନେଗେଟିଭ ରିପୋର୍ଟଧାରୀ ସେବାୟତ କରିବେ ନୀତିକାନ୍ତି
ପୁରୀ ଅଫିସ,୨୬।୬:ସବୁ ସେବାୟତଙ୍କର ଦୁଇରାଉଣ୍ଡ କୋଭିଡ୍ ଟେଷ୍ଟ କରାଯିବ। ଗୁରୁବାରଠାରୁ ଏହି ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୬୮୮ ଜଣଙ୍କ ସ୍ବାବ୍ ସଂଗ୍ରହ ହୋଇଛି। ଯେଉଁମାନଙ୍କର ରଥଯାତ୍ରା ପୂର୍ବରୁ ଟେଷ୍ଟ କରାଯାଇଥିଲା ସେମାନଙ୍କର ଆଉଥରେ ପରୀକ୍ଷା କରାଯିବ। କେବଳ ନେଗେଟିଭ…
Archives


