ଚିକେନ୍ରେ କରୋନା ଭୂତାଣୁ !
ବେଜିଂ, ୧୩।୮: କରୋନା ଭୂତାଣୁର ଏନ୍ତୁଡିଶାଳ ପାଲଟି ଥିବା ଚାଇନା ଏବେ ନୂଆ ଦାବି କରିଛି। ବ୍ରାଜିଲ୍ରୁ ଆସିଥିବା ଫ୍ରୋଜେନ୍ ଚିକେନ୍ରେ କରୋନା ଭୂତାଣୁ ଥିବା ଚାଇନା ଅଭିଯୋଗ ଆଣିଛି। ଜୁନ୍ରେ ଚାଇନା ବ୍ରାଜିଲ୍ ସମେତ ଅନ୍ୟ କିଛି ଦେଶରୁ ଚିକେନ୍…
ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୧୩।୮(ବ୍ୟୁରୋ): ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଓଏଏସ୍ ବିଭୂ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ। ବିଭୂଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ଥିଲା। ଜୁଲାଇ ୯ରେ ମହିଳା…
ଜନ୍ମାଷ୍ଟମୀରେ ପୁଅ ଜନ୍ମ ହେବାରୁ ନାଁ ‘କୃଷ୍ଣ’ଦେଲେ ଏହି ମୁସଲମାନ ବ୍ୟକ୍ତି: ଆଉ ତା ପରେ..
ରାଜନୈତିକ ପ୍ରରୋଚନା ଆଳରେ ସମାଜରେ ଧର୍ମ ନାମରେ ଦଙ୍ଗା ହେବାର ନଜିର ରହିଛି। ହେଲେ ଆଜି ବି ହିନ୍ଦୁ ମୁସଲମାନମାନ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ସମନ୍ବୟ ପୂର୍ବଭଳି ରହିଛି। ଏହାର ପ୍ରମାଣ ଆମେ ସମୟ ସମୟରେ ପାଇଥାଉ। ଏହି ସମୃଦ୍ଧ ପରମ୍ପରା ଏବଂ…
ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ମିଳୁଛି ଧମକ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ୨ ମାସ ପରେ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାରକୁ ଧମକ ମିଳୁଥିବା ୯ ପୃଷ୍ଠାର ଅଭିଯୋଗ ହୋଇଛି। ଏଥିରେ ରିୟା ଚକ୍ରବର୍ତ୍ତୀ…
ଏୟାରପୋର୍ଟରେ ପିପିଇ କିଟ୍ ପିନ୍ଧି ଡ୍ୟାନ୍ସ କଲେ ଏହି କ୍ରିକେଟରଙ୍କ ଭାବିପତ୍ନୀ
ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଭାବିପତ୍ନୀ ଧନଶ୍ରୀ ବର୍ମା କୋରିଓଗ୍ରାଫି ପାଇଁ ବେଶ୍ ଜଣାଶୁଣା। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସର ଭିଡିଓକୁ ଶେୟାର କରିଥାନ୍ତି। ଇତିମଧ୍ୟରେ ତାଙ୍କର ଆଉ ପୋଷ୍ଟ ସାମ୍ନାକୁ ଆସିଛି। ଯେଉଁଥିରେ…
ବାଇକ୍ ସହ ନାଳରେ ଭାସିଗଲେ ଯୁବକ, ୪ ଘଣ୍ଟା ପାଣିରେ ପହଁରି କଲେ ଜୀବନ ରକ୍ଷା
ରାୟପୁର,୧୩ା୮: ଛତିଶଗଡ଼ର ସରଗୁଜା ଜିଲାର ଉଦୟପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହେବାରୁ ଜଣେ ଯୁବକ ବାଇକ୍ ସହ ନାଳପାଣିରେ ଭାସିଯାଇଥିଲେ। ମାତ୍ର ଯୁବକ ଜଣକ ପହଁରି ଜୀବନ ରକ୍ଷା କରିଥିବା ବେଳେ ବାଇକ୍ଟି…
ବୈଷ୍ଣୋଦେବୀ ମନ୍ଦିରର ୮ପୂଜାରୀ କରୋନା ପଜିଟିଭ୍
କଟରା,୧୩।୮: କରୋନା ଲକ୍ଡାଉନ ଯୋଗୁ ବନ୍ଦ ହୋଇପଡ଼ିଥିବା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ କରିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ନିଷ୍ପତ୍ତି ନେଇଛି। କିନ୍ତୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏଠାରେ କରୋନା ପହଞ୍ଚିଯାଇଛି। ଗୁରୁବାର ମା’ ବୈଷ୍ଣୋଦେବୀ ଭବନର ୮ଜଣ ପୂଜାରୀ କରୋନା ପଜିଟିଭ୍…
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କରୋନା ପଜିଟିଭ୍
ରାୟପୁର,୧୩।୮: ଦେଶରେ କରୋନା ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ ବିଭିନ୍ନ ରାଜ୍ୟରେ ଦ୍ରୁତଗତିରେ କାୟା ବିସ୍ତାର କରିଚାଲିଛି। ଏହିକ୍ରମରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପତ୍ନୀ ବୀଣା ସିଂହ କରୋନାରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ରମଣ…
ଏବର୍ଷ ଟୁଇନ୍ ସିଟିରେ ଗଣେଷ ପୂଜା ମନା
ଭୁବନେଶ୍ୱର,୧୩।୮(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ କଟକ ଏବଂ ଭୁବନେଶ୍ୱରରେ ଗଣେଶ ପୂଜା ବନ୍ଦ ରହିବ। ଟୁଇନ୍ ସିଟିରେ କୌଣସି ମଣ୍ଡପରେ ପୂଜା ହୋଇପାରିବ ନାହିଁ। ମଣ୍ଡପରେ ଗୋଷ୍ଠୀଗତ ଭାବେ କୌଣସି ପୂଜା ହୋଇପାରିବ ନାହିଁ। ମହାମାରୀ କଟକଣା ଲାଗି କୌଣସି…
ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ଆତଙ୍କବାଦୀ ଠିକଣା ଧ୍ୱଂସ, ବ୍ୟାପକ ଗୋଳାବାରୁଦ ଜବତ
ଶ୍ରୀନଗର,୧୩।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଲସ୍କର-ଏ-ତୋଏବାର ୨ଟି ବଡ଼ ଠିକଣାକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି। ଦକ୍ଷିଣ କଶ୍ମୀର ପୁଲଓ୍ବାମା ଜିଲା ଅଓ୍ବନ୍ତିପୋରାର ବଦରୁ ଓ ବାରସୋରେ କିଛି ଆତଙ୍କବାଦୀଙ୍କ ଆଶ୍ରୟ ନେଇଥିବା ଖବର ମିଳିଥିଲା। ଖବର…
ରାସ୍ତାରେ ଗଡୁଛି ଘର, ଏଥିରେ ରହିଛି ବେଡ୍ରୁମଠାରୁ ଆରମ୍ଭ କରି ଯାବତୀୟ ସୁବିଧା
ସୋସିଆଲ ମିଡିଆରେ ଏବେ ଲକ୍ଷେ ଟଙ୍କିଆ ଘରର ଏକ ଫଟୋ ଖୁବ୍ ତୀବ୍ର ବେଗରେ ଭାଇରାଲ ହେଉଛି। ଏହାର ବିଶେଷତ୍ତ୍ୱ ହେଲା ଯେଉଁଆଡ଼େ ଚାହିଁବେ ଏହି ଘରକୁ ଗଡ଼ାଇ ପାରିବେ। ମନକୁ ପ୍ରଶ୍ନ ଉଠୁଥିବ ଘର ଗଡ଼ିବ କେମିତି? ତେବେ ପ୍ରକୃତ…
ଶୂନ ରେଜଲ୍ଟ ପାଇଁ ନୋଟିସ୍
ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇ ସାରିଛି। ଏଥିରେ ପାସ୍ ହାର କମିଥିବା ବେଳେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶୂନ ରେଜଲ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏଥିପାଇଁ…
Archives


