ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ୨,୭୪୦ କିମି ନନ୍ଷ୍ଟପ୍ ଗାଡି ଚଳାଇଲେ ସ୍ବାମୀ
ଅହମଦାବାଦ,୨୨।୭: ଅହମଦାବାଦରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି। ନିଆଁରେ ପୋଡି ହୋଇଯାଇଥିବା ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ବାମୀ ୨,୭୪୦ କିଲୋମିଟର ନନ୍ଷ୍ଟପ୍ ଗାଡି ଚଳାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ବାମୀଙ୍କ ପ୍ରେମ ଦେଖି ପତ୍ନୀ ମଧ୍ୟ ହାର…
କବରରୁ ବାହାରି ସାକ୍ଷୀ ଦେଲା ମୃତଦେହ
ପାଟନା, ୨୨।୭: କଥାରେ ଅଛି ସତ କେବେ ଲୁଚି ରହେନା। କରିଥିବା ଅପରାଧ ଦିନେ ନା ଦିନେ ପ୍ରକାଶିତ ହେବ ବୋଲି କେତେକ କହିଥାନ୍ତି। ଏହାର ସଦ୍ୟତମ ଉଦାହରଣ ବିହାରରେ ଘଟିଛି। ଏଠାରେ ହତ୍ୟା କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ କବରରୁ…
କରୋନା ପାଇଁ ଲେହରେ ଫସିଛନ୍ତି ମା’, ଶିଶୁ ପାଇଁ ପ୍ଲେନ୍ରେ ପଠାଉଛନ୍ତି କ୍ଷୀର
ମା’ର ମମତା ସହ କୌଣସି ଜିନିଷକୁ ତୁଳନା କରାଯାଇ ପାରିବ ନାହିଁ। ମା’ ନିଜ ପିଲା ପାଇଁ କିଛି ବି କରିବାକୁ ପଛାଇ ନ ଥାଏ। ଏଥିପାଇଁ ଭାରତର ଲେହରେ ରହୁଥିବା ଜଣେ ମା’ ଏବେ ଚର୍ଚ୍ଚାରେ। କାରଣ ଏହି ମା’…
ହାତରେ ସାନିଟାଇଜର ଲଗାଇବା ପରେ କରୁଛନ୍ତି କି ଏସବୁ କାମ? ରୁହନ୍ତୁ ସତର୍କ ନଚେତ୍ ହୋଇପାରେ…
ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ଅନେକ ଦେଶ ଏଥିରେ କବଳିତ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ଆଜିପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରିନାହିଁ।…
ମଞ୍ଚେଶ୍ୱର ଅଟାକଳର ସୁପର୍ ସ୍ରେଡର୍: ୨୬ଜଣଙ୍କୁ କଲେ ସଂକ୍ରମିତ
ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା। ଲକ୍ଡାଉନ ସତ୍ତ୍ୱେ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଭଳି ମନେ ହେଉନାହିଁ। ଏହି କ୍ରମରେ ବୁଧବାର ୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୧୯ ଲୋକାଲ୍ କେସ୍…
ସୁଶାନ୍ତଙ୍କ କ୍ରେଡିଟ୍ କାର୍ଡ ଏକ ବର୍ଷ ଧରି ବ୍ୟବହାର କରୁଥିଲେ ରିୟା ଚକ୍ରବର୍ତ୍ତୀ: ପୋଲିସ ଆଗରେ କଲେ ସ୍ବୀକାର
ମୁମ୍ବାଇ, ୨୨।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ତଦନ୍ତରେ ପ୍ରତିଦିନ ନୂଆ କଥା ଶୁଣିବାକୁ ମିଳୁଛି। ଏବେ ସୋସିଆଲ୍ ମିଡ଼ିଆରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ପୋଲିସ ଆଗରେ ଦେଇଥିବା ବୟାନ ନେଇ ଚର୍ଚ୍ଚା ଜାରି ରହିଛି। ରିୟାଙ୍କ…
ବୋଲ ମାନୁନି କରୋନା: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୯୧, ଜାଣନ୍ତୁ କେଉଁଠୁ କେତେ..
ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜଧାନୀରେ ବୁଧବାର ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୪୩କୁ ବୃଦ୍ଧି ପାଇଛି। ତେବେ ନୂଆ ପଜିଟିଭ୍ଙ୍କ ମଧ୍ୟରେ ୭୨ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୧୯ ଲୋକାଲ୍ କେସ୍ ରହିଛି। ସେହିଭଳି…
କ୍ୱାରାଣ୍ଟାଇନରେ ଥିବା ସମୟରେ ଗଲେ କେଶ କାଟିବାକୁ : ଲାଗିଲା ଏତିକି ଟଙ୍କାର ଜରିମାନା
ହୋମ୍ କ୍ୱାରାଣ୍ଟାଇନରେ ଥିବା ବେଳେ କେଶ କାଟିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ୭,୬୦୦ ଡଲାର ଫାଇନ୍ ଲାଗିଛି। ଯାହାକି ଭାରତୀୟ ମୂଲ୍ୟରେ ୫ ଲକ୍ଷ ୬୭ ହଜାର ୫୫୩ ଟଙ୍କା ହେବ। ଏକ ରିପୋର୍ଟ ଅନୁଯାୟୀ, ଯୁକ୍ତରାଷ୍ଟ୍ର…
କରୋନା ପଜିଟିଭ୍ଙ୍କ ନାଁରେ ଏତଲା
ଛତ୍ରପୁର,୨୨ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଏନ୍ଏସିର ଭବାନୀ ଶଙ୍କର ପାତ୍ର ୧୮ ତାରିଖରେ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ୨୮ ଦିନ ହୋମ୍ ଆଇସୋଲେଶନରେ ରହିବାକୁ ଏନ୍ଏସି ପ୍ରଶାସନ କହିଥିଲେ। ତେବେ ସେ ଏହି ନିୟମକୁ ଉଲ୍ଲଂଘନ କରିଥିବା…
ସେରମ୍ ଇନ୍ଷ୍ଟିଚ୍ୟୁଟ୍ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: କରୋନା ଟିକା ପାଇଁ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ଲୋଡ଼ିଲେ ସହଯୋଗ
ଭୁବନେଶ୍ୱର,୨୨।୭(ବ୍ୟୁରୋ): ସେରମ୍ ଇନଷ୍ଟିଚ୍ୟୁଟ୍ର ସିଇଓ ଅଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଥା ହୋଇଛନ୍ତି। କୋଭିଡ୍ ଟିକା ଅଗ୍ରଗତି ବିଷୟରେ ପୁନାଓ୍ବାଲାଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି। କୋଭିଡ ଟିକା ବିକାଶ ପାଇଁ…
କରାଟେରେ ୪୪ଟି ମେଡାଲ ଜିତିଛନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ
ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମିଚେଲ ଜନସନ ୨୦୧୧ରେ ଜେସିକାଙ୍କ ହାତ ଧରିଥିଲେ। ଜେସିକାଙ୍କ ବିବାହ ପୂର୍ବରୁ ଏକ ଭିନ୍ନ ପରିଚୟ ଥିଲା। ଜେସିକା କରାଟେରେ ବେଶ୍ ନାଁ କମାଇଛନ୍ତି। ତାଙ୍କର କଳା ବେଲ୍ଟ ଅଛି। କେବଳ ଏତିକି ନୁହେଁ, କରାଟେରେ ସେ…
ପୃଥିବୀ ନିକଟରେ ଥିବା ଏହି ଗ୍ରହରେ ୩୭ ଜ୍ୱାଳାମୁଖୀ, ଏହାକୁ କୁହାଯାଉଛି କରୋନା
ପୃଥିବୀ ନିକଟରେ ଏମିତି ଏକ ଗ୍ରହ ଅଛି, ଯାହା ଉପରେ ୩୭ଟି ଜ୍ୱାଳାମୁଖୀ ବର୍ତ୍ତମାନ ସକ୍ରିୟ ଅଛନ୍ତି। ଏହି ସମୟରେ ଏହା ବିସ୍ଫୋରଣ ହେଉଛି। ଏପରିକି କିଛି କିଛି ବ୍ୟବଧାନରେ ବିସ୍ଫୋରଣ ଘଟୁଛି। ଏହି ଗ୍ରହ ଭୌଗୋଳିକ ରୂପରେ ବହୁତ ଅସ୍ଥିର।…

