ଟାଇମ୍ ପ୍ରଭାବଶାଳୀ ନେତାଙ୍କ ତାଲିକାରେ ମୋଦି
ନୂଆଦିଲ୍ଲୀ, ୨୩।୯: ଟାଇମ୍ ମାଗାଜିନ୍ର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ୨୦୨୦ରେ ପୃଥିବୀର ଶହେ ଜଣ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପୁଣି ମୋଦିଙ୍କ ନାମ ରହିଛି। ଚଳିତ ବର୍ଷ ଏହି ତାଲିକାରେ ପୃଥିବୀର ୨୪ରୁ…
ଉପବାସ ଭାଙ୍ଗିଲେ ହରିବଂଶ
ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୮ ଜଣ ଏମ୍ପିିଙ୍କ ଆଚରଣରେ ଅପମାନବୋଧ ମନେ କରିଥିବା ଉପ ବାଚସ୍ପତି ହରିବଂଶ ଦିନିକିଆ ଆତ୍ମଶୁଦ୍ଧି ଉପବାସ ମଙ୍ଗଳବାରଠାରୁ ଆରମ୍ଭ କରିଥିଲେ। ବୁଧବାର ସେ ଉପବାସ ଭଙ୍ଗ କରିଛନ୍ତି। ଜନତା ଦଳ(ୟୁ) ଏମ୍ପି ରାଜୀବ ରଞ୍ଜନ…
କରୋନା ନେଲା ୧୫ ଜୀବନ
ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ୧୫…
ପ୍ରବଳ ବର୍ଷା: ବମ୍ବେ ହାଇକୋର୍ଟ ଘୋଷଣା କଲା ‘ରେନି ଡେ’
ମୁମ୍ବାଇ, ୨୩।୯: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇରେ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇ ପଡ଼ିଛି। ରାସ୍ତାଘାଟରେ ଛାତିଏ ପାଣି ଜମି ରହିଛି। ଏହାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ପକ୍ଷରୁ ବୁଧବାରକୁ ‘ରେନି ଡେ’ ଛୁଟି ଘୋଷଣା କରାଯାଇଛି। କୋର୍ଟର…
CORONAVIRUS UPDATE, ଆଜି ରାଜ୍ୟରେ ପୁଣି ୪୨୩୭ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟରେ ପୁଣି ୪୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୮୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୭୫୨ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ…
୧୧ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ
ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୧୧ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ସମ୍ପର୍କରେ ଘୋଷଣା କରାଯାଇଛି। ଏସମ୍ପର୍କରେ ବାଚସ୍ପତି ଭେଙ୍କୟା ନାଇଡୁ ବୁଧବାର ସୂଚନା ଦେଇଛନ୍ତି। ସଦସ୍ୟମାନେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭାରୁ ରାଜ୍ୟ ସଭାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଭାଜପାର…
ପ୍ରବଳ ରାଗିଗଲେ ଧୋନୀ
ସାଧାରଣତଃ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କୁଲ୍ କ୍ୟାପ୍ଟେନ୍ ବୋଲି କୁହାଯାଏ। ସବୁ ପରିସ୍ଥିତିରେ ସେ ନିଜକୁ ନିୟନ୍ତ୍ରଣରେ ରଖିଥାନ୍ତି। ସେ ପଡିଆରେ ରାଗିବା କୁଚିତ୍ ଦେଖାଯାଏ। ନିକଟରେ ଧୋନୀ ରାଗିଥିବା ଏକ ଭିଡିଓ ଭାଇରାଲ…
ଦାଗ ଲାଗିଥିବା ଏହି ମଇଳା ଜିନ୍ସର ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ବର୍ତ୍ତମାନ ଲୋକମାନେ ବହୁତ ଫ୍ୟାଶନେବୁଲ ହୋଇଯାଇଛନ୍ତି। ଭିନ୍ନ ଷ୍ଟାଇଲ୍ ଏବଂ ଧାରା ଅନୁଯାୟୀ ପୋଷାକ ପିନ୍ଧିବାର ଶୈଳୀ ମଧ୍ୟ ବଦଳିଯାଇଛି। କେତେବେଳେ ଫ୍ୟାଶନରେ ଟାଇଟ୍ ଜିନ୍ସକୁ ପସନ୍ଦ କରାଯାଏ ତ ଆଉ କେତେବେଳେ ଢିଲା ଜିନ୍ସକୁ। ଠିକ୍ ସେହିପରି ଏବେ ଲୋକପ୍ରିୟ…
ନିୟନ୍ତ୍ରଣ ରେଖାର ୩ ସେକ୍ଟରରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼
ଶ୍ରୀନଗର, ୨୩।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବୁଧବାର ସକାଳେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ପୁଞ୍ଚ୍ ଜିଲାର କେର୍ନିି, କ୍ୱସବା ଏବଂ ଶାହପୁର…
ବିବାହ ପରେ ସ୍ବାମୀଙ୍କ ବିଷୟରେ ଏମିତିି କହିଥିଲେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା
ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଥିବା ମୁକେଶ ଅମ୍ବାନୀଙ୍କ ଝିଅ ହେଉଛନ୍ତି ଈଶା ଅମ୍ବାନୀ। ଈଶାଙ୍କ ବିବାହ ୧୨ ଡିସେମ୍ବର ୨୦୧୮ରେ ପିରାମଲ ଗ୍ରୁପ୍ର ଆନନ୍ଦ ପିରାମିଲଙ୍କ ସହ ହୋଇଥିଲା। ସମଗ୍ର ବିଶ୍ୱର ବହୁ…
କରୋନା ଟିକାର କୌଣସି ଗ୍ୟାରେଣ୍ଟି ନାହିଁ: ଡବ୍ଲୁଏଚ୍ଓ ମୁଖ୍ୟ
ଓ୍ବାଶିଂଟନ୍,୨୩।୯: କରୋନା ମହାମାରୀକୁ ରୋକିବା ପାଇଁ ଟିକା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହା କାମ କରିବ କିମ୍ବା ନ କରିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ମୁଖ୍ୟ ଟେଡ୍ରୋସ ଅଧାନୋମ ଗେବ୍ରେଏସ କହିଛନ୍ତି। କରୋନା…
ଡେଟିଂ ଆପ୍ରେ ବ୍ୟବହାର କରାଯାଉଥିଲା ମହିଳା ଏମ୍ପିଙ୍କ ଫଟୋ
କୋଲକାତା,୨୩।୯: ତୃଣମୂଳ କଂଗ୍ରେସ ଏମ୍ପି ନୁଶ୍ରତ୍ ଜାହାଁଙ୍କ ଫଟୋ ଏକ ଡେଟିଂ ଆପରେ ବ୍ୟବହାର କରାଯାଉଛି। ଏହା ଜଣାପଡିବା ପରେ ନୁଶରତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଆଶ୍ରୟ ନେଇଛନ୍ତିି। ବିନା ଅନୁମତିରେ ମୋ ଫଟୋ ବ୍ୟବହାର କରିଯିବାକୁ ମୁଁ ବରଦାସ୍ତ କରିପାରିବି…
Archives


