ପାଚେରିରେ ଫଳୁଛି ପରିବା
ନୂଆଦିଲ୍ଲୀ: ବଢୁଥିବା ଜନସଂଖ୍ୟା ଅନୁପାତରେ ଖାଦ୍ୟାଭାବ ପୂରଣ କରିବା ସବୁବେଳେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହି ସମସ୍ୟାର ସମାଧାନ ଲାଗି ବୈଜ୍ଞାନିକମାନେ ଅହରହ ଗବେଷଣା ଚଳାଇଛନ୍ତି। ବିକଳ୍ପ ସ୍ବରୂପ ସହରରେ ଏବେ କିଚେନ ଗାର୍ଡେନ୍କୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ସହରାଞ୍ଚଳରେ ତଟକା…
କରୋନା ସଂକ୍ରମଣକୁ ରୋକିବା ସମ୍ଭବ: ମୁମ୍ବାଇର ଧରାବି ମଡ଼େଲକୁ ପ୍ରଶଂସା
ଜେନେଭା, ୧୧।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମଣକୁ ରୋକିବା ସମ୍ଭବ। ଏଥିପାଇଁ ମୁମ୍ବାଇର ଧରାବି ଅଞ୍ଚଳରେ ଗ୍ରହଣ କରାଯାଇଥିବା ମଡ଼େଲକୁ ଡବ୍ଲ୍ୟୁଏଚ୍ଓ ପ୍ରଶଂସା କରିଛି।…
ବ୍ଲକ ଜଳଯୋଗାଣ ସହକାରୀ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ
ଗଞ୍ଜାମ,୧୧।୭(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ଜଳଯୋଗାଣ ସହକାରୀ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବିଡ଼ିଓ ପ୍ରଦୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଉକ୍ତ ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ସେଥିମଧ୍ୟରୁ ପ୍ରାୟ ୧୯ଜଣ ସୁସ୍ଥ…
ସ୍ବପ୍ନାଙ୍କ ଜାମିନକୁ କେନ୍ଦ୍ରର ବିରୋଧ
ଚେନ୍ନାଇ,୧୧।୭: କେରଳ ସୁନା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ଜାମିନ ଆବେଦନକୁ ଶୁକ୍ରବାର କେନ୍ଦ୍ର ସରକାର ବିରୋଧ କରିଛନ୍ତି। ତାଙ୍କୁୁ ଜାମିନ ଦିଆଗଲେ ଏନ୍ଆଇଏର ତଦନ୍ତରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବା କେରଳ ହାଇକୋର୍ଟରେ କେନ୍ଦ୍ର ଦର୍ଶାଇଛି।…
ଗଞ୍ଜାମ ବ୍ଲକରେ କରୋନା ସ୍ଥିତି ନିୟନ୍ତ୍ରଣ ଅଛି: ତହସିଲଦାର
ଗଞ୍ଜାମ,୧୧।୭(ଡି.ଏନ୍.ଏ.): ମହାମାରୀ କରୋନା ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l ରାଜ୍ୟର ଅନ୍ୟ ଜିଲାଠାରୁ ଗଞ୍ଜାମ ଜିଲାରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି ଏହି ଭୟାଭୟ କରୋନା। ଏଠାରେ ଦୈନଦିନ ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ବାହାରୁଥିବା ବେଳେ…
୮ ଲକ୍ଷ ଟପିଲା ସଂକ୍ରମଣ
ନୂଆଦିଲ୍ଲୀ,୧୧ା୭: ଭାରତରେ କରୋନା ସଂକ୍ରମଣ ଶୁକ୍ରବାର ୮ ଲକ୍ଷ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୧,୭୨୪ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୫୦୬ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୪୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୧,୨୮୬…
ହ୍ବାଟ୍ସଆପ୍, ଇମେଲ୍, ଫାକ୍ସରେ ଜାରି ହେବ ସମନ
ନୂଆଦିଲ୍ଲୀ,୧୧ା୭(ଆଇଏଏନ୍ଏସ୍): ସମସ୍ତ ଆଇନଗତ ମାମଲାର ସମନ ଓ ନୋଟିସ ହ୍ବାଟ୍ସଆପ୍, ଇମେଲ୍ ଏବଂ ଫାକ୍ସ ମାଧ୍ୟମରେ ପଠାଯାଇପାରିବ। ପ୍ରଥମ ଥର ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ନୋଟିସ୍, ସମନ ଆଦି ପଠାଇବା ପାଇଁ ପୋଷ୍ଟ ଅଫିସ୍ ଦୌଡ଼ିବା…
ସବୁ ମାମଲାକୁ ପ୍ରାଥମିକତା ଦେଇ ହେବନାହିଁ
ନୂଆଦିଲ୍ଲୀ,୧୧।୭: ପ୍ରତ୍ୟେକ ମାମଲାକୁ ପ୍ରାଥମିକତା ଦେଇ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିପାରିବ ନାହିଁ। ବିଶେଷକରି ଗୋଟିଏ ରାଜ୍ୟ ସହ ଅନ୍ୟ ରାଜ୍ୟର ଘଟଣାରେ ଭିନ୍ନତା ପରିଲକ୍ଷିତ ହେଉଥିବା ମାମଲାକୁ ଶୀଘ୍ର ଗ୍ରହଣ କରାଯାଇ ନ ପାରେ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି…
ସ୍କୁଲ ଫି ଛାଡ଼ ଆବେଦନ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୧ା୭(ପି.ଟି.): କରୋନା ଜନିତ ଲକ୍ଡାଉନ ସମୟର ସ୍କୁଲ୍ ଫି ଆଦାୟ ବନ୍ଦ ରଖିବା ପାଇଁ ବିଭିନ୍ନ ରାଜ୍ୟର ଅଭିଭାବକମାନେ କରିଥିବା ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସହାୟତା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସର୍ବୋଚ୍ଚ ଅଦାଲତ ପରାମର୍ଶ…
ବୟାନ ରେକର୍ଡ, ଟ୍ରେନ୍ ତଥ୍ୟ ମାଗିଲା ଜିଆର୍ପି
ଭୁବନେଶ୍ୱର,୧୧।୭(ବ୍ୟୁରୋ): ଯୁବ ସାମାଜିକ କର୍ମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା ଏବେବି ରହସ୍ୟ ହୋଇ ରହିଛି। ଭୁବନେଶ୍ୱର ଜିଆର୍ପି ଥାନା ପୋଲିସ ମାମଲାର ତଦନ୍ତ ଚଳାଇଥିଲେ ମଧ୍ୟ କିଛି ବି ନୂଆ ସୁରାକ ପାଇପାରିନି। ଆଦିତ୍ୟଙ୍କ ପିପୁଲ ଫର୍ ସେବାର ସଦସ୍ୟ…
ସନ୍ଦେହରେ ପୋଲିସ ଭୂମିକା
କାନପୁର/ନୂଆଦିଲ୍ଲୀ,୧୧ା୭: ଉତ୍ତରପ୍ରଦେଶର ୮ ପୋଲିସଙ୍କ ହତ୍ୟା ଅଭିଯୁକ୍ତ ଗ୍ୟାଙ୍ଗ୍ଷ୍ଟର ବିକାଶ ଦୁବେଙ୍କୁ ଶୁକ୍ରବାର ସକାଳେ ଏନ୍କାଉଣ୍ଟର କରି ପୋଲିସ ମାରିଦେଇଛି। ବିକାଶଙ୍କ ଗିରଫଦାରି ପରେ ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ କଳା କାରନାମାର ପର୍ଦ୍ଦାଫାସ ହେବ ବୋଲି ମନେକରାଯାଉଥିଲା। କେବଳ ପୋଲିସ…
ସତ୍ୟବାଦୀର ଗୋପୀନାଥ ହସ୍ପିଟାଲ ସିଲ୍
ପୁରୀ ଅଫିସ/ସାକ୍ଷୀଗୋପାଳ/ପିପିଲି,୧୧।୭(ଡି.ଏନ.ଏ./ସ୍ବ.ପ୍ର.): କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସତ୍ୟବାଦୀ ବ୍ଲକ ଛକ ନିକଟରେ ଥିବା ଗୋପୀନାଥ ହସ୍ପିଟାଲକୁ ଶୁକ୍ରବାର ସିଲ୍ କରିଦିଆଯାଇଛି। ଜିଲା ଜନ ସ୍ବାସ୍ଥ୍ୟ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇନଚାର୍ଜ ଡା. ବିରଜା ଶଙ୍କର ରଥଙ୍କ ନେତୃତ୍ୱରେ ଏକ ୪ ଜଣିଆ…
Archives


