ରାଜଧାନୀରେ ପୁଣି ୪୫ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ଶୁକ୍ରବାର ପୁଣି ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ ଜଣ ଚିହ୍ନଟ ହୋଇଥିବାବେଳେ ୧୦ଟି…
ବିଏମ୍ଡବ୍ଲୁ ବିକିବାକୁ ଚାହୁଁଛନ୍ତି ଦୂତି
ଭୁବନେଶ୍ୱର,୧୦।୭(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଧାବିକା ଦୂତି ଚାନ୍ଦ ନିଜର ବିଏମ୍ଡବ୍ଲୁ ବିକିବାକୁ ଚାହୁଁଛନ୍ତି। ଏନେଇ ସେ ନିଜର ସୋସିଆଲ ପୃଷ୍ଠା(ଫେସବୁକ୍)ରେ ଏକ ପୋଷ୍ଟ କରିଛନ୍ତି। ମୋ ବିଏମ୍ଡବ୍ଲୁ କାର୍ ବିକିବାକୁ ଚାହୁଁଛି। ଯଦି କିଏ କିଣିବାକୁ ଚାହୁଁଛନ୍ତି ମୋତେ…
ଥକିଗଲେଣି କରୋନା ଯୋଦ୍ଧା: ଫଟୋ ଭାଇରାଲ
ପିପିଇ କିଟ୍ ପିନ୍ଧି କାମ କରିବା ବଳିଦାନଠାରୁ କିଛି କମ୍ ନୁହେଁ। ମାତ୍ର କରୋନା ସମୟରେ ଆଗଧାଡିର ଯୋଦ୍ଧାମାନେ ଏହାକୁ ପିନ୍ଧି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ସେମାନଙ୍କର ବଳିଦାନର ଅନେକ ଚିତ୍ର ଆମ ସମ୍ମୁଖକୁ ଆସିସାରିଛି। ଏବେ ଜଣେ…
ବିକାଶ ଦୁବେଙ୍କ ମୃତ୍ୟୁ ଖବର ଜାଣିବା ପରେ ମିଠା ବାଣ୍ଟିଲେ ଗ୍ରାମବାସୀ
କାନପୁର,୧୦।୭: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଏନ୍କାଉଣ୍ଟରରେ ମୃତ୍ୟୁ ହେବା ପରେ ବିଭିନ୍ନ ଆଡୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି। ତେବେ କାନପୁରର ବିକାରୁ ଗ୍ରାମବାସୀ ଏହି ଖବର ପାଇବା ପରେ ଗାଁରେ ମିଠାବାଣ୍ଟିଥିବା ଦେଖାଯାଇଛି। ହିଷ୍ଟ୍ରି-ସିଟରଙ୍କ ମୃତ୍ୟୁରେ ଗ୍ରାମବାସୀ ଖୁବ୍…
ସବୁଜ, ମେରୁନ୍ ଜର୍ସି ବଜାୟ ରଖିବ ଏଟିକେ ମୋହନ ବାଗାନ
କୋଲକାତା,୧୦।୭(ପି.ଟି.): ଏଟିକେ ମୋହନ ବାଗାନ ପୂର୍ବପରି ତା’ର ପ୍ରସିଦ୍ଧ ସବୁଜ ଓ ମେରୁନ୍ ଜର୍ସିକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ଜର୍ସି ମୋହନ ବାଗାନ ସହ ୧୩୧ ବର୍ଷଧରି ଜଡିତ ରହିଆସିଥିଲା। ବିଲୟ ହେବା ପରେ କ୍ଲବର ନାମ ପରିବର୍ତ୍ତନ…
ହାତ ଥରୁଥିବା ଏହି ବୃଦ୍ଧ କରିଛନ୍ତି ୩ଶହ ପିଲାଙ୍କୁ ବଳାତ୍କାର: ଜଣାପଡ଼ିବା ପରେ ଦିଆଗଲା ଏପରି ଦଣ୍ଡ…
ଛୋଟ ପିଲାଙ୍କ ସହ ବଳାତ୍କାର ଘଟଣା ସବୁ ସମୟରେ ଶୁଣିବାକୁ ମିଳିଥାଏ। ତେବେ ଲକ୍ଡାଉନ୍ରେ ଏହି ଘଟଣା କିଛି ମିତ୍ରାରେ ବଢ଼ିଯାଇଛି। ଯାହାକି ପ୍ରତିଦିନ ଖବରକାଗଜ, ଟିଭିରେ ଶୁଣିବାକୁ ମିଳୁଛି। ଇଣ୍ଡୋନେସିଆରେ ରହୁଥିବା ଫ୍ରାନ୍ସର ଜଣେ ବୃଦ୍ଧ ଏତେ ନିଷ୍ଠୁର ତାଙ୍କୁ…
ଏହି ଆଇପିଏସ୍ ଅଫିସରଙ୍କୁ ଅପରାଧୀଙ୍କ କୋକୁଆ ଭୟ: ଫିଲ୍ମରେ ମଧ୍ୟ କରିଛନ୍ତି କାମ
ଗ୍ଲାମର ଜଗତ ସହ ଜଡ଼ିତ ଷ୍ଟାରମାନଙ୍କୁ ନୂଆ ନୂଆ ଲୁକ୍ରେ ଆପଣମାନେ ଦେଖିଥାନ୍ତି। ପରଦାରେ ଯେତେ ହିଟ୍ ହେଲେ ବି ବାସ୍ତବ ଜୀବନରେ ଅନେକ ଫେଲ ମାରିଥାନ୍ତି। ହେଲେ ଏଭଳି କିଛି ପ୍ରତିଭା ଅଛନ୍ତି ଯିଏ ବାସ୍ତବ ଜୀବନରେ ସଫଳ, ପ୍ରକୃତ…
ବିକାଶ ଦୁବେ ଏନ୍କାଉଣ୍ଟରରେ ପ୍ରତିକ୍ରିୟା ରଖିଲେ ଅଖିଳେଶ
ଲକ୍ଷ୍ନୌ,୧୦।୭: ଉତ୍ତରପ୍ରଦେଶ କାନପୁର ବିକରୁ ଗାଁରେ ୮ଜଣ ପୋଲିସକର୍ମଚାରୀଙ୍କ ହତ୍ୟା ପଛରେ ଥିବା ମାଷ୍ଟର ମାଇଣ୍ଡ ବିକାଶ ଦୁବେଙ୍କୁ ଗିରଫ କରାଯିବାର ଗୋଟିଏ ଦିନ ପରେ ଏନ୍କାଉକାଣ୍ଟର କରାଯାଇଛି। ଶୁକ୍ରବାର ମୋଷ୍ଟ ଓ୍ବାଣ୍ଟେଡ ବିକାଶ ଦୁବେଙ୍କୁ ନାଟକୀୟ ଭାବେ ଉତ୍ତରପ୍ରଦେଶ ଏସ୍ଟିଏଫ୍…
ସମ୍ପର୍କରେ ଠକୁଥିବା ସାଥୀଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହାନ୍ତି ଅଧିକାଂଶ ଭାରତୀୟ..
ସମୟ ସହ ଡେଟିଂ ଏବଂ ସାଥୀଙ୍କୁ ନେଇ ଲୋକଙ୍କ ପସନ୍ଦ ବଦଳିଥାଏ। ଏହା ଜାଣିବା ପାଇଁ ଏକ୍ସଟ୍ରା ମାରିଟାଲ ଡେଟିଂ ଆପ୍ ‘ଗ୍ଲିଡେନ୍’ ନିକଟରେ ଭାରତୀୟମାନଙ୍କ ଉପରେ ଏକ ସର୍ଭେ କରିଥିଲା। ଏହି ରିପୋର୍ଟରେ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି। ଏହି…
ପ୍ରେମ ପାଇଁ ମହାଭାରତ: ଝିଆରୀକୁ ଦାଦା ହତ୍ୟା କରିଥିବା ଅଭିଯୋଗ
ନବରଙ୍ଗପୁର, ୧୦।୭(ବି.ପ୍ର.): ପ୍ରେମ ପାଇଁ ଝିଆରୀକୁ ହତ୍ୟା କଲେ ସମ୍ପର୍କୀୟ ଦାଦା। ଏ ନେଇ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି। ପ୍ରକାଶ ଯେ, ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଭୀଷ୍ମ ହରିଜନ(୨୭) ସମ୍ପର୍କୀୟ ଝିଆରିକୁ ଭଲ ପାଉଥିଲେ। ବିଭିନ୍ନ…
ଆସନ୍ତାବର୍ଷ ଜୁନ୍ରେ ଏସିଆ କପ୍ ଆୟୋଜନ ସମ୍ଭାବନା
ନୂଆଦିଲ୍ଲୀ,୧୦।୭: ଚଳିତ ବର୍ଷ ଏସିଆକପ୍ କ୍ରିକେଟ ଟୁର୍ନାମେଣ୍ଟ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି। ଏହି ଟୁର୍ନାମେଣ୍ଟ ଆସନ୍ତାବର୍ଷ ଜୁନ୍ରେ ଆୟୋଜନ କରିବାକୁ ଯୋଜନା ହେଉଛି ଓ ଏଥିପାଇଁ ଓ୍ବେଣ୍ଡୋ ଖାଜା ଯାଉଛି ବୋଲି ଏସିଆନ୍ କ୍ରିକେଟ କାଉନସିଲ (ଏସିସି) ତରଫରୁ କୁହାଯାଇଛି।…
ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା: ନିଗୋମବାମ୍ ଦାୟିତ୍ୱ ନେବେ
ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା: ନିଗୋମବାମ୍ ଦାୟିତ୍ୱ ନେବେ ନୂଆଦିଲ୍ଳୀ,୧୦।୭(ପି.ଟି.): ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ମୁସ୍ତାକ ଅହମ୍ମଦ। ବ୍ୟକ୍ତିଗତ କାରଣରୁ ସେ ହାଇପ୍ରୋଫାଇଲ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ହକି…
Archives


