ବ୍ୟକ୍ତିତ୍ୱକୁ ପ୍ରଭାବିତ କରେ ଏକୁଟିଆପଣ

କେତେକ ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରିଥାଆନ୍ତି। ଏହା ଅଭ୍ୟାସରେ ପରିଣତ ହୋଇଗଲେ ଏକୁଟିଆପଣର ପ୍ରଭାବ ବ୍ୟକ୍ତିତ୍ୱ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଜାଣିପାରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ। ‘ଏକୁଟିଆପଣ ଓ ବ୍ୟକ୍ତିତ୍ୱ’ ଶୀର୍ଷକ ବିଷୟକୁ ନେଇ ସେମାନେ ଏକ ସର୍ଭେ କରିଥିଲେ। ଯେଉଁମାନେ ଅଧିକାଂଶ ସମୟ ଏକୁଟିଆ ରହୁଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ଏହାଦ୍ୱାରା ପ୍ରଭାବିତ ହେଉଥିବାର ସେମାନେ ଜାଣିବାକୁ ପାଉଥିଲେ। ପୁଣି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସବୁବେଳେ ଏକୁଟିଆ ରହିଲେ ତାହାର ପ୍ରଭାବ ସକାରାତ୍ମକ ମାନସିକତା ଉପରେ ପଡିଥାଏ। ତେଣୁ କିଛି ସମୟ ସାଙ୍ଗସାଥୀ, ପରିବାର ସଦସ୍ୟଙ୍କ ସହ କଟାଇଲେ ମନ ପ୍ରଫୁଲ୍ଲ ରହିବା ସହ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ାନ୍ତୁ ତ୍ୱଚାର ଚମକ

ତ୍ୱଚାର ଚମକ ବଢାଇବାକୁ ହେଲେ କେବଳ ଯେ ମେକ୍‌ଅପ୍‌ ଏକମାତ୍ର ବିକଳ୍ପ ତା’ ନୁହେଁ, ବରଂ ଏଥିପାଇଁ ସବୁ ଦିଗପ୍ରତି ଦୃଷ୍ଟି ଦେବାକୁ ହେବ। ତେଣୁ...

ଶୀତଦିନିଆ ସ୍ବାସ୍ଥ୍ୟ ସମସ୍ୟା

ସମଗ୍ର ବିଶ୍ୱରେ ରହିଥିବା ଦେଶଗୁଡ଼ିକରେ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ରୋଗର ପ୍ରାଦୁର୍ଭାବ ପ୍ରତୀୟମାନ ହୋଇଥାଏ। ଆମ ଭାରତରେ ମଧ୍ୟ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ...

କାମ ଆରମ୍ଭ କରିବା ପୂର୍ବରୁ ନିଜକୁ ପଚାରନ୍ତୁ ଏ ୩ ପ୍ରଶ୍ନ: ଚାଣକ୍ୟ କହିଛନ୍ତି ମିଳିବ ସଫଳତା

ଜୀବନରେ ସଫଳତା, ମୂଲ୍ୟବୋଧ, ସଂସ୍କୃତି, ବ୍ୟବସାୟ, ଚାକିରି ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଉଲ୍ଲେଖ କରିଛନ୍ତି। ଚାକିରି,...

ବିପଜ୍ଜନକ ହୋଇପାରେ ହ୍ୟାଣ୍ଡ୍‌ ସାନିଟାଇଜର୍‌

ଯଦି ପରିଷ୍କାର ପରିଚ୍ଛନ୍ନ ଏବଂ କୀଟାଣୁ ଭୟରେ ସାବୁନ ପରିବର୍ତ୍ତେ ହ୍ୟାଣ୍ଡ୍‌ସାନିଟାଇଜର୍‌ର ବ୍ୟବହାର କରୁଛନ୍ତି, ତେବେ ଖବର ଆପଣଙ୍କୁ ଚିନ୍ତାରେ ପକାଇପାରେ। ସାଧାରଣତଃ ଦେଖାଯାଇଥାଏ, ହାତ...

ମା’ କ୍ଷୀର-ଶିଶୁ ସୁରକ୍ଷା କବଚ

ଜନ୍ମପରେ ପ୍ରଥମେ ମା’ର ଛାତି ଉପରେ ଶିଶୁକୁ ପ୍ରସବ କକ୍ଷରେ ଶୁଆଇ ଦିଆଯାଏ ଓ ସ୍ତନ୍ୟପାନ ଏହିଠାରୁ ହିଁ ଆରମ୍ଭ ହୋଇଥାଏ। ଶିଶୁ ଆପଣାଛାଏଁ ମାତୃସ୍ତନ୍ୟରୁ...

ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଥିଲେ…

ଆଜିକାଲି ଗ୍ୟାଷ୍ଟ୍ରିକ ସମସ୍ୟା ଏକ ସାଧାରଣ କଥା ପାଲଟି ଗଲାଣି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଆବଶ୍ୟକ ମୁତାବକ ପାଣି ନ ପିଇବା ଦ୍ୱାରା ଏପରି ସ୍ବାସ୍ଥ୍ୟ...

ହାଣ୍ଡି ପନିର

ଆବଶ୍ୟକ ସାମଗ୍ରୀ: ପନିର (୨୦୦ଗ୍ରାମ୍‌), ଅଳ୍ପ ପରିମାଣର ଅଦା(ଘସା ହୋଇଥିବା), ହଳଦୀଗୁଣ୍ଡ (ଅଧା ଚାମଚ), ଗରମ ମସଲା (ଅଧା ଚାମଚ), ଟମାଟୋ (ଗୋଟିଏ), ଗୋଲମରିଚ ଗୁଣ୍ଡ...

ପାଖରେ ରହୁନାହିଁ କି ଟଙ୍କା? ଜାଣନ୍ତୁ ଚଞ୍ଚଳା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି,...

Advertisement
Archives

Model This Week