ରିଲ୍ ହେଉ କି ରିୟଲ ଐଶ୍ଙ୍କୁ ଆଜି ବି କପି କରନ୍ତି ଲୋକେ, ଜାଣନ୍ତୁ କାହିଁକି
ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯାହା ବି ପିନ୍ଧନ୍ତି ଖୁବ୍ ସୁନ୍ଦର ଦେଖାଯା’ନ୍ତି। ସବୁଠୁ ଆକର୍ଷଣୀୟା ଦେଖାଯାଉଥିଲେ ତାଙ୍କ ବିବାହ ସମୟରେ। ଏପରିକି ଏହି ସମୟରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା। ରିଲ୍ରେ ହେଉ କି…
ପୁଣି ୧୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ୧୫…
ଶହେ କୋଟି ଭାରତୀୟ କରୋନାରେ ଆକ୍ରାନ୍ତ ହେବା ଆଶଙ୍କା: ନୀତି ଆୟୋଗ
ନୂଆଦିଲ୍ଲୀ, ୨୪।୯: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହୁଛି। ଏଭଳି ଧାରା ଜାରି ରହିଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ କୋଟି ଟପିବାର ଆଶଙ୍କା ରହିଥିବା ନୀତି…
CORONAVIRUS UPDATE: ରାଜ୍ୟରେ ୪୩୪୦ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ପୁଣି ୪୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୭ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୮୨୩ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ…
ମାତ୍ର ୧୨ ବର୍ଷରେ ଅଲିମ୍ପିକ୍ସରେ ଭାଗ ନେଇଥିଲେ ଏହି ଭାରତୀୟ ମହିଳା, ଡୁଡୁଲ ଜଣାଇଲା ସମ୍ମାନ
ଭାରତୀୟ ସନ୍ତରଣକାରୀ ଆରତି ଶାହାଙ୍କ ୮୦ତମ ଜନ୍ମ ବାର୍ଷିକୀରେ ଗୁଗୁଲ ଏକ ଡୁଡଲ କରି ତାଙ୍କୁ ମନେପକାଇଛି। ଶାହା ସେପ୍ଟେମ୍ବର ୨୪, ୧୯୪୦ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ହୁଗୁଳି ନଦୀ କୂଳରେ ପହଁରିବା ଶିଖିଥିଲେ। ପରେ ସେ ଭାରତର ଅନ୍ୟତମ…
୫୦ ପ୍ରତିଶତ ମୂଳ ଭାରତୀୟଙ୍କ ଭୋଟ ଟ୍ରମ୍ପ୍ଙ୍କ ଖାତାକୁ ଯିବ: ସର୍ଭେ
ଓ୍ବାଶିଂଟନ, ୨୪।୯: ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିରେ ୫୦ ପ୍ରତିଶତ ମୂଳ ଭାରତୀୟଙ୍କ ଭୋଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଖାତାକୁ ଯିବାର ସମ୍ଭାବନା ରହିଛି। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଟ୍ରମ୍ପଙ୍କ…
କୃଷକ ସଙ୍ଗଠନ ଆନ୍ଦୋଳନରେ ସାମିଲ ହେବ କଂଗ୍ରେସ
ଭୁବନେଶ୍ୱର,୨୪।୯(ବ୍ୟୁରୋ):ପାର୍ଲାମେଣ୍ଟରେ ଅଗଣତାନ୍ତ୍ରିକ ଉପାୟରେ କେନ୍ଦ୍ର ସରକାର ପାରିତ କରିଥିବା ୩ଟି କୃଷି ବିଧେୟକକୁ ନେଇ ସାରା ଭାରତରେ କୃଷକମାନଙ୍କ ପ୍ରତିବାଦ ଓ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କୃଷକ ଓ ଭାଗଚାଷୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଅଖିଳ ଭାରତ କଂଗ୍ରେସ…
ଗଞ୍ଜାମ ସହରକୁ କରୋନା ମୁକ୍ତ ପାଇଁ ଶପଥ
ଗଞ୍ଜାମ,୨୪।(ଡି.ଏନ.ଏ.): ଗଞ୍ଜାମ ସହରରୁ ସମ୍ପୂର୍ଣ୍ଣ କରୋନା ମୁକ୍ତ ନିମନ୍ତେ ତହସିଲଦାର ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ଗୁରୁବାର ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲି ଜୟଶ୍ରୀ ଛକରୁ ବାହାରି ସାନ ବଜାର ପର୍ଯ୍ୟନ୍ତ ଯାଇଥିଲା। ବ୍ୟବସାୟୀମାନଙ୍କୁ କୋଭିଡ ନିୟମ…
୭ ରାଜ୍ୟରେ ୪୩ ପୋଲ: ସୀମାରେ ଶୀଘ୍ର ପହଞ୍ଚିବ ଅସ୍ତ୍ରଶସ୍ତ୍ର
ନୂଆଦିଲ୍ଲୀ, ୨୪।୯: ଏଲ୍ଏସିରେ ଏଣିକି ଭାରତୀୟ ଯବାନଙ୍କ ପାଖରେ ଶୀଘ୍ର ଆବଶ୍ୟକ ସହାୟତା ତଥା ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଅରୁଣାଚଳଠାରୁ ଲଦାଖ ମଧ୍ୟରେ ସଡ଼କ ପଥର ବିକାଶ କାର୍ଯ୍ୟ ଅନ୍ତର୍ଗତ ୪୩ଟି ପୋଲ ନିର୍ମିତ ହୋଇଛି। ପୋଲଗୁଡ଼ିକ ସୀମାବର୍ତ୍ତୀ ରାଜ୍ୟ ଲଦାଖ, ଜମ୍ମୁ-କଶ୍ମୀର,…
ଅକ୍ଟୋବର ୯ରେ ଜମି ଅଧିଗ୍ରହଣ ଜନଶୁଣାଣି
ପୁରୀ ଅଫିସ, ୨୪।୯:ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତୀକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା ସାମାଜିକ ପ୍ରଭାବ ଆକଳନ ୟୁନିଟ୍ ଏକ ଚିଠା ସାମାଜିକ ପ୍ରଭାବ ବିବରଣୀ ପ୍ରସ୍ତୁତ କରିଛନ୍ତି।…
ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ
ଭୁବନେଶ୍ୱର,୨୪।୯(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଗତ ୧୪ରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…
ସିଆର୍ପିଏଫ୍ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର, ୨୪।୯: ସିଆର୍ପିଏଫ୍ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଗୁରୁବାର ସକାଳେ କାଶ୍ମୀରର ବୁଦଗାଓଁ ଜିଲାର ଚାଦୋରା ଅଞ୍ଚଳରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି। ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା…
Archives


