Home

ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା: ୧୩ ଧର୍ମସ୍ଥଳକୁ କରାଯାଇଥିଲା ଟାର୍ଗେଟ୍‌

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ୧୩ ଧର୍ମସ୍ଥଳକୁ ଟାର୍ଗେଟ୍‌ କରାଯାଇଥିଲା। ସେଥିମଧ୍ୟରୁ ୧୧ଟି ଧର୍ମସ୍ଥଳ କ୍ଷତିଗ୍ରସ୍ତ ହୋଇଥିବା ଦିଲ୍ଲୀ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅଧିକାର ଅଧିନିୟମ(ଆର୍‌ଟିଆଇ) ଅନ୍ତର୍ଗତ ଆଇନଜୀବୀ ୟୁସୁଫ ନକୀଙ୍କ ଦ୍ୱାରା କରାଯାଇଥିତ୍ବା ପୃଥକ…

ଚିନ୍ତା ବଢ଼ାଇଲାଣି ରାଜଧାନୀ: ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ; ଅଛନ୍ତି ୫ ପୁରୁଷ-ଜଣେ ମହିଳା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜଧାନୀରେ ଆଉ ୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୩ଜଣ ହୋମ୍‌୍‌ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୩ ଲୋକାଲ୍‌ କେସ୍‌ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି। ସେଥିରୁ ୧୬୫ଜଣ ସୁସ୍ଥ…

ଗୋଟିଏ ପରିବାରର ୩ ଭାଇଙ୍କୁ କରୋନା: ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବୁଗୁଡ଼ା,୨୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଏ. କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ସୋରଡ଼ ଗ୍ରାମରେ ରବିବାରଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ଖଦାଳୀ ପ୍ରଧାନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। କାରଣ ସୋରଡ଼ ଗ୍ରାମରେ ଗୋଟିଏ ପରିବାରର…

ଦିଲ୍ଲୀରେ ହୋଇନି ଗୋଷ୍ଠୀ ସଂକ୍ରମଣ: ଶାହା

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମନ୍ତବ୍ୟ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିସୋଦିଆ କହିଥିଲେ ଯେ ଦିଲ୍ଲୀରେ ଜୁଲାଇ ୩୧ ବେଳକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ପାଞ୍ଚ ଲକ୍ଷ…

ମଇଁଷି ମୋ ମା’ ଭଳି, ସେବା କରିବା ମୋର କର୍ତ୍ତବ୍ୟ: ୬ ଦିନ ଛୁଟି ମାଗିଲେ କନଷ୍ଟେବଳ

ଭୋପାଳ, ୨୮।୬: ମଧ୍ୟପ୍ରଦେଶ ରେଓ୍ବା ଜିଲାରେ ଜଣେ କନଷ୍ଟେବଳ ପାଳିତ ମଇଁଷିର ସେବା ପାଇଁ ୬ ଦିନର ଛୁଟି ମାଗିଛନ୍ତି। ଏନେଇ ଦେଇଥିବା ଛୁଟି ଦରଖାସ୍ତରେ ସେ ଲେଖିଛନ୍ତି ଯେ, ମଇଁଷି ମୋ ମା’ ଭଳି। ତାର କ୍ଷୀର ପିଇ ମୁଁ…

ପାଟଣାରେ ପୁଣି ୨ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା

ପାଟଣା,୨୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଜଣେ ୧୯ ବର୍ଷୀୟ ଯୁବକ ଓ ବୁଢ଼ୀକାପୁଡ଼ି ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର…

ରାଷ୍ଟ୍ରରକ୍ଷା-ସୁରକ୍ଷା ନେଇ କେବେ ଆଶ୍ୱାସନା ଦେବେ ମୋଦି: ରାହୁଲ

ନୂଆଦିଲ୍ଲୀ, ୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଘେରିବା ଉଦ୍ୟମ କରାଯାଉଛି। ରବିବାର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ପରେ ରବିବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କଟାକ୍ଷ କରିଛନ୍ତି। ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ,…

ବରଗଡ଼ରେ ପୁଣି ୧୮ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଲା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ରବିବାର ପୁଣି ୧୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲି ଗ୍ରାମର ସର୍ବାଧିକ ୧୫ଜଣ ରହିଥିବା ବେଳେ ପଦ୍ମପୁର ପୌରାଞ୍ଚଳର ୨ଜଣ ଏବଂ ଅମ୍ବାଭୋନା ବ୍ଲକର ଜଣେ…

ଜୈବିକ କୃଷି ପ୍ରେମରେ ଧୋନୀ, ଆଜିକାଲି ଏମିତି କାଟୁଛନ୍ତି ସମୟ

ନୂଆଦିଲ୍ଲୀ,୨୮।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅର୍‌ଗାନିକ(ଜୈବିକ) କୃଷି ପ୍ରେମରେ। ନିକଟରେ ସେ ଏକ ଟ୍ରାକ୍ଟର କିଣିଥିଲେ। ଏବେ ସେହି ଟ୍ରାକ୍ଟରରେ ଜମି ହଳ କରୁଥିବାର ଦେଖାଯାଇଛି। ଏ ନେଇ ଧୋନୀଙ୍କର ଏକ ଭିଡିଓ ଭାଇରାଲ…

ସ୍ପଞ୍ଜ୍‌ ଛତୁ ଦାମ କମିଲା: କିଲୋପିଛା ହେଲା ଅଢ଼େଇ ହଜାର

ଚମ୍ବା, ୨୮।୬: ହିମାଚଳ ପ୍ରଦେଶରେ ସ୍ପଞ୍ଜ୍‌ ଛତୁ  ହୋଇଥାଏ। ଏହାର ଦାମ କିଲୋ ପିଛା ସାଧାରଣ ସମୟରେ ୧୮ ହଜାରରୁ ୨୦ ହଜାର ଟଙ୍କା ହୋଇଥାଏ। ତେବେ ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟର ବ୍ୟବସାୟୀ ହିମାଚଳ ପ୍ରଦେଶ ଆସିପାରୁ ନାହାଁନ୍ତି। ତେଣୁ…

ଖୋଲିଲା ସେଲୁନ: ପିପିଇ କିଟ୍‌ ପିନ୍ଧି କାଟିଲେ କେଶ

ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ପ୍ରଥମଥର ଲାଗି ମହାରାଷ୍ଟ୍ରରେ ରବିବାର ସେଲୁନ ଖୋଲିଛି। ଏହାକୁ ନେଇ ସେଲୁନ ମାଲିକ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ପୂର୍ଣ୍ଣ ସୁରକ୍ଷାର ସହ କେଶ କାଟୁଥିବା କହିଛନ୍ତି। କେଶ…

ଗଞ୍ଜାମରେ ପୁଣି ୭୬ ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୧କୁ ବୃଦ୍ଧି

ଛତ୍ରପୁର,୨୮ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରବିବାର ପୁଣି ୭୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri