ସମ୍ବଲପୁରର ଏହି ଗାଁର ନାଁ ହେଲା ‘ରଙ୍ଗବତୀ’

ଭୁବନେଶ୍ୱର,୨୨।୭(ବ୍ୟୁରୋ): ବିଖ୍ୟାତ ଲୋକ ସଂଗୀତ ରଙ୍ଗବତୀ ନାଁରେ ନାମିତ ହେଲେ ଗାଁ। ସମ୍ବଲପୁର ଜିଲା ବାମରା ବ୍ଲକର ବିଲୁଙ୍ଗ ଗାଁକୁ ‘ରଙ୍ଗବତୀ ବିଲୁଙ୍ଗ’ ଗାଁ ନାମରେ ନାମିତ କରାଯାଇଛି। ଏନେଇ ବୁଧବାର ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ହେଉଛି ବିଲୁଙ୍ଗ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ନାଁ ବଦଳିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବିଦେଶୀ ମଦ ଦୋକାନ ସିଲ୍‌  

ଢେଙ୍କାନାଳ ଅଫିସ, ୨୯।୫-ଲକ୍‌ଡାଉନ ନିୟମ ଭାଙ୍ଗି ଖୋଲାଖୋଲି ମଦ ବିକ୍ରି କରୁଥିବା ଅଭିଯୋଗରେ ଢେଙ୍କାନାଳ ସହରରେ୨ ବିଦେଶୀ ମଦ ଦୋକାନକୁ ପୋଲିସ ସିଲ୍‌ କରିଛି। ଜିଲାପାଳ...

ପୋଲ ନିର୍ମାଣ ହେଉନି: ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ପିଲା

ଫିରଙ୍ଗିଆ, ୧୫ା୮-ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମ ଗାଟେଣୀ ନାଳ ଉପରେ ପୋଲ ନିର୍ମାଣ ହେଉନି ା ଫଳରେ ଟେଲାପାଲି, ଶିକୁଳିପଦର, ସିମିଝରି ଗ୍ରାମର...

ହାତୀ ଉପଦ୍ରବ: ୨ ବନ କର୍ମଚାରୀଙ୍କୁ ଅଟକାଇଲେ ଗ୍ରାମବାସୀ

ହିନ୍ଦୋଳ,୨୮ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଗ୍ରାମବାସୀ ହାତୀ ଉପଦ୍ରବ ଯୋଗୁ ଶନିବାର ଦୁଇ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ହିନ୍ଦୋଳ-ଅନୁଗୋଳ...

ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ସରକାର ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ ଗ୍ରାମାଞ୍ଚଳରେ ସଂଗରୋଧର ବ୍ୟବସ୍ଥା କରିଥିଲେ। ହେଲେ ସହରାଞ୍ଚଳରେ ସେଭଳି ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଏହାଛଡ଼ା...

ଅନ୍ନପୂର୍ଣ୍ଣା ହିତାଧିକାରୀଙ୍କୁ ମିଳିଲା ଚାଉଳ

ଆରଡି, ୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ୫ଜଣ ଅନ୍ନପୁନ୍ନା ହିତାଧିକାରୀଙ୍କୁ ଶୁକ୍ରବାର ୩ ମାସର ଚାଉଳ ବଣ୍ଟନ କରାଯାଇଛି। ଜିଲା...

ପରମ୍ପରା ଆଗରେ ହାର ମାନିଲା କଟକଣା : ବୌଦ୍ଧରେ ପାଳନ ହେଲା ଦଣ୍ଡଯାତ୍ରା

ବୌଦ୍ଧ,୧୩।୪(ସ୍ବ.ପ୍ର): ସୋମବାର ଝାମୁଯାତ୍ରା ଅବସରରେ ପରମ୍ପରା ଆଗରେ ହାର ମାନିଛି ସବୁ କଟକଣା। ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ଗ୍ରାମରେ ଦଣ୍ଡପର୍ବ ସହ ବହୁ ପୀଠରେ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିଶ୍ୱଜିତ

ପୁରୀ ଅଫିସ,୧୧।୮: ବୟସ ମାତ୍ର ୧୯। ହେଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁାକୁ ସ୍ଥାନିତ କରିପାରିଛନ୍ତି ପୁରୀ କୁମୁଟିପାଟଣାର ବିଶ୍ୱଜିତ ନାୟକ। ଆଇସ୍‌କ୍ରିମ୍‌...

ଅଜଗରକୁ ପିଟି ମାରିଦେଲେ, କୂଅରୁ କୁଟୁରା ଉଦ୍ଧାର

ଆର,ଉଦୟଗିରି,୧୬ା୬(ଡି.ଏନ୍‌.ଏ.)- ଆର୍‌.ଉଦୟଗିରି ଅଞ୍ଚଳରେ ଲୋକେ ଏକ ଅଜଗରକୁ ମାରି ଦେଇଥିବାବେଳେ ଚନ୍ଦ୍ରଗିରି ଅଞ୍ଚଳରେ ଏକ କୁଟୁରା ଶାବକକୁ ଲୋକେ କୂଅରୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର...

Advertisement


Archives

Model This Week