ପିଆଶାଳ କାଠ ବୋଝେଇ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

ବଡ଼ବିଲ,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ଅଧିନସ୍ଥ ପିଏଚ୍‌ଡି ସାନ୍ତବାହାଳ ଅଞ୍ଚଳରୁ ଚୋରା ପିଆଶାଳ କାଠ ବୋଝେଇ ଏକ ଗାଡ଼ି ବନବିଭାଗ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଓଡି-୦୯-୦୭୯୪ ନମ୍ବର ବିଶିଷ୍ଟ ଏକ ଗାଡ଼ି ସାଇଜ୍‌ ପିଆଶାଳ କାଠ ଚୋରାଚାଲାଣ ହେଉଥିବା ବନବିଭାଗ ଖବର ପାଇଥିଲା। ତୁରନ୍ତ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଗାଡ଼ି ଛାଡ଼ି ଡ୍ରାଇଭର ସେଠାରୁ ପଳାୟନ କରିଥିଲେ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ଗାଡ଼ି ମହମ୍ମଦ ଆକବରଙ୍କ ନାଁରେ ରହିଥିବା ବେଳେ, ଏନେଇ ଅଧିକ ତଦନ୍ତ ଚାଲିଛି ଓ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଫରେଷ୍ଟର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରୁ ବିଜେଡି ନେତା ଗିରଫ

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୧୨।୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗ୍ରାମାଞ୍ଚଳ ପୋଲିସ ସୋମବାର ଅଭିଯୁକ୍ତ ବିଜେଡି ନେତା ଭିକାରୀ ସ୍ବାଇଁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।...

ଓହଳିପଡ଼ିଥିବା ବିଦ୍ୟୁତ୍‌ ତାର ନେଲା ଜୀବନ: ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଅବରୋଧ

ଠାକୁରମୁଣ୍ଡା,୧୮।୮(ଡ଼ି. ଏନ.ଏ.) – ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ ଓହଳି ରହିଥିବା ତାର ସଜଡ଼ା ଯାଉନାହିଁ। ଏଥିଲାଗି ଦୁର୍ଘଟଣା ଘଟି ଅକାଳରେ ଜୀବନ...

ଅବହେଳିତ ଅବସ୍ଥାରେ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ, ୬।୩(ସ୍ବ.ପ୍ର.): ବୈଷ୍ଣବ ଧର୍ମର ଅନନ୍ୟ କ୍ଷେତ୍ର ତଥା ପୁରୀ ଜିଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଏବେ ଅବହେଳିତ ହୋଇପଡ଼ିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ, ଦେବୋତ୍ତର...

ଆଦାନୀ ଗ୍ରୁପ୍‌ର ରାଷ୍ଟ୍ର ବିରୋଧୀ କାର୍ଯ୍ୟ ନେଇ କଂଗ୍ରେସର ଗଣବିକ୍ଷୋଭ

ବଲାଙ୍ଗୀର ଅଫିସ,୬ା୨: ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଆଦାନୀ ଗ୍ରୁପର ଜାଲିଆତି ଓ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ବିରୋଧରେ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ...

ତହସିଲଦାରଙ୍କୁ ଆକ୍ରମଣ, ଜେଲ ଗଲେ ଅଧ୍ୟାପକ

ବାଲିଗୁଡା,୨୦ା୭(ଡି.ଏନ୍‌.ଏ.)- କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶୁଦ୍ଧିକ୍ରିୟା ଚାଲିଥିଲା। ତହସିଲଦାର ପହଞ୍ଚି ବାରଣ କରିବାରୁ ଜଣେ ଅଧ୍ୟାପକ ତାଙ୍କୁ ଆକ୍ରମଣ କରିଥିଲେ। ଥାନାରେ ଅଭିଯୋଗ ପରେ...

ସ୍କୁଲ ପରିସର ସଫେଇ କଲେ ସୁରଟ ଫେରନ୍ତା

କୁକୁଡାଖଣ୍ଡି, ୮।୮(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଳକର ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି ୭୨ଜଣ ପ୍ରବାସୀ ଓଡ଼ିଆ। ସେମାନେ ସୁରଟ ଫେରନ୍ତା। ତେବେ...

ଇଦ୍‌-ଉଲ୍‌-ଜୁହା ପାଇଁ ସହର ଉତ୍ସବମୁଖର

ଭଦ୍ରକ ଅଫିସ, ୧୨।୮- ସୋମବାର ଇଦ୍‌-ଉଲ୍‌-ଜୁହା ପର୍ବ। ଏଥିପାଇଁ ଭଦ୍ରକ ସହରରେ ଥିବା ବିଭିନ୍ନ ମସ୍‌ଜିଦ, ସମୂହ ନମାଜ ପାଠ ହେବାକୁ ଥିବା କଦମବେଡା ଇଦ୍‌ଗାହା...

କୁକୁର କାମୁଡାରେ ୧୭ ଜଣ ଆହତ

ରାୟଗଡା ଅଫିସ,୧୪।୪: କୁକୁର କାମୁଡାରେ ୧୭ ଜଣ ଶିକାର ହୋଇଛନ୍ତି। ରାୟଗଡାର ଜିସିଡ଼ି ପଡିଆ ଆଖପାଖ ଅଞ୍ଚଳ ଏବଂ ସ୍ଥାନୀୟ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement
Archives

Model This Week