Home

ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କୁ କରୋନା

ଲକ୍ଷ୍ନୌ,୨।୮-ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କ ରବିବାର କରୋନା ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ପ୍ରାଥମିକ କରୋନା ଲକ୍ଷଣ ପରିଲକ୍ଷିତ ହେବା ପରେ ସ୍ବତନ୍ତ୍ର ଶନିବାର କରୋନା ଟେଷ୍ଟ କରିଥିଲେ। ରବିବାର…

ରାଜ୍ୟପାଳଙ୍କୁ କରୋନା

ଚେନ୍ନାଇ,୨।୮: ଏବେ ସାରା ଦେଶରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏବେ କରୋନାରେ ବଡ ବଡ ନେତା ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଏହିକ୍ରମରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୂରୋହିତ ସାମିଲ ହୋଇଛନ୍ତି। ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଏବେ ଆଇସୋଲେଶନରେ…

ସୋମବାରଠାରୁ କାମାକ୍ଷାନଗର ଏନ୍‌ଏସି ଶଟ୍‌ଡାଉନ

କାମାକ୍ଷାନଗର,୨।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିକୁ ଆସନ୍ତାକାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏନ୍‌ଏସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜିଲାପାଳ ପ୍ରକାଶ କରିଛନ୍ତି। ତେବେ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ…

ପୋଲିସ ଗାଡିରେ ବସି ଫଟୋ ଉଠାଇବା ମହଙ୍ଗା ପଡ଼ିଲା: ବନ୍ଧା ହେଲେ ୩ ଯୁବକ

ମୁଜାଫାନଗର,୨।୮-ପୋଲିସ ଗାଡିରେ ବସି ଫଟୋ ଉଠାଇ ଭାଇରାଲ କରିବା ୩ ଯୁବକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ରବିବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଶାହାଜାଦ, ସଲିମ, ଏବଂ ମାଉ। ପୋଲିସ କହିଛି, ହଜିପୁରା ଗ୍ରାମର…

ଏଣିକି ହେଲମେଟ୍‌ ଉପରେ ନଜର ରଖିବେ ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୮:ସାଧାରଣତଃ ଚାଲାଣରୁ ବର୍ତ୍ତିବା ପାଇଁ କିଛି ଲୋକ ଯେକୌଣସି ପ୍ରକାରର ହେଲମେଟ ପିନ୍ଧନ୍ତି। ଯାହା ସୁରକ୍ଷା ଦୃଷ୍ଟିକୋଣରୁ ବେଳେବେଳେ ବିପଜ୍ଜନକ ପ୍ରମାଣିତ ହୁଏ। କାରଣ ସଡ଼କ ଦୁର୍ଘଟଣା ସମୟରେ ସ୍ଥାନୀୟ ହେଲମେଟ ସୁରକ୍ଷିତ ନୁହେଁ। ତଥାପି କିଛି ବାଇକ ଆରୋହୀ ଅଛନ୍ତି…

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ କାହିଁକି ଯୋଗ ଦେଇ ନ ଥିଲେ ଏକ୍ସ-ଗର୍ଲଫ୍ରେଣ୍ଡ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଦେଢମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଧୀରେ ଧୀରେ ଆତ୍ମହତ୍ୟା ମାମଲା ଜଟିଳ ହେବାରେ ଲାଗିଛି। ସୁଶାନ୍ତଙ୍କ ପିତା କେ.କେ ସିଂ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ଏକ…

ଭୁବନେଶ୍ୱରରେ ଆଉ ୧୧୮ କରୋନା ପଜିଟିଭ

ଭୁବନେଶ୍ୱର,୨।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ରବିବାର ଆଉ ୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬୯ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ। ଏକ ଘରୋଇ ହସ୍ପିଟାଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଗିଣିଆରୁ ୨, ଅଶୋକ ନଗରରୁ ଜଣେ, ଟଙ୍କପାଣି…

ଫଶିଲେ ବିରାଟ କୋହଲି, ଗିରଫ ପାଇଁ ହାଇକୋର୍ଟରେ ଆବେଦନ

ଚେନ୍ନାଇ,୨।୮: ଭାରତୀୟ ଅଧିନାୟକ ବିରାଟ କୋହଲି ଅନଲାଇନ୍‌ ଜୁଆ ଖେଳକୁ ନେଇ ବଡ ବିବାଦରେ ଫଶିଯାଇଛନ୍ତି। ମାଡ୍ରାସ ହାଇକୋର୍ଟରେ ବିରାଟଙ୍କୁ ଗିରଫ ପାଇଁ ଏକ ପିଟିଶନ ଦାଖଲ କରାଯାଇଛି। ତାଙ୍କ ବିରୋଧରେ ଅନଲାଇନ୍‌ ଜୁଆ ଖେଳକୁ ପ୍ରମୋଶନ କରୁଥିବାର ଅଭିଯୋଗ ରହିଛି।…

କରୋନାକୁ ହରାଇଲେ ଅମିତାଭ ବଚ୍ଚନ

କରୋନା ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ମେଗାଷ୍ଟାର ଅମିତାଭ ବଚ୍ଚନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ପୁଅ ଅଭିଷେକ ଟୁଇଟରରେ ସୂଚନା ଦେଇଛନ୍ତି। ପିତା କରୋନା ନେଗେଟିଭ୍‌ ଚିହ୍ନଟ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେ ଏବେ ଘରେ ରହି…

ଲକ୍‌ଡାଉନ୍‌ କଣ୍ଟା: କୌଳିକ ବୃତ୍ତି ହରାଉଛନ୍ତି ଡୋକରା ହସ୍ତଶିଳ୍ପୀ

ମୁନିଗୁଡ଼ା,୨ା୮(ଡି.ଏନ୍‌.ଏ.): ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ। କଟକର ତାରକସି କାମ ହେଉ ଅବା ପାରଳାଖେମୁଣ୍ଡିର ଶିଙ୍ଘକାମ, ପିପିଲିର ଚାନ୍ଦୁଆ, ଏସବୁକୁ ନେଇ ଓଡ଼ିଶା ଦେଶ ବିଦେଶରେ ବେଶ୍‌ ନାଁ କରିଛି। ମାତ୍ର ଗତ ୪ ମାସ ହେବ କରୋନା…

ଆସିନି ଭିସେରା ରିପୋର୍ଟ: ସୁଶାନ୍ତଙ୍କୁ ବିଷ ଦେବା ପରେ ପଙ୍ଖାରେ ଝୁଲାଇ ଦିଆଯାଇଛି କି?

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ଯୁକ୍ତି ଉପସ୍ଥାପନ କରାଯାଉଛି। ଏହି କ୍ରମରେ ଭାଜପା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ଭିନ୍ନ ଏକ ପ୍ରଶ୍ନ ପଚାରିଛନ୍ତି। ସୁଶାନ୍ତଙ୍କୁ ପ୍ରଥମେ ବିଷ ଦିଆଯିବା ପରେ ରଶି ଲଗାଯାଇଛି…

ଅମିତ ଶାହାଙ୍କୁ କରୋନା, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨।୮: ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏକଥା ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍‌ ଜଣାପଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାାଇଛି। କରୋନା ଲକ୍ଷଣ ଦେଖା ଦେବାରୁ ଟେଷ୍ଟ କରିଥିଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri