Posted inଜାତୀୟ

ଏଲ୍‌ଓସିରେ ପାକିସ୍ତାନୀ କ୍ୱାଡ଼କୋପ୍ଟର: ଗୁଳି କରି ଖସାଇଲେ ଭାରତୀୟ ଯବାନ

ଶ୍ରୀନଗର, ୨୪।୧୦: ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସୀମାରେ ଆତଙ୍କାବାଦୀ ନିକଟରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ କ୍ୱାଡ଼କୋପ୍ଟରର ବ୍ୟବହାର କରାଯାଉଛି। ସୀମାରେ ଉଡ଼ି ବୁଲୁଥିବା ଏଭଳି ଏକ କ୍ୱାଡ଼କୋପ୍ଟରକୁ ଭାରତୀୟ ସେନାର ଯବାନମାନେ ଗୁଳି କରି ଖସାଇ ଦେଇଛନ୍ତି। କେରନ୍‌ ସେକ୍ଟରରେ ପାକିସ୍ତାନ ସୈନ୍ୟ ବାହିନୀର ସ୍ପେଶାଲ ସର୍ଭିସ ଗ୍ରୁପ୍‌(ଏସ୍‌ଏସ୍‌ଜି)ର ଏହି କ୍ୱାଡ଼କୋପ୍ଟରକୁ ଖସାଇ ଦିଆଯାଇଛି। ଏହା ଭାରତୀୟ ସୀମାର ୭୦ ମିଟର ଭିତରକୁ ପଶି ଆସିଥିଲା। ପାର୍ବଣ ଅବସରରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ଲଞ୍ଚ୍‌ପ୍ୟାଡ୍‌ରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଲାଗି ସୁଯୋଗ ସୃଷ୍ଟି ପାଇଁ ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟିଂ ଅର୍ଡର ନ ଆସୁଣୁ ଜଏନିଂ

ଭୁବନେଶ୍ୱର,୪।୨(ବ୍ୟୁରୋ):ପୋଲିସ ବିଭାଗରେ ଏବେ ଅଜବ ଘଟଣା ନଜରକୁ ଆସିଛି। ଆଇନକାନୁନ, ନୀତିନିୟମ ପାଳନ ପାଇଁ କାର୍ଯ୍ୟ କରୁଥିବା ଏହି ବିଭାଗରେ ବଡ଼ ବ୍ୟତିକ୍ରମ ଘଟିଛି। ପଦୋନ୍ନତି...

ସପ୍ତାହେ ସ୍କୁଲ୍‌ ବନ୍ଦ, ଘରୁ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଦିଲ୍ଲୀ ସରକାର ଜରୁରୀ...

ନିର୍ବାଚନ ପ୍ରଚାରର ସୁପର ସନ୍‌ଡେ’

ନୂଆଦିଲ୍ଲୀ,୧୩ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଷ୍ଟାର ପ୍ରଚାରକଙ୍କର ଭିଡ ଦେଖିବାକୁ ମିଳିଲାଣି । ରବିବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ...

୩ ପ୍ରସଙ୍ଗ ବନାମ ୫ ରାଜ୍ୟ…

ନୂଆଦିଲ୍ଲୀ, ୮।୧: ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫେବୃୟାରୀ ୧୦ରୁ ହେବାକୁ ଯାଉଛି। ଏସବୁ ରାଜ୍ୟରେ...

ତୃତୀୟ ଲକ୍‌ଡାଉନରେ ପୁଣିଥରେ ଶୂନ୍ୟରୁ କାମ ଆରମ୍ଭ କରିବ ଦିଲ୍ଲୀ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉମାତ୍ର ୪ ଦିନ ବାକି ରହିଛି। ହେଲେ ଏବେ...

୫ଟି ଆସନରେ ଗଣନା: ପଶ୍ଚିମବଙ୍ଗରେ ବାବୁଲ ସୁପ୍ରିଓ ଆଗରେ, କୋହ୍ଲାପୁରରେ ଲିଡ୍‌ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୬।୪: ଦେଶର ଗୋଟିଏ ଲୋକ ସଭା ଓ ୪ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଭୋଟ ଗଣନା ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି।...

ଅପରାହ୍ନ ୪ଟା ସୁଦ୍ଧା ୪୨.୭ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଶନିବାର ସକାଳେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଗତ ବିଧାନସଭା ନିର୍ବାଚନ ତୁଳନାରେ ଏଥର ମତଦାନ ହାର କମ୍‌...

ରାଜନୀତିରେ ପାଦ ଦେଇପାରନ୍ତି ଅଭାଗା କ୍ରିକେଟର

କୋଲକାତା,୨୪ା୨- ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ। ଭାରତୀୟ କ୍ରିକେଟର ଅଭାଗା କ୍ରିକେଟର କୁହାଯାଉଥିବା ତିଓ୍ବାରୀ ବୁଧବାର ହୁଗଲି ଜିଲାର ଚିନସୁରରେ...

Advertisement
Archives

Model This Week