Home

ପୋଲିସକୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର,୨୪ା୧୦ (ବ୍ୟୁରୋ): ଭୁବନେଶ୍ୱର ସାଲିଆସାହିରେ ଦାଦାବଟି ମାଗୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ନୟାପଲ୍ଲୀ ଥାନାର ପୋଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଅଭିଯୁକ୍ତର ମା’ ଓ ଭଉଣୀ ମିଳିତ ଭାବେ ବିଧା ଗୋଇଠା ମାରିବା ସହ କାଠ ଫାଳିଆରେ…

ହାତ ତିଆରି ଖାଦ୍ୟର ହୋମ୍‌ ଡେଲିଭରି

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): କରୋନା ଲୋକଙ୍କ ଜୀବିକା ଛଡ଼ାଇ ନେଇଛି, ଆଉ ଅନେକଙ୍କୁ ନୂଆ ରାହା ବି ଦେଖାଇଛି। ବିଶେଷକରି ଯୁବବର୍ଗ ଘରେ ହାତବାନ୍ଧି ନ ବସି ଭିନ୍ନ ପନ୍ଥା ବି ଖୋଜି ପାଇଛନ୍ତି। ଲକ୍‌ଡାଉନ୍‌ରେ ରୋଜଗାର ହରାଇବା ପରେ ଅନନ୍ୟ ପ୍ରୟାସ…

ଧରା ପଡ଼ିଲା ଚାଇନାର ଚାଲାକି: କରୁଥିଲା ମିଛ ଯୁଦ୍ଧାଭ୍ୟାସ

ବେଜିଂ, ୨୪।୧୦: ଏଲ୍‌ଏସିରେ ଯୁଦ୍ଧଭ୍ୟାସ କରୁଥିବାର ଭିଡ଼ିଓ ଚାଇନା ଟେଲିଭିଜନରେ ପ୍ରସାରିତ ହୋଇଥିଲା। ତେବେ ଏହା ମିଛ ବୋଲି ଏବେ ଜଣାପଡ଼ିଛି। ଚାଇନା ଚାଲାକି କରି କେବଳ ସୈନ୍ୟଙ୍କ ଫଟୋ ଉଠାଇ ଯୁଦ୍ଧାଭ୍ୟାସର ଭିଡ଼ିଓ ପ୍ରସ୍ତୁତ କରିଥିଲା। ଚାଇନାର ସରକାରୀ ଚ୍ୟାନେଲ…

ବନ କର୍ମଚାରୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କପ୍ତିପଦା,୨୩ା୧୦(ଡ଼ି.ଏନ.ଏ): ଶିକାରୀ ଭାବି ବନ ବିଭାଗ କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ପୋଡ଼ାଡ଼ିହା ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ସ୍ଥାନୀୟ ନଛିପୁର ଗ୍ରାମବାସୀ…

ଦିଆସିଲ କାଠିରେ କଳାଠାକୁର

ପୁରୀ ଅଫିସ,୨୪ା୧୦: ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। କାରଣ ଆଗ୍ରହ ହିଁ ସଫଳତାର ନିକଟତର କରାଏ। ଜଣେ ଯୁବଶିଳ୍ପୀ ଏଭଳି ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଦିଆସିଲ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତିଆରି କରି ପ୍ରଶଂସା ସାଉଣ୍ଟିଛନ୍ତି। ସେ ହେଲେ…

ବରଗଡ଼ କେନାଲରେ ପୁଣି ଜଣେ ଭାସିଗଲେ

ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ ସ୍କୁଲ ପଡାର ୭୦ ବର୍ଷୀୟ ବୃଦ୍ଧ ଜଳନ୍ଧର କଲେତ୍‌ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇ ଗତ ଶୁକ୍ରବାର ଭାସି ଯାଇଥିଲେ । ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି…

ଆଇଏସ୍‌ଆଇ ଗୁପ୍ତଚର ଗିରଫ: ଯୋଗାଉଥିଲେ ଗୁପ୍ତ ତଥ୍ୟ

ବାଡମେର, ୨୪।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚରୀ କରୁଥିବା ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କୁ ରାଜସ୍ଥାନ ବାଡମେରରୁ ଏଟିଏସ୍‌ ଏବଂ ସିଆଇଡିବିଆଇ ଟିମ ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ନାମ ଶୋହନ ଲାଲ୍‌ ବୋଲି ଏଟିଏସ୍‌ ପକ୍ଷରୁ…

ଗୁଜରାଟରେ ତିନୋଟି ପରିଯୋଜନାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଗୁଜରାଟରେ ୩ଟି ପରିଯୋଜନାର ଉଦ୍‌ଘାଟନ କରିଛନ୍ତି । ମୋଦି ଗୁଜରାଟର କୃଷକମାନଙ୍କ ପାଇଁ କିଷାନ ସୂର୍ଯ୍ୟୋଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ କୃଷକମାନଙ୍କୁ ଦିନ ସମୟରେ ବିଜୁଳି…

ଭରଣପୋଷଣ ପାଇଁ ସ୍ବାମୀଙ୍କୁ ସ୍ତ୍ରୀ ଦେବେ ଟଙ୍କା

ଲକ୍ଷ୍ନୌ, ୨୪।୧୦: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ପରିବାର କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସ୍ତ୍ରୀ ସ୍ବାମୀଙ୍କୁ ଭରଣପୋଷଣ ପାଇଁ ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଭିନ୍ନ ମାମଲା। ଖତୌଲି ତହସିଲ ଅଞ୍ଚଳରେ ରହୁଥିବା କିଶୋର…

ଏଲ୍‌ଓସିରେ ପାକିସ୍ତାନୀ କ୍ୱାଡ଼କୋପ୍ଟର: ଗୁଳି କରି ଖସାଇଲେ ଭାରତୀୟ ଯବାନ

ଶ୍ରୀନଗର, ୨୪।୧୦: ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସୀମାରେ ଆତଙ୍କାବାଦୀ ନିକଟରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ କ୍ୱାଡ଼କୋପ୍ଟରର…

ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ୧୨୨୯ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ ଖସିଚାଲିଛି କରୋନା ଗ୍ରାମ୍‌। ୨୪ ଘଣ୍ଟା ମଧ୍ୟରେ ୧୬୯୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି। ଏ ନେଇ…

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ପଜିଟିଭ, ୨୭୯୫୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ୩୦ ଜିଲାରୁ ପୁଣି ୧୬୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୯୫୮୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?