କୁକୁର ଫଜ୍ର ବେଲ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା!
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ ଯାଇଛି। ତେଣୁ ଘଟଣା ଉପରୁ ଖୁବ୍ଶୀଘ୍ର ପରଦା ଉଠିବ ବୋଲି ଆଶା କରାଯାଉଛି। ମାତ୍ର…
୭୪୦ ଟନ୍ ବାରୁଦ ଗଦାରେ ଚେନ୍ନାଇ: ସତର୍କ ସୂଚନା ଜାରି
ଚେନ୍ନାଇ, ୮।୮: ଲେବାନନ୍ର ବେରୁଟ୍ରେ ୨୭୫୦ ଟନ୍ ଏମୋନିୟମ୍ ନାଇଟ୍ରେଟ୍ର ବିସ୍ପୋରଣ ହେବା ପରେ ଏହାର ଛାତିଥରା ଦୃଶ୍ୟ ସାରା ପୃଥିବୀରେ ଚହଳ ସୃଷ୍ଟି କରିଛି। ଏପରିସ୍ଥଳେ ତାମିଲନାଡୁର ଚେନ୍ନାଇରେ ୭୪୦ ଟନ୍ ଏମୋନିୟମ୍ ନାଇଟ୍ରେଟ୍ ବାରୁଦ ଗଦା ହୋଇ ରହିଥିବା…
ନୂଆ ନିୟମ ସହ ଏହି ଦିନ ଆରମ୍ଭ ହେବ ବିଗ୍ ବସ ସିଜିନ-୧୪
ମୁମ୍ବାଇ: ଟେଲିଭିଜନର ବେଶ୍ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍ ବସର ନୂଆ ସିଜିନ୍ ପୁଣି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଆସୁଛି। ଚଳିତ ବର୍ଷ ସେପ୍ଟେମ୍ବର ୨୭ରେ ଏହା ଆରମ୍ଭ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ତେବେ ଏହି ନୂଆ…
୧୦ ଦିନରେ ୫ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, ୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୧୦ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହିଛି। ଫଳରେ ୫ ଲକ୍ଷରୁ…
ସାଇବର ଅପରାଧୀ ବ୍ୟାକରଣ ପଢ଼ିବେ
ନାଗପୁର: ସାଇବର ଅପରାଧୀ ପଢ଼ିବେ ବ୍ୟାକରଣ ପାଠ। ଆଉ ସେମାନଙ୍କୁ ଏଇ ପାଠ ପଢ଼ାଇବେ ନାଗପୁର ପୋଲିସ୍। ସାଇବର ଅପରାଧୀଙ୍କ ଉଦ୍ଦେଶ୍ୟରେ ଏମିତି ଏକ ଟୁଇଟ୍ କରି ଜଣାଇଛି ନିଜେ ପୋଲିସ୍। ଏଭଳି ଏକ କଥା ଶୁଣି ସମସ୍ତଙ୍କୁ ଅଡୁଆ ଲାଗୁଥିବ…
ଶପିଂ ମଲ୍ରେ ପେଙ୍ଗୁଇନ୍
ଓ୍ବାଶିଂଟନ: ସବୁ ଦେଶରେ ଲକ୍ଡାଉନ୍ ଯୋଗୁ ବିଭିନ୍ନ ସ୍ଥାନରେ ପଶୁପକ୍ଷୀମାନଙ୍କର ଅବାଧ ବିଚରଣ ଦେଖିବାକୁ ମିଳୁଛି। କେଉଁଠି ବାଘ, ସିଂହ ଭଳି ଜଙ୍ଗଲୀ ପଶୁ ରାସ୍ତା ଉପରେ ବେଶ୍ ଆରାମରେ ବିଚରଣ କରୁଛନ୍ତି ତ କେଉଁଠି ମୟୂରମାନେ ବି ଜନବସତି ଅଞ୍ଚଳକୁ…
ମଡେଲଙ୍କ ୟୁପିଏସ୍ସି ସଫଳତା
ନୂଆଦିଲ୍ଲୀ: ଫେଶନ ଦୁନିଆରୁ ଭାରତୀୟ ପ୍ରଶାସନିକ ଅଧିକାରୀ ହେବା ଛୋଟ କଥା ନୁହେଁ। ନିଜ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁ ଚଳିତ ଥର ୟୁପିଏସ୍ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଐଶ୍ୱର୍ଯ୍ୟା ସୋରେନ୍। ୟୁପିଏସ୍ସି ପରୀକ୍ଷାରେ ମୋଟ ୮୨୯ ଜଣଙ୍କୁ ସଫଳତା…
ଗୀତରେ ଭାଷା, ସଂସ୍କୃତିର ଜ୍ଞାନ
ଉତ୍ତରକାଶୀ: ଭାରତର ପ୍ରତ୍ୟେକ ରାଜ୍ୟରେ ସ୍ବତନ୍ତ୍ର ଭାଷା ଓ ସଂସ୍କୃତି ଏବଂ ଇତିହାସ ରହିଛି। ଉକ୍ତ ସ୍ବାତନ୍ତ୍ର୍ୟକୁ ନେଇ ରାଜ୍ୟ ସମୃଦ୍ଧ। ତେଣୁ ନିଜ ରାଜ୍ୟ ତଥା ପ୍ରଦେଶ ବିଷୟରେ ଜ୍ଞାନ ଆହରଣ କରିବା ସହ ସଂସ୍କୃତିର ବିକାଶ ଦିଗରେ ପ୍ରୟାସ…
ଶୈବାଳରୁ ଭବିଷ୍ୟତ ବାସଗୃହ
ନୂଆଦିଲ୍ଲୀ: ପ୍ରକୃତି ମଣିଷକୁ ସବୁକିଛି ଦେଇଛି। ଏହାକୁ ଠିକ୍ ଭାବେ ଠଉରାଇ ପାରୁଥିଲେ ପୂର୍ବପୁରୁଷମାନେ। ପ୍ରକୃତିଦତ୍ତ ସାମଗ୍ରୀକୁ ଠିକଣା ଭାବେ ବିନିଯୋଗ କରି ସେମାନେ ସୁଖଶାନ୍ତିରେ ରହୁଥିଲେ। ପିଢ଼ି ପରେ ପିଢ଼ି ଧରି ଏଗୁଡ଼ିକ ପାରମ୍ପରିକ ଭାବେ ବ୍ୟବହାର ହୋଇଆସୁଛି। ପୃଥିବୀର…
ଗୋଲ୍ଡ ମେଡାଲିଷ୍ଟ ଫାଇଟର ପାଇଲଟଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୮।୮: କୋଜିକୋଡ଼େରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରେ ଗୋଲ୍ଡ ମେଡାଲିଷ୍ଟ ଫାଇଟର ପାଇଲଟ୍ ଭାସନ୍ତ ସାଥେଙ୍କର ମୃତ୍ୟୁ ଘଟିଛି। ଶେଷ ପର୍ଯ୍ୟନ୍ତ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡି କରିବାକୁ ସେ ପ୍ରୟାସ କରିଥିଲେ। ମାତ୍ର ଅସଫଳ ରହିଥିଲେ। ସେ ପୂର୍ବରୁ ଫାଇଟର…
କୋଭିଡ୍ ପରିସ୍ଥିତିର ସମୀକ୍ଷା କଲେ ଆର୍ଡିସି
ପୁରୀ ଅଫିସ, ୮।୮: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍ଡିସି) ଅନିଲ କୁମାର ସାମଲ ପୁରୀ ଜିଲା କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସର୍କିଟ ହାଉସ୍ ପରିସରରେ ଶୁକ୍ରବାର ଆୟୋଜିତ ସମୀକ୍ଷା ବୈଠକରେ ଆର୍ଡିସି ସାମଲ ପୁରୀ ଜିଲାରେ କରୋନା ମୁକାବିଲା ନିମନ୍ତେ…
‘ଶୂନ’ ମୃତ୍ୟୁ, ପ୍ଲାଜ୍ମା ଦାନ ପ୍ରାଥମିକତା
କଟକ ଅଫିସ,୮।୮: କଟକ ଜିଲାରେ ପ୍ଲାଜ୍ମା ସଂଗ୍ରହ ବ୍ୟାପକ କରାଯିବ। ଏନେଇ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବୈଠକ ବସିଥିଲା। ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ‘ଶୂନ’…
Archives


