ଏହି ୩ଟି କଥାକୁ ମାତାପିତାମାନେ କଦାପି ଭୁଲିବା ଉଚିତ୍‌ ନୁହେଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପିଲାମାନଙ୍କ ବିଷୟରେ ପିତାମାତାମାନେ ଏହି ୩ଟି କଥାକୁ କଦାପି ଭୁଲିବା ଉଚିତ୍‌ ନୁହେଁ। ଯାହା ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ…

ପିଲାମାନଙ୍କୁ ଭଲ ମୂଲ୍ୟ ଦେବା
ପିଲାମାନଙ୍କୁ ଭଲ ମୂଲ୍ୟ ଦେବା ମାତାପିତାଙ୍କର ପ୍ରଥମ କର୍ତ୍ତବ୍ୟ। ସେହିପରି ମାତାପିତାମାନେ ସର୍ବଦା ପିଲାମାନଙ୍କୁ ଭଲ କଥା କହିବା ଉଚିତ୍‌। ଯାହାଫଳରେ ସେମାନେ ଉତ୍ସାହିତ ହୋଇ ଆଗକୁ ବଢିଥାନ୍ତି। ଭଲ ମୂଲ୍ୟ ପିଲାମାନଙ୍କୁ ଶ୍ରେଷ୍ଠ ନାଗରିକ କରିଥାଏ ବୋଲି ଚାଣକ୍ୟ କହିଛନ୍ତି।

ପିଲାମାନଙ୍କୁ ତ୍ରୁଟିରୁ ରକ୍ଷା କରିବା
ମାତାପିତାମାନେ ପିଲାମାନଙ୍କୁ ସର୍ବଦା ତ୍ରୁଟିରୁ ରକ୍ଷା କରିବା ଉଚିତ। ପିଲା ଯଦି ବାରମ୍ବାର ତ୍ରୁଟି କରେ ତେବେ ମାତାପିତା ତାକୁ ସେଥିରୁ ନିବୃତ୍ତ କରିବା ଆବଶ୍ୟକ। ସେହିପରି ପିଲାମାନଙ୍କୁ ମିଥ୍ୟା ଏବଂ ଅଳସୁଆରୁ ମାତାପିତାମାନେ ଦୂରେଇ ରଖିବା ଉଚିତ ବୋଲି ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି।

ଅନୁଶାସନର ଭାବନା ସୃଷ୍ଟି କରିବା ଉଚିତ୍‌
ପିତାମାତାମାନେ ପିଲାମାନଙ୍କ ମଧ୍ୟରେ ଅନୁଶାସନ ସୃଷ୍ଟି କରିବା ଉଚିତ୍‌। ଅନୁଶାସନ ପିଲାମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିଥାଏ। ସେହିପରି ସମୟର ମହତ୍ତ୍ୱକୁ ପିଲାମାନେ ବୁଝିବା ଆବଶ୍ୟକ। ଯିଏ ସମୟର ମହତ୍ତ୍ୱକୁ ବୁଝିଥାଏ ସିଏ ଜୀବନରେ ଅଗ୍ରଗତି କରେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ

ମାଣବସା ଗୁରୁବାର ଆସିଲେ ଯେବେ ମା’ ଘରେ ଏବଂ ଦୁଆରେ ଝୋଟି ଆଙ୍କୁଥିଲେ, ସେ ତାକୁ ଖୁବ୍‌ ଆଗ୍ରହରେ ଚାହିଁ ରହୁଥିଲେ। ନିଜେ ବି ଝୋଟି...

ହୋଲିରେ କ’ଣ ପିନ୍ଧିବେ

ସାଙ୍ଗସାଥୀ ଓ ପରିବାର ସହ ମିଶି ରଙ୍ଗର ପର୍ବ ହୋଲିକୁ ବେଶ୍‌ ଆନନ୍ଦର ସହ ପାଳନ କରାଯାଇଥାଏ। ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧାକୁ ଆହୁରି ମଜଭୁତ...

ଘର ସଜାନ୍ତୁ ଏମିତି

ଘରକୁ ସୁନ୍ଦରଭାବେ ସଜାଇବା ପାଇଁସମସ୍ତଙ୍କର ଇଚ୍ଛାରହିଥାଏ। ଏଥିପାଇଁ କିଏ ଇଣ୍ଡୋର ପ୍ଲାଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ତ କିଏ ବିଭିନ୍ନ ଆସବାବପତ୍ର କିଣି ଘରେ ରଖନ୍ତି।...

ସୂର୍ଯ୍ୟାସ୍ତ ପରେ ସେଓ ଖାଇବା ମନା…

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ। କିଛି ଲୋକ ଦିନରେ ଖାଦ୍ୟ ଖାଇ ସାରିବାର...

ଆଜ୍‌ମାରୁ ମୁକ୍ତି ପାଇଁ…

ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା...

ଏକୁଟିଆପଣ ଦୂର କରିବ ରୋବୋ

ଆଜିକାଲି ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ କରାଯାଉଛି। ଚିକିତ୍ସା ବିଜ୍ଞାନକୁ ବାଦ୍‌ ଦେଲେ ଜଣେ ବ୍ୟକ୍ତିଙ୍କ ଜୀବନର କେତେକ ଘଟଣାରେ ରୋବୋ ସହାୟତା କରିବା ସହ...

ଏହି ୨ଟି କାମ କରିବା ଦ୍ୱାରା ମଣିଷକୁ ମିଳିଥାଏ ପ୍ରକୃତ ସୁଖ-ଶାନ୍ତି; ଆପଣ ବି କରିପାରିବେ

ଭାରତର ଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ନୀତିଶାସ୍ତ୍ରରେ ସୁଖୀ ଜୀବନ ବିତାଇବା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି।...

ସମସ୍ତଙ୍କ ଥାନ୍ତି ୫ ମା’: ଜାଣନ୍ତୁ କିପରି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜଣେ ବ୍ୟକ୍ତିଙ୍କର ୫ ପିତା ଥିବା ଉଲ୍ଲେଖ କରିଥିବା ବେଳେ ୫ ଜଣ ମାତାଙ୍କ ବିଷୟରେ ମଧ୍ୟ କହିଛନ୍ତି। ତେବେ...

Advertisement
Archives

Model This Week