ହେଲ୍ମେଟ୍ ନ ପିନ୍ଧିଲେ ଷ୍ଟାର୍ଟ ହେବନି ଗାଡ଼ି
ନୂଆଦିଲ୍ଲୀ,୧୩।୮: ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ନ ପିନ୍ଧି ଅଧିକାଂଶ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ୨୦୧୫ରୁ ୨୦୧୬ ମଧ୍ୟରେ ୪୫,୫୦୦ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୬୦ ପ୍ରତିଶତ ଲୋକ ଯେଉଁମାନେ ହେଲମେଟ ପିନ୍ଧି…
୧୪ ବର୍ଷ ପରେ ମିଳିଲା ହଜିଲା ପର୍ସ
ମୁମ୍ବାଇ: ଅନେକ ସମୟରେ ଆମର ବିଭିନ୍ନ ଜିନିଷ ହଜି ଯାଇଥାଏ। ପୋଲିସରେ ଅଭିଯୋଗ କଲେ ବି କିଛି ଜିନିଷ ମିଳିବା ନେଇ ଆଶା ନ ଥାଏ। କିନ୍ତୁ ଚୋରି ହେବାର ୧୪ ବର୍ଷ ପରେ ଜଣେ ବ୍ୟକ୍ତି ତାଙ୍କର ହଜିଲା ପର୍ସ…
ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିବେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ୍ କଳାକାରମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମଧ୍ୟ…
ଅଧା ମୁହଁର ଟ୍ରେଣ୍ଡ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ନୂଆ ଟ୍ରେଣ୍ଡ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଟ୍ରେଣ୍ଡର ନାଁ ରହିଛି ହାଫ୍ ଫେସ୍। ଅର୍ଥାତ୍ ଅଧା ମୁହଁର ଫଟୋ। ଲୋକେ ନିଜ ନିଜ ଟୁଇଟର ଓ ଫେସ୍ବୁକରେ ଏବେ ଅଧା ମୁହଁର ଫଟୋ…
କରୋନା ପୁଣି ଭାଙ୍ଗିଲା ରେକର୍ଡ
ନୂଆଦିଲ୍ଲୀ, ୧୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗୁରୁବାର ଏହା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୬ ହଜାର ୯୯୯ ଜଣ ନୂଆ ଆକ୍ରାନ୍ତଙ୍କୁ…
ପାହାଡ଼ କାଟି ପ୍ରବାସୀଙ୍କ ଜଳ ସଂରକ୍ଷଣ
ଭୋପାଳ: କରୋନା ମହାମାରୀ ଅନେକ ଜୀବନ ନେଇଛି। ବହୁ ପରିବାର ଉଜାଡ଼ିଦେଇଛି। ହେଲେ ଏହି ମହାମାରୀ ପରିସ୍ଥିତିରେ ଅନେକ ସ୍ଥାନରୁ ଭଲ ଖବର ମଧ୍ୟ ଆସୁଛି। କରୋନା ପରିସ୍ଥିତି ମଧ୍ୟପ୍ରଦେଶର ଛତର୍ପୁର ଜିଲା ବଡ଼ମାଲେହରା ବ୍ଲକ୍ ଅନ୍ତର୍ଗତ ଆଗ୍ରୋଥା ଗ୍ରାମବାସୀଙ୍କ ପାଇଁ…
ଗୋଟିଏ ପକ୍ଷୀ ପାଇଁ ୩୫ ଦିନ ଗାଁ ସମ୍ପୂର୍ଣ୍ଣ ଅନ୍ଧାର
ମଣିଷ ଏବଂ ପଶୁପକ୍ଷୀମାନଙ୍କ ମଧ୍ୟରେ ସର୍ବଦା ଏକ ଗଭୀର ସମ୍ପର୍କ ରହିଆସିଛି। ଏହାର ସର୍ବୋତ୍ତମ ଉଦାହରଣ ତାମିଲନାଡୁର ସିଭାଗଙ୍ଗା ଜିଲାରେ ଦେଖିବାକୁ ମିଳିଥିଲା। ସିଭାଗଙ୍ଗା ଜିଲାର ଏକ ଗାଁରେ ପକ୍ଷୀ ଏବଂ ଏହାର ପିଲାଙ୍କ ଯୋଗୁ ଲୋକଙ୍କୁ ପ୍ରାୟ ୩୫ ଦିନ…
ପ୍ରଣବ ମୁଖାର୍ଜୀଙ୍କୁ ନେଇ ଗୁଜବ
ନୂଆଦିଲ୍ଲୀ, ୧୩।୮: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଗୁରୁବାର ସୋସିଆଲ୍ ମିଡ଼ିଆରେ ଗୁଜବ ପ୍ରଚାର ହେବାରେ ଲାଗିଛି। ଏହାକୁ ବିଶ୍ୱାସ ନ କରିବାକୁ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏବଂ ପୁଅ ଅଭିିଜିତ୍…
ରିମାଣ୍ଡ ଅବଧି ପୂର୍ବରୁ ଦୁଇ ବନ୍ଧୁଙ୍କୁ ଜାମିନ
ଭୁବନେଶ୍ୱର, ୧୩।୮(ବ୍ୟୁରୋ): କୋଭିଡ୍ ହସ୍ପିଟାଲ ଚିକିତ୍ସା ସମ୍ପର୍କିତ ଅଡିଓ ଭାଇରାଲ ମାମଲାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ବୁଧବାର ଜାମିନ ମିଳିଛି। ଜଣେ ଜାମିନଦାର ଓ ୧୦ହଜାର ଟଙ୍କା ମୁଚାଲିକାରେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ…
ଅଳିଆଗଦାରେ ପଡ଼ିଛି ମହାପ୍ରସାଦ
ପୁରୀ ଅଫିସ,୧୩।୮:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଶ୍ରୀମନ୍ଦିର ନିକଟରେ ହିଁ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଅସମ୍ମାନ ପରିଲକ୍ଷିତ ହୋଇଛି। ବିକ୍ରି ନ ହୋଇ ନଷ୍ଟ…
ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ପାଇଁ ଶରୀରରେ ଲଗାଇଲେ ନିଆଁ, ଜାଣନ୍ତୁ କାହିଁକି
କୁହାଯାଏ ପ୍ରେମରେ ଲୋକ ଅନ୍ଧ ହୋଇଯାନ୍ତି। ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ରିକି ଆଶ୍ ନାମକ ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡଙ୍କ ପ୍ରପୋଜ କରିବା…
ପଛରେ ପଡ଼ିଲେ ଟ୍ରମ୍ପ୍, ଆଗରେ ବାଇଡେନ୍
ୱାଶିଂଟନ, ୧୩।୮: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ର୍ନିବାଚନ ଅନୁଷ୍ଠିତ ହେବ। ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଡେମୋକ୍ରେଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନଙ୍କଠାରୁ ପଛରେ ରହିଛନ୍ତି। ଗତ ଏକମାସ ମଧ୍ୟରେ ହୋଇଥିବା ୩୨ଟି ସର୍ଭେର ଫଳାଫଳରୁ ଏହା…
Archives


