Home

ବରଗଡ଼ରେ ଥମୁନି କରୋନା: ଆଜି ୯୯ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୪ରେ ପହଞ୍ଚିଲା

ବରଗଡ଼ ଅଫିସ,୧୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୧୦, ଭେଡେନ ବ୍ଲକର ୮, ବରଗଡ଼ ପୌରାଞ୍ଚଳରେ ୧୧, ବରଗଡ଼ ବ୍ଲକର…

ସିର୍କାବର୍ଗରେ ଜମି ବିବାଦ: ଘର ଭାଙ୍ଗି ଲୁଟ୍‌ ଅଭିଯୋଗ

ଦାରିଙ୍ଗବାଡ଼ି,୧୨ା୧୦: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତର ମାଣିକଯୋଡ଼ି ଗ୍ରାମରେ ଜମି ବିବାଦ ମୁଣ୍ଡ ଟେକିଛି। ଏକ ଅନାବାଦି ଜମିରେ ଦୀର୍ଘବର୍ଷ ଧରି ସେହି ଅଞ୍ଚଳର ଶୁକଦେବ ପ୍ରଧାନ ଘର କରି ରହିଆସୁଥିବା ବେଳେ ସେହିଗ୍ରାମର ଲୋକ ଏହାକୁ ବିରୋଧ…

ପଦ୍ମ ଧରିଲେ ଖୁଶବୁ: ୧୦ ବର୍ଷରେ ତୃତୀୟ ଦଳରେ ସାମିଲ୍‌

ଚେନ୍ନାଇ, ୧୨।୧୦: ଅଭିନେତ୍ରୀ ଖୁଶବୁ ସୁନ୍ଦର ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର କଂଗ୍ରେସ ପ୍ରବକ୍ତା ଭାବେ ସେ କାର୍ଯ୍ୟ କରୁଥିଲେ। ତେବେ ଦଳୀୟ ଅସନ୍ତୋଷ ଯୋଗୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟ କଂଗ୍ରେସରେ ଜାରି ରହିଥିବା…

ସାଉଦି ଆରବ ପ୍ରିନ୍ସଙ୍କ ସିକ୍ରେଟ ପାର୍ଟି, ସାମିଲ ଥିଲେ ୧୫୦ ମଡେଲ

ରିୟାଦ,୧୨ା୧୦: ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ କିଛି ମାସ ମଧ୍ୟରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମର ହେଡ୍‌ଲାଇନ ବା ମୁଖ୍ୟ ଖବର ହୋଇ ରହିଆସୁଛନ୍ତି। କେତେବେଳେ ନିଜ ଦେଶରେ ସଂସ୍କାରବାଦୀ ପଦକ୍ଷେପ ନେବାକୁ ତ କେତେବେଳେ ଦେଶର ଦୂତାବାସରେ ସାମ୍ବାଦିକ…

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଉପହାର: ଛୁଟି ବଦଳରେ ମିଳିବ ନଗଦ ଟଙ୍କା

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଉପହାର ଘୋଷଣା କରିଛନ୍ତି। ଛୁଟି ବଦଳରେ କର୍ମଚାରୀଙ୍କୁ ନଗଦ ଟଙ୍କା ପ୍ରଦାନ କରାଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ସୂଚନା ଦେଇଛନ୍ତି। ଏହା ସହିତ ସମସ୍ତ କର୍ମଚାରୀଙ୍କୁ ପାର୍ବଣ ଋତୁରେ…

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ବାଲେଶ୍ୱରରେ ସ୍ବରୂପ, ତିର୍ତ୍ତୋଲରେ ବିଜୟ ଶଙ୍କର

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତିର୍ତ୍ତୋଲରେ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ…

ମୁମ୍ବାଇରେ ବିଦ୍ୟୁତ୍‌ ସେବା ଠପ୍‌: ଅଟକିଲା ଲୋକାଲ ଟ୍ରେନ୍‌, ମେଟ୍ରୋ; ଶାନ୍ତି ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କଲେ ବିଗ୍‌ ବି

ମୁମ୍ବାଇ,୧୨।୧୦: ଗୋଟିଏ ପଟେ ଗତ କିଛି ମାସରୁ କରୋନା ଭାଇରସ୍‌ ମୁମ୍ବାଇରେ ଆତଙ୍କ ଖେଳାଇଥିବା ବେଳେ ଏବେ ଏଠାରେ ବିଦ୍ୟୁତ୍‌ ସରବରାହ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୋମବାର ସକାଳେ ଗ୍ରୀଡ୍‌ ଫେଲ୍‌ ହୋଇଯିବାରୁ ମୁମ୍ବାଇର ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ଠପ୍‌…

୭୧ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟାରେ ୬୬ହଜାରରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୧୨।୧୦: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦେଶରେ ଗତ ୨୪ଘଣ୍ଟାରେ ୬୬,୭୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ଲକ୍ଷ ପାର କରିଛି।…

ବିହାରରେ ରାଜନେତାଙ୍କ ‘ବୟସ-ଦୁର୍ନୀତି’: ସତ୍ୟପାଠରେ ଭୁଲ ତଥ୍ୟ

ପାଟନା, ୧୨।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏପରିସ୍ଥଳେ ରାଜନେତାଙ୍କ ‘ବୟସ-ଦୁର୍ନୀତି’ର ପର୍ଦ୍ଦାଫାଶ୍‌ ହୋଇଛି। ସତ୍ୟପାଠରେ ରାଜନେତାମାନେ ଭୁଲ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଶାସକ ଦଳ ମନ୍ତ୍ରୀ ଜୟ କୁମାର ସିଂଙ୍କ ବୟସ ୫ ବର୍ଷରେ ଦୁଇଗୁଣା…

କରୋନାକୁ ହରାଇଲେ ୧୦୪ ବର୍ଷୀୟା ମହିଳା

ନୂଆଦିଲ୍ଲୀ,୧୨।୧୦: ନୋଏଡାର ୧୦୪ ବର୍ଷୀୟା ଜଣେ ମହିଳା କରୋନାକୁ ହରାଇ ଘରକୁ ଫେରିଛନ୍ତି। ସେକ୍ଟର-୧୩୭ ଜେପି ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମୂଳତଃ ଆଗ୍ରା ନିବାସୀ ଶ୍ୟାମବତୀଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ୧୦ ଦିନ ପୂର୍ବରୁ ତାଙ୍କୁ…

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ବିଲେଇଛୁଆ, ଡେଲିଭରି ବକ୍ସରୁ ଯାହା ବାହାରିଲା ଦେଖିଲେ ଉଡ଼ିଯିବ ହୋସ୍‌

ପ୍ୟାରିସ୍‌,୧୨ା୧୦: ଫ୍ରାନ୍ସର ଏକ ଦମ୍ପତି ଘରେ ବିଲେଇ ଛୁଆ ପାଳିବାକୁ ଚାହୁଁଥିଲେ। ସେମାନେ ଅନ୍‌ଲାଇନ୍‌ରେ ୬ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ ମଗାଇଥିଲେ। ଯେତେବେଳେ ଘରକୁ ଡେଲିଭରି ବକ୍ସ ଆସିଲା ଏହାକୁ…

ଆଇଟିବିପି ଯବାନଙ୍କୁ ସାଲ୍ୟୁଟ କରୁଥିବା ଶିଶୁର ଭିଡ଼ିଓ ଭାଇରାଲ

ଚୁଶୁଲ୍‌, ୧୨।୧୦: ସୋସିଆଲ୍‌ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶିଶୁ ଜଣକ ଲଦାଖର ଚୁଶୁଲ୍‌ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର ଦେଖିବାକୁ ମିଳୁଛି। ନାମଗୟାଲ ନାମକ ଏହି ଶିଶୁ ରାସ୍ତାକଡ଼ରେ ଠିଆ ହୋଇଥିବାର ଦୃଶ୍ୟ ଭିଡ଼ିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?