ସିନେମା ହଲ୍ରେ ରିଲିଜ୍ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ
ମୁମ୍ବାଇ: ବଲିଉଡ୍ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବିଦେଶର ପ୍ରଂଶସକ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ଏବେ ବି ତାଙ୍କ ମୃତ୍ୟୁ ଲୋକଙ୍କ ମନରୁ ଲିଭିନାହିଁ।…
ବଜାରରେ ଉପଲବ୍ଧ ହେଉଛି ତ୍ରିରଙ୍ଗା ମାସ୍କ: ବିକ୍ରି ନିଷିଦ୍ଧ କରିବାକୁ କଂଗ୍ରେସର ଦାବି
ଅଗଷ୍ଟ ୧୫ ତାରିଖ, ଶନିବାର ୭୪ତମ ସ୍ବାଧୀନତା ଦିବସ ପାଳନ କରାଯିବ। କରୋନା କଟକଣା ସତ୍ତ୍ୱେ ଏହି ଦିବସ ପାଳନ ଲାଗି ଉତ୍ସାହ ଦେଖିବାକୁ ମିଳୁଛି। ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସାମଗ୍ରୀ ଉପଲବ୍ଧ ହେବାରେ ଲାଗୁଛି। ଛୋଟ ଛୋଟ ତ୍ରିରଙ୍ଗାଠାରୁ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ୱାରାଣ୍ଟାଇନ୍ରେ ପଠାଇବାକୁ ଦାବି: ଉଠୁଛି ଏଭଳି ପ୍ରଶ୍ନ…
ନୂଆଦିଲ୍ଲୀ,୧୪।୮: ଅଯୋଧ୍ୟାର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଅଗଷ୍ଟ ୫ରେ ହୋଇଥିବା ରାମମନ୍ଦିର ଭୂମିପୂଜନ ଉତ୍ସବରେ ଯୋଗଦେଇଥିବା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇସୋଲେଶନରେ ରୁହନ୍ତୁ ବୋଲି କିଛି ଲୋକ…
ସୁଶାନ୍ତଙ୍କ ଅସୁସ୍ଥତା ସତ୍ତ୍ୱେ ପାର୍ଟି କରୁଥିଲେ ରିୟା
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁର ପଛର କାରଣ ଏଯାଏଁ ଜଣାପଡ଼ିନାହିଁ। ଏହି ମାମଲାରେ ଏବେ ସିବିଆଇ ଓ ଇଡି ଯାଞ୍ଚ କରୁଛନ୍ତି। ସୁଶାନ୍ତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ…
୨ଥର ଫେଲ୍ ହୋଇଥିବା ଛାତ୍ର ଛିଡାକଲେ କୋଟି କୋଟି ଟଙ୍କାର ଏହି କମ୍ପାନୀ: ଜାଣନ୍ତୁ …..
ଜୋମାଟୋ, ଦେଶର ସର୍ବୋଚ୍ଚ ଅନ୍ଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଏହି ସାଇଟ୍ରୁ ଖାଦ୍ୟ ଅର୍ଡର କରିଥାନ୍ତି। କମ୍ପାନୀର ମାଲିକ ଦୀପିନ୍ଦର ଗୋୟଲ ନିଜ ବନ୍ଧୁଙ୍କ ସହ ମିଶି ୨୦୦୮ ମସିହାରେ ‘ଜୋମାଟୋ’…
ଶାହାଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ
ନୂଆଦିଲ୍ଲୀ,୧୪।୮: କିଛିଦିନ ହେବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରିପୋର୍ଟ ଶୁକ୍ରବାର ନେଗେଟିଭ ଆସିଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଏଥିପାଇଁ ସେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଯେଉଁ ଶୁଭେଚ୍ଛୁମାନେ…
ମାଇକେଲ ଜୋର୍ଡାନଙ୍କ ଯୋତା ରେକର୍ଡ ୪ କୋଟି ୬୦ ଲକ୍ଷ ଟଙ୍କାରେ ନିଲାମ
ନ୍ୟୁୟର୍କ,୧୪।୮: ଆମେରିକୀୟ ପୂର୍ବତନ ବାସ୍କେଟବଲ ଖେଳାଳି ତଥା ଏନ୍ବିଏ କିମ୍ବଦନ୍ତୀ ମାଇକେଲ ଜୋର୍ଡାନଙ୍କ ଏକ ଯୋତା ରେକର୍ଡ ମୁଲ୍ୟରେ ନିଲାମ ହୋଇଛି। ଏକ ଅନ୍ଲାଇନ୍ ଅକସନ ମାଧ୍ୟମରେ ଏହି ଜୋତା ୪ କୋଟି ୬୦ ଲକ୍ଷ ଟଙ୍କା (୬୧୫,୦୦୦ ଆମେରିକୀୟ ଡଲାର)ରେ…
ସେରେନା-ଭେନସ୍ ପ୍ରତିଦ୍ୱନ୍ଦ୍ୱୀତା: ୩୧ତମ ମୁକାବିଲାର ସାନ ଭଉଣୀ ବିଜୟୀ
ଲେକ୍ସିଂଟନ,୧୪।୮(ଏପି): ଆମେରିକୀୟ ମହିଳା ଟେନିସ ତାରକା ତଥା ଦୁଇ ଭଉଣୀ ସେରେନା ଓ ଭେନସ ଓ୍ବିଲିୟମ୍ସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପ୍ରତିଦ୍ୱନ୍ଦ୍ୱୀତା ବେଶ୍ ରୋମାଞ୍ଚକ ହୋଇଥାଏ। ଏଥିରେ ସାନ ଭଉଣୀ ସେରେନାଙ୍କ ପଲା ସବୁବେଳେ…
ଇଂଲଣ୍ଡ ଗସ୍ତ କରିବ ଅଷ୍ଟ୍ରେଲିଆ: ଦଳକୁ ଫେରିଲେ ମ୍ୟାକ୍ସଓ୍ବେଲ
ମେଲବୋର୍ନ,୧୪।୮: ସୀମିତ ଓଭର ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଇଂଲଣ୍ଡ ଗସ୍ତ କରିବା ନିଶ୍ଚିତ ହୋଇଛି। ଏ ସଂକ୍ରାନ୍ତରେ ଅଷ୍ଟ୍ରେଲିଆ ଶୁକ୍ରବାର ଘୋଷଣା କରିଛି। ଫଳରେ କୋଭିଡ୍-୧୯ କାରଣରୁ ଆର୍ଥିକ ଭାବେ ସଂଘର୍ଷ କରୁଥିବା ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)…
ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ନିର୍ଭୟାଙ୍କ ମା’: ଜାଣନ୍ତୁ କ’ଣ ପାଇଁ …
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ ହେଁ ଅଭିନେତା ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇପାରୁନାହିଁ। ଏହି କ୍ରମରେ ଶୁକ୍ରବାର ଦିଲ୍ଲୀ…
ଚାଇନା ସାମଗ୍ରୀ ବ୍ୟବହାର କରି ଗଲଓ୍ବାନ ସହିଦଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ ଏହି ଯୁବକ, କରାଯାଉଛି ପ୍ରଶଂସା..
ଗୋଟିଏ ଦିନ ପରେ ସ୍ବାଧୀନତା ଦିବସ। ଏହି ସ୍ବତନ୍ତ୍ର ଦିବସ ପାଳନ କରିବା ପାଇଁ ଆସାମରେ ରହୁଥିବା ୨୦ବର୍ଷୀୟ ରାହୁଲ ପାରିକ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ଗଲଓ୍ବାନ୍ ଘାଟି ଚାଇନା ସେନା ସହ ମୁହାଁମୁହିଁ ହେବା ଯୋଗୁ ସହିଦ…
ଏଥିପାଇଁ ଖାସ୍ ରହିବ ସ୍ବାଧୀନତା ଦିବସ: ଅଗଷ୍ଟ ୧୫ରେ ନିଆଗ୍ରା ଫଲ୍ସରେ ପ୍ରଥମ ଥର ପାଇଁ ଉଡିବ ତ୍ରିରଙ୍ଗା, ଆଉ..
ଟୋରୋଣ୍ଟୋ,୧୪।୮: ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ବିଶ୍ୱ ପ୍ରସିଦ୍ଧ ନିଆଗ୍ରା ଫଲ୍ସରେ ପ୍ରଥମ ଥର ପାଇଁ ଭାରତୀୟ ତ୍ରୀରଙ୍ଗା ଉଡିବ। ସ୍ବାଧୀନତାର ଏହି ମୂହୁର୍ତ୍ତକୁ ଆହୁରି ସ୍ମରଣୀୟ କରିବାକୁ ଯାଇ ଦୁନିଆର ଏହି ସବୁଠାରୁ ସୁନ୍ଦର ଜଳପ୍ରପାତରେ ପତାକା ଉତ୍ତୋଳନ…
Archives


