କୁକୁର ସହ ତୀର୍ଥ ଯାତ୍ରା କରନ୍ତି ଏହି ସାଧୁ
ସବୁଠାରୁ ଅଧିକ ସାଧୁ ଭାରତରେ ରହିଛନ୍ତି। ସାଧୁଙ୍କୁ ଲୋକମାନେ ପୂଜା କରିଥାନ୍ତି। ବେଳେ ବେଳେ ଏହି ସାଧୁମାନେ ଆଲୋଚନାର ଶିକାର ମଧ୍ୟ ହୋଇଥାନ୍ତି। ଏମିତି ଜଣେ ସାଧୁଙ୍କ ବିଷୟରେ ଜାଣିବା ଯିଏକି କୁକୁରମାନଙ୍କ ସହ ଅମରନାଥ ଯାତ୍ରାରେ ପହଞ୍ଚିଥିଲେ। ଏହି ସାଧୁ…
୨ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ, ମୁଖ୍ୟ ଅଭିଯୁକ୍ତ ଅଟକ
ଭଦ୍ରକ ଅଫିସ,୧୦ା୭: ଭଦ୍ରକରେ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ ସହ ଜଣକୁ ଅଟକ ରଖିଛି ପୋଲିସ। ସୂଚନାନୁସାରେ, ଭଦ୍ରକ ପୁରୁଣାବଜାର ଥାନା ଅଞ୍ଚଳର ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପରେ…
ଦେବୀଙ୍କ ରୂପରେ ମାସ୍କ ବାଣ୍ଟିଲେ ମହିଳା
କରୋନା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପରସ୍ପର ମଧ୍ୟରେ ଦୂରତ୍ୱ ରକ୍ଷା କରି କରୋନା ସହ ବଞ୍ଚିବା ମଧ୍ୟ ଲୋକେ ଶିଖିଗଲେଣି। ତେବେ ଏହି ସମୟରେ କିପରି ସଚେତନ ରହିବା ସେଥିପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ…
ମାଓବାଦୀ ପ୍ରବଣ ଜିଲାରୁ ମୁକ୍ତହେଲା ଅନୁଗୋଳ: ଏସ୍ଆର୍ଇ ପ୍ରତ୍ୟାହାର ନେଇ ଏସ୍ପିଙ୍କ ସୂଚନା
ଅନୁଗୋଳ ଅଫିସ, ୧୦।୭: ଅନୁଗୋଳରେ ଗତ ୫ ବର୍ଷରେ ୯ଥର ମାଓବାଦୀ କାର୍ଯ୍ୟକଳାପ ଦେଖାଦେଇଛି। ସେଥିମଧ୍ୟରୁ ୬ଥର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏ ନେଇ ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମଳନୀରେ ଅନୁଗୋଳ ଏସ୍ପି ଜଗମୋହନ…
୩୫ଜଣ ପିଲାଙ୍କର ହାର୍ଟ ସର୍ଜରୀ କରାଇବେ ଗାଭାସ୍କର
ମୁମ୍ବାଇ,୧୦।୭: ନିଜର ୭୧ତମ ଜନ୍ମ ଦିନରେ ସୁନୀଲ ଗାଭାସ୍କର ୩୫ ଜଣ ପିଲାଙ୍କର ହାର୍ଟ ସର୍ଜରୀ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଖାରଘର ସ୍ଥିତ ସତ୍ୟସାଇ ସଞ୍ଜୀବନୀ ହସ୍ପିଟାଲ ଫର ଚାଇଲ୍ଡ ହାର୍ଟ କେୟାରରେ ଏହି ଆସ୍ତ୍ରୋପଚାର କରାଇବେ। ଏହି ପିଲାମାନଙ୍କ ମାତାପିତା…
ଛାତରୁ ପାଣିକୁ ଡେଇଁଲେ ଯୁବତୀ, ଭିଡିଓ ଦେଖିଲେ ଦୋହଲିଯିବ ହୃଦୟ
ଓ୍ବାଶିଂଟନ୍: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ଭିଡିଓଟିରେ ଜଣେ ଯୁବତୀ ଛାତ ଉପରୁ ତଳେ ଥିବା ପୁଲ୍କୁ ଡେଉଁଛନ୍ତି। ଏହା ପରେ ଏମିତି…
୭୧ ବର୍ଷରେ ସୁନୀଲ ଗାଭାସ୍କର
ମୁମ୍ବାଇ,୧୦।୭: ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ଶୁକ୍ରବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ଶୁଅ ଛୁଟିଛି। ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ୧୦…
କରୋନା ଯୋଗୁ ଚାକିିରି ହରାଇଥିଲେ,ଏମିତି ହେଲେ ମାଲାମାଲ
କରୋନା ସମୟରେ ଅଧିକାଂଶ ଲୋକ ଚାକିରି ହରାଇ ଘରେ ବସିଛନ୍ତି। ଜଣେ ଦମ୍ପତି ଚାକିରି ହରାଇ ମଧ୍ୟ ମାଲାମାଲ୍ ହୋଇଛନ୍ତି। ବ୍ରିଟେନରେ ରହୁଥିବା ଶିବୁ ପଲ ଏବଂ ତାଙ୍କ ସ୍ତ୍ରୀ ଲିନନେଟ୍ ଜୋଶେଫ୍ ‘ବେଷ୍ଟ୍ ଅଫ୍ ଦ ବେଷ୍ଟ’ ଦ୍ୱାରା ଆୟୋଜିତ…
ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, ଜୀବନରେ ହାରିବେ ନାହିଁ…
ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ ହାରି ସୁଖୀ ଜୀବନ କାଟିପାରିବ। ଆଜି ଆପଣଙ୍କ ପାଇଁ ଚାଣକ୍ୟ କହିଥିବା ୧୦ଟି ଉପାୟ…
ଉତ୍ତରପ୍ରଦେଶରେ ଡବଲ ଏନକାଉଣ୍ଟର୍: ବିକାଶ ପରେ ଆଉ ଜଣେ ଅପରାଧୀ ନିହତ
ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶ ପୋଲିସର ଡବଲ ଏନକାଉଣ୍ଟର। ଶୁକ୍ରବାର ସକାଳେ ମୁଣ୍ଡ ପିଛା ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ଉତ୍ତରପ୍ରଦେଶ ଏସ୍ଟିଏଫ୍ ପୋଲିସ ଏନ୍କାଉଣ୍ଟର କରିଛି। ବିକାଶ ପରେ ବାହାରିଚ୍ରେ ପୋଲିସ ଆଉ ଜଣେ…
ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୋଇଥାଏ ବଜ୍ରପାତ
ହିମାଚଳ ପ୍ରଦେଶରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ଯେଉଁ କାରଣରୁ ଏହି ରାଜ୍ୟକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏମିତି ଏକ ମନ୍ଦିର ରହିଛି, ଯାହାର ସ୍ବତନ୍ତ୍ର ବିଶେଷତ୍ତ୍ୱ ରହିଛି। ହିମାଚଳପ୍ରଦେଶର କୁଲୁ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀ ସଙ୍ଗମସ୍ଥଳ…
ଚଟାଣରେ ଶୋଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କହିଲେ..
ବଲିଉଡ୍ର ଆକ୍ସନ ହିରୋ ଟାଇଗର୍ ଶ୍ରଫଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଟାଇଗର ତଳେ ଶୋଇଥିବା ଦେଖାଯାଇଛି। ଫଟୋଟିକୁ ତାଙ୍କ ମା’ ଆୟେଶା ଶ୍ରଫ୍ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପୁଅକୁ ଏମିତି ତଳେ ଶୋଇଥିବା ଦେଖି…
Archives


