ଅନୁଗୋଳର ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ସିଦ୍ଧାର୍ଥ ସ୍ବାଇଁ
ଅନୁଗୋଳ ଅଫିସ,୧୪ା୯: ଅନୁଗୋଳ ଜିଲାରେ ନୂତନ ଜିଲାପାଳ ଭାବେ ୨୦୧୪ ବ୍ୟାଚ୍ର ଆଇଏଏସ୍ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲା କାର୍ଯ୍ୟାଳୟଠାରେ ସେ ପୂର୍ବତନ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ ଅବସରରେ ସରକାରୀ…
ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାସ
ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସତ୍ୟନଗର ଶ୍ମଶାନରେ ବର୍ଷାୟାନ ଅଭିନେତା ଅଜିତ ଦାସଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ତାଙ୍କ ବଡ଼ ଝିଅ ମୁଖାଗ୍ନି ଦେଇଥିଲେ। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ…
ଟଙ୍କାଏ ଜରିମାନା ଦେଲେ ପ୍ରଶାନ୍ତ ଭୁଷଣ
ନୂଆଦିଲ୍ଲୀ, ୧୪।୯: ନ୍ୟାୟପାଳିକାର ଅବମାନନା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ସୋମବାର କୋର୍ଟରେ ଟଙ୍କାଏ ଜରିମାନା ଦାଖଲ କରିଛନ୍ତି। ଏକ ଟଙ୍କାର ଟ୍ରାଫ୍ଟ କରି ସେ ଏହାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜମା କରିଛନ୍ତି।…
ମାସ୍କ, ପିପିଇ କିଣା ଦୁର୍ନୀତି ପ୍ରସଙ୍ଗ: ଲୋକାୟୁକ୍ତରେ ହାଜର ହେଲେ ଆଇଏଏସ୍ ହେମନ୍ତ ଶର୍ମା, ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ
ଭୁବନେଶ୍ୱର,୧୪ା୯(ବ୍ୟୁରୋ): କରୋନା ମହାମାରୀ ସମୟରେ ମାସ୍କ ଓ ପିପିଇ କିଣା ଦୁର୍ନୀତିକୁ ନେଇ ହୋଇଥିବା ଅଭିଯୋଗର ପକ୍ଷ ରଖିବାକୁ ସୋମବାର ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଛନ୍ତି ବରିଷ୍ଠ ଆଇଏଏସ୍ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ।…
ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସ୍ତ୍ରୀ ସଙ୍ଗୀତା କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ତ୍ରୀ ସଙ୍ଗୀତା ମଧ୍ୟ ଆକ୍ରାନ୍ତ ହୋଇଥିବା ମନ୍ତ୍ରୀ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଏବଂ ତାଙ୍କ ସ୍ତ୍ରୀ ସୁସ୍ଥ ଥିବା…
ଭାରତ ନିର୍ମାଣ କରିଛି ବିଶ୍ୱର ସର୍ବୋଚ୍ଚ ରାସ୍ତା: ଏଠାରୁ ଚାଇନା ଉପରେ ରଖାଯିବ କଡ଼ା ନଜର
ନୂଆଦିଲ୍ଲୀ,୧୪ା୯: ଭାରତ ଏପରି ଏକ ରାସ୍ତା ନିର୍ମାଣ କରିଛି, ଯାହା ବିର୍ଶ୍ୱର ସବୁଠୁ ଉଚ୍ଚ ରାସ୍ତା। ଏହି ରାସ୍ତାର ବିଶେଷ କଥା ହେଉଛି,ଏଠାରୁ ଚାଇନାର ପ୍ରତ୍ୟେକ କାର୍ଯ୍ୟକଳାପ ବା ଚାଲ୍ ପ୍ରତି କଡ଼ା ନଜର ରଖାଯାଇପାରିବ। ଏତଦ୍ବ୍ୟତୀତ ସୀମାନ୍ତରେ ନିଯୁକ୍ତ ହୋଇଥିବା…
ଏସ୍ଏସ୍ଏଫ୍: ବିନା ଓ୍ବାରେଣ୍ଟ୍ରେ କରିବ ତଲାସୀ
ଲକ୍ଷ୍ନୌ, ୧୪।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ସ୍ପେଶାଲ ସିକ୍ୟୁରିଟି ଫୋର୍ସ(ଏସ୍ଏସ୍ଏଫ୍) ଗଠନ କରିଛନ୍ତି। ବିନା ଓ୍ବାରେଣ୍ଟରେ ଯେକୌଣସି ସ୍ଥାନରେ ତଲାସୀ ନେବା ସହିତ ଅପରାଧୀଙ୍କୁ ଗିରଫ କରିବା ଅଧିକାର ଏସ୍ଏସ୍ଏଫ୍ର ରହିବ।…
ଟ୍ରକ୍ ଜାମରେ ଫସିଲେ ପରୀକ୍ଷାର୍ଥୀ
କେନ୍ଦୁଝର,୧୪ା୯(ସ୍ବ.ପ୍ର.): ସୋମବାର ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏନ୍ଏଚ୍ -୪୯ରେ ଲୁହାପଥର ବୋଝେଇ ଟ୍ରକ୍ ଜାମ ଯୋଗୁ ବାଂଶପାଳ ବ୍ଲକ ଅଞ୍ଚଳରୁ ପରୀକ୍ଷା ଦେବାକୁ ଆସିଥିବା ପ୍ରାୟ ୫୦ ପରୀକ୍ଷାର୍ଥୀ ଡଙ୍ଗପାଣି-ଅଞ୍ଜର ରାସ୍ତାରେ ଫସିଯାଇଥିଲେ। ପରେ ଖବର ପାଇ ପରୀକ୍ଷା…
ମୋବାଇଲ ପଡିଯିବାରୁ ଡ୍ୟାମ୍କୁ ଡେଇଁଲେ ଇଞ୍ଜିନିୟର, ଆଉ ତା’ପରେ
ବଗିଆପଡା,୧୪।୯(ସ୍ବ.ପ୍ର):ବୌଦ୍ଧ ଜିଲା ବଗିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝର ଡ୍ୟାମକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲା ମେଗା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଯୁବ ଇଞ୍ଜିନିୟର ତାମିଲନାଡୁର ମୁକୁନ୍ଦମ(୨୨) ନିଜ ୨ ସହକର୍ମୀଙ୍କ…
ସୌଦି ଜେଲର ଗୋଟିଏ ଘରେ ୨୫୦ ଭାରତୀୟ: ଜୀବନ ବଞ୍ଚାଇବା ଲାଗି ମୋଦିଙ୍କୁ କଲେ ଗୁହାରି
ନୂଆଦିଲ୍ଲୀ, ୧୪।୯: ସୌଦିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଜାରି ହୋଇଥିଲା। ଲକ୍ଡାଉନ୍ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୫୦ ଜଣ ଭାରତୀୟଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଭାରତୀୟଙ୍କୁ ଜେଲ୍ର ଗୋଟିଏ ଘରେ ରଖାଯାଇଛି। ଏଠାରେ…
ଦିଗପହଣ୍ଡିରେ ସାର ସମସ୍ୟା: ପୁଣି ତେଜିଲା ଚାଷୀ ଆନ୍ଦୋଳନ
ଦିଗପହଣ୍ଡି,୧୪।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ସାର ଯୋଗାଣ ଦାବିରେ ଗତ ଗୁରୁବାର ସହରର ବହୁସଂଖ୍ୟକ ଚାଷୀ ଆନ୍ଦୋଳନ କରିବାସହ ରାସ୍ତା ଅବରୋଧ କରିଥିଲେ। ଶୁକ୍ରବାର ସୁଦ୍ଧା ଚାଷୀଙ୍କୁ ସାର ଯୋଗାଣ କରାଯିବ ବୋଲି ସ୍ଥାନୀୟ ପୋଲିସ – ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି…
ଚର୍ଚ୍ଚିତ ଅମରେଶ ହତ୍ୟା ମାମଲା: ଦୁର୍ବଳ ତଦନ୍ତ ପାଇଁ ୪ ଅଭିଯୁକ୍ତଙ୍କୁ ମିଳିଗଲା ଜାମିନ
ଭୁବନେଶ୍ୱର,୧୪।୯ (ବ୍ୟୁରୋ):ଏୟାରଫିଲ୍ଡ ଥାନା ଅମରେଶ ନାୟକ(୨୭)ହତ୍ୟାକାଣ୍ଡ ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନି ମିଳିଛି। ଅଭିଯୁକ୍ତମାନଙ୍କୁ କିଭଳି ଜାମିନି ମିଳିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ମୃତକଙ୍କ ପରିବାର ଏବଂ ଅମରେଶଙ୍କ ସାଥିମାନେ। ପୋଲିସର ଦୁର୍ବଳ ତଦନ୍ତ ପାଇଁ ଏବେ…
Archives


