Home

ମାସ୍କ କିଣାବିକା ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୧୧ା୬: ରାଜ୍ୟରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। କରୋନା ମୁକାବିଲା ପରିବର୍ତ୍ତେ ରାଜ୍ୟରେ ମାସ୍କ କିଣାବିକା ଦୁର୍ନୀତି ଚାଲିଛି। ଏହାର ପ୍ରତିବାଦରେ ଗୁରୁବାର ଖୋର୍ଦ୍ଧା ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଦେଶରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ, ୪୯.୨୧ ପ୍ରତିଶତ ରହିଛି ସୁସ୍ଥତା ହାର

ନୂଆଦିଲ୍ଲୀ,୧୧।୬: କରୋନା ସଂକ୍ରମଣକୁ ନେଇ ଏକ ମିଳିତ ଖବରଦାତା ସମ୍ମିଳନୀରେ ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ତଥ୍ୟ ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ କହିଛନ୍ତି ଦେଶରେ ଏବେ କରୋନା ସୁସ୍ଥତାର ହାର ୪୯.୨୧ ପ୍ରତିଶତ ରହିଛି।…

ଅମିତାଭଙ୍କ ସହ ଫଟୋ ଶେୟାର କଲେ ଶତ୍ରୁଘ୍ନ: କହିଲେ, ‘ବନ୍ଧୁତା ଅତୁଟ ରହୁ’

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିହ୍ନା ବଲିଉଡ୍‌ର ଦୁଇ ଖ୍ୟାତନାମା କଳାକାର। ୭୦ ଦଶକର ଏହି ଦୁଇଜଣଙ୍କ ବନ୍ଧୁତା ଉପରେ ଆଜିପର୍ଯ୍ୟନ୍ତ କାହାର ନଜର ଲାଗିନାହିଁ। ଯଦିଓ ଦୁଇଜଣଙ୍କ ମଧ୍ୟରେ ତୁ ତୁ ମେ ମେ କିଛିଦିନ ଧରି ଚାଲିଥିଲା।…

CORONAVIRUS UPDATE: ସୁସ୍ଥ ହେଲେ ଆଉ ୭୨ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୨,୩୫୪କୁ ବୃଦ୍ଧି

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଆଉ ୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୧୭ଜଣ ରହିଛନ୍ତି। ସେହିଭଳି ସୋନପୁରରୁ ୯, ଜଗତସିଂହପୁରରୁ ୬, କଟକ-କଳାହାଣ୍ଡି-ସୁନ୍ଦରଗଡ଼ରୁ ୫, ବାଲେଶ୍ୱର-ମୟୂରଭଞ୍ଜରୁ ୪, ଖୋର୍ଦ୍ଧା-କନ୍ଧମାଳ-ସମ୍ବଲପୁରରୁ ୩ ଲେଖାଏ ଏବଂ ଝାରସୁଗୁଡ଼ାରୁ ଜଣେ ଆକ୍ରାନ୍ତ…

ନେଟଫ୍ଲିକ୍ସରେ ରିଲିଜ ହେବ ‘ଗୁଞ୍ଜନ ସକ୍ସେନା ଦ କାର୍‌ଗିଲ ଗର୍ଲ’

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ‘ଗୁଞ୍ଜନ ସକ୍ସେନା ଦି କାର୍‌ଗିଲ ଗର୍ଲ’ ନେଟଫ୍ଲିକ୍ସରେ ରିଲିଜ ହେବ। ଏହି ଫିଲ୍ମର ନିର୍ମାତା କରଣ ଜୋହର ଏହା ଘୋଷଣା କରିଛନ୍ତି। ଧର୍ମା ପ୍ରଡକ୍ସନ ବ୍ୟାନରରେ ର୍ନିମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶରନ…

ବାଲିଅନ୍ତା ତହସିଲଦାରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ବାଲିଅନ୍ତା ତହସିଲଦାର, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଜାମିନ ମିଳିଛି। ତହସିଲଦାର ରଶ୍ମୀରେଖା ପ୍ରଧାନ, ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ହାଇକୋର୍ଟ ଗୁରୁବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏକ ଜମିଜମା ମାମଲା ପାଇଁ ୧ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ…

ବାଲିଗୁଡ଼ାରେ ମୂର୍ତ୍ତି ଭାଙ୍ଗିବା ଘଟଣା: ତାତିଲା ବରଗଡ଼ ଡୁମାଲ ସେନା

ବରଗଡ଼ ଅଫିସ,୧୧ା୬: କନ୍ଧମାଳ ଜିଲା ବାଲିଗୁଡ଼ାରେ ସ୍ଥାପିତ ଡୁମାଲ ଜାତିର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶରୀଙ୍କ ମୂର୍ତ୍ତିକୁ କିଛିଦିନ ତଳେ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏହି ଘଟଣା ଡୁମାଲ ସମାଜର ଲୋକଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଏପରିକି ଉକ୍ତ ମୂର୍ତ୍ତି…

କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଟଙ୍କାଟିଏ ବି ଅଧିକ ଦେଇନାହିଁ ଓଡ଼ିଶା; କଂଗ୍ରେସର ଅପପ୍ରଚାର ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର,୧୧।୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ମାସ୍କ ଅଧିକ ଦରରେ କିଣିବା ଅଭିଯୋଗ ନେଇ ଗୁରୁବାର ଉତ୍ତର ରଖିଛି ବିଜେଡି। ରାଜ୍ୟ ସରକାର କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦର ଅନୁଯାୟୀ ଡାକ୍ତରୀ ଉପକରଣ କିଣିଛନ୍ତି। ମହାମାରୀ ସମୟରେ ଅର୍ଥ ସଞ୍ଚୟ ଅପେକ୍ଷା…

ଜୁନ୍‌-୧୫ ପରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଜାରି ନେଇ ଚର୍ଚ୍ଚା: ମିଥ୍ୟା ବୋଲି ସୂଚନା ଦେଲା ପିଆଇବି

ନୂଆଦିଲ୍ଲୀ, ୧୧।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏପରିସ୍ଥଳେ କେତେକ ଗୁଜବ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଉଛି। ସେଭଳି ଏକ ଖବରକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ କୁହାଯାଇଛି…

ସ୍ବାମୀଙ୍କ କେଶ କାଟିଲେ ପ୍ରୀତି ଜିଣ୍ଟା

ଲକଡାଉନ ସେଲିବ୍ରିଟିଙ୍କୁ ଏମିତି କିଛି କାମ କରିବା ଶିଖାଇଛି, ଯାହା ହୁଏତ ପୂର୍ବରୁ କେହି କରି ନ ଥିବେ। ଏବେ ଘରେ ରହି ରୋଷେଇ କରିବାଠାରୁ ଆରମ୍ଭ କରି ବଗିଚା ମଧ୍ୟ ସଫା କରିବା ଭିଡିଓ ସେଲିବ୍ରିଟିମାନେ ନିଜ ସୋସିଆଲ ମିଡିଆରେ…

ଚୌଦ୍ୱାର-କଟକ ବସ୍‌ ଚଳାଚଳ ଦାବି କଲେ ଲୋକେ

ଚୌଦ୍ୱାର,୧୧ା୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଗତ ମାର୍ଚ୍ଚ ୨୩ରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଫଳରେ ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗତ…

ଗଗନଯାନ ମାନବ ରହିତ ମିଶନରେ ହେବ ବିଳମ୍ବ: ଇସ୍ରୋ

ବେଙ୍ଗାଲୁର, ୧୧।୬: ଇସ୍ରୋର ଗଗନଯାନ ଦ୍ୱାରା ହେବାକୁ ଥିବା ପ୍ରଥମ ମାନବ ରହିତ ମିଶନରେ ବିଳମ୍ବ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ ଏଭଳି ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ୨୦୨୦ ଡିସେମ୍ବରରେ ଇସ୍ରୋର ପ୍ରଥମ ମାନବ ରହିତ ମିଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri