Home

ଟିକା ଆସିବା ପୂର୍ବରୁ ୨୦ ଲକ୍ଷଙ୍କ ମୁଣ୍ଡ ନେଇ ସାରିଥିବ କରୋନା: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୨୬।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏଭଳି ସ୍ଥିତି ଜାରି ରହିଲେ ପ୍ରତିଷେଧକ ଟିକା ଆସିବା ପୂର୍ବରୁ କରୋନା ୨୦ ଲକ୍ଷ ଲୋକଙ୍କ ମୁଣ୍ଡ ନେଇ ସାରିଥିବ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଡବ୍ଲ୍ୟୁଏଚ୍‌ଓର…

ପାକିସ୍ତାନରେ ୪୯ ସାମ୍ବାଦିକଙ୍କ ନାମରେ ମାମଲା

ଇସ୍‌ଲାମାବାଦ୍‌, ୨୬।୯: ଆତଙ୍କବାଦୀ ଆର୍ଯ୍ୟକାଳପ ପାଇଁ ବିଶ୍ୱରେ ନିନ୍ଦିତ ହେଉଥିବା ପାକିସ୍ତାନର ସଂଘୀୟ ତଦନ୍ତକାରୀ ସଂସ୍ଥା(ଏଫଆଇଏ) ନିଜ ଦେଶର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛି। ପ୍ରାୟ ୪୯ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଇଲେକ୍ଟ୍ରୋନିକ୍ସ କ୍ରାଇମ୍‌ ଆକ୍ଟ ଅନୁଯାୟୀ…

କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଗାଭାସ୍କର: ଅନୁଷ୍କାଙ୍କ କଡ଼ା ସମାଲୋଚନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିବାଦରେ ପଡିଛନ୍ତି। ଏଥିପାଇଁ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଗାଭାସ୍କରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ…

ନିଜ ସମୟଠାରୁ ବହୁ ଆଗରେ ଥିଲେ ଡିନ୍‌: ସଚିନ

ନୂଆଦିଲ୍ଲୀ,୨୬।୯(ପି.ଟି.): ୫୯ ବର୍ଷରେ ମୃତ୍ୟୁବରଣ କରିଥିବା ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡିନ୍‌ ଜୋନ୍ସଙ୍କୁ କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ପ୍ରଶଂସା କରିଛନ୍ତି। ଏବେ ଖେଳୁଥିଲେ ଟି୨୦ ଫର୍ମାଟ୍‌ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥାନ୍ତେ ବୋଲି ସେ କହିଛନ୍ତି। ନିଜ ସମୟଠାରୁ ବହୁ…

ଆଇପିଏଲ୍‌, କୋଲକାତା- ହାଇଦ୍ରାବାଦ୍‌ ମୁକାବିଲା: ଫୋକସ୍‌ରେ କାର୍ତ୍ତିକଙ୍କ ନେତୃତ୍ୱ

ଆବୁଧାବି,୨୬।୯(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟମ ମ୍ୟାଚ୍‌ରେ ଶନିବାର ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶେଖ ଜାଏଦ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି…

ରାଗିଗଲେ ଅନୁଷ୍କା: ଗାଭାସ୍କରଙ୍କୁ ଦେଲେ ଏମିତି ଜବାବ

ୟୁଏଇରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୩ତମ ସଂସ୍କରଣ ଖେଳ ଚାଲୁରହିଛି। ଗତ ଗୁରୁବାର ଏହି ଟୁର୍ନାମେଣ୍ଟର ଷଷ୍ଠ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗସ୍‌ ଏକାଦଶ ପଞ୍ଜାମ ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ…

ପକ୍ଷାଘାତରେ ଆକ୍ରାନ୍ତ ହେଲେ ଏହି ଅଭିନେତ୍ରୀ

ହିଟଲର ଦିଦି, କୁବୁଲ ହୈ, ଇଶ୍କବାଜ ଏବଂ ତେନାଲୀ ରାମା ଭଳି ଧାରାବାହିକରେ କାମ କରିସାରିଥିବା ଟିଭି ଅଭିନେତ୍ରୀ ନିଶି ସିଂ ଭଦଲି ଫେବୃୟାରୀ ୨୦୧୯ରୁ ସ୍ବାସ୍ଥ୍ୟଗତ ସମସ୍ୟାରେ ସଂଘର୍ଷ କରୁଛନ୍ତି। ଏବେ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଚିକିତ୍ସାରେ…

ମୁମ୍ବାଇ ଛାଡି ହରିୟାଣାରେ ରହିବେ କରୀନା-ସୈଫ୍‌: ଜାଣନ୍ତୁ କାହିଁକି ନେଲେ ଏପରି ନିଷ୍ପତ୍ତି

କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଶେଷ ହେବାପରେ ଏବେ ସମସ୍ତେ ପୁଣିଥରେ କାମକୁ ଫେରିଛନ୍ତି। ବନ୍ଦ ରହିଥିବା ବଲିଉଡ୍‌ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ କରୀନା କପୁର ଫିଲ୍ମ ‘ଲାଲ ସିଂ ଚଡ୍‌ଢ଼ା’ର ଶୁଟିଂ ପାଇଁ…

ବିଧାନସଭା ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଆସନ୍ତା ୨୯ ତାରିଖରେ କରୋନା କଟକଣା ଭିତରେ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସର୍ବଦଳୀୟ ବୈଠକ ବସିଛି। ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ…

ନାବାଳିକାଙ୍କୁ ଅସଦାଚରଣ କରି ଫସିଲେ ବିବାହିତ ବ୍ୟକ୍ତି

ପାଟଣା,୨୫ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ଗ୍ରାମର ୩୭ ବର୍ଷୀୟ ବିବାହିତ ବ୍ୟକ୍ତି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ସୁଜିତ ରାଉତ। ସୂଚନା…

କାନ୍ଥରୁ ଅମଳ ହେଉଛି ଧାନ, ଗହମ ସହ ଅନ୍ୟାନ୍ୟ ପନିପରିବା

ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଆଗେଇଛି। ବିଶେଷକରି କୃଷିକ୍ଷେତ୍ରରେ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ଗ୍ରହଣ କରାଯାଉଛି। ଯାହାଦ୍ୱାରା ସହଜରେ ଚାଷ ହୋଇପାରିବ ଏବଂ ଅଧିକ ଅମଳ ମଧ୍ୟ ହୋଇପାରିବ। ସମସ୍ତେ ଜାଣନ୍ତି କେବଳ ଜମିରେ ଚାଷ ସମ୍ଭବ ହୋଇଥାଏ। ମାତ୍ର…

ଝିଅ ଆରାଧ୍ୟା ପାଇଁ ସବୁଦିନ ଏହି କାମ କରିଥାନ୍ତି ଐଶ୍ୱର୍ଯ୍ୟା

ପରଦାରେ ଅଭିନେତ୍ରୀ ଏବଂ ବାସ୍ତବ ଜୀବନରେ ମା’ର ଭୂମିକା ଉଭୟଙ୍କୁ ଅତି ସୁନ୍ଦର ଭାବେ କରିଥାନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଫିଲ୍ମ ଏବଂ ନିଜ କାମରେ ବ୍ୟସ୍ତ ଥିଲେ ମଧ୍ୟ ଐଶ୍‌ ଝିଅ ଆରାଧ୍ୟାର ଯତ୍ନ ନେଇଥାନ୍ତି। ଐଶ୍‌ଙ୍କ କହିବାନୁସାରେ, ଝିଅ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri