ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବୁଧବାର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏପରି କୁହାଯାଇ ପାରିବ ବୋଲି ସେ କହିଛନ୍ତି। ଗତ ୧୦ ଦିନ ମଧ୍ୟରେ ଏଠାରେ ୫୦ ହଜାର ୬୧୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅକ୍ଟୋବର ୨୫ରୁ ନଭେମ୍ବର ୩ ମଧ୍ୟରେ ଏସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦିନ ପିଛା ହାରାହାରି ୫ ହଜାର ୬୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୩୯୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ଏଠାରେ ୬ ହଜାର ୭୨୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୩ ହଜାର ୬୧୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଇତିମଧ୍ୟରେ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୬୫୨ ଛୁଇଁଛି। ବିଭିନ୍ନ ହସ୍ପିଟାଲରେ ୬ ହଜାର ୮୦୦ ଶଯ୍ୟାରେ କରୋନ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ୯ ହଜାର ଶଯ୍ୟାକୁ ଖାଲି ରହିଥିବା ସେ କହିଛନ୍ତି। ଦିଲ୍ଲୀରେ ସମ୍ପ୍ରତି ୩୬ ହଜାର ୩୭୫ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ୩ ଲକ୍ଷ ୬୦ ହଜାର ୬୯ ଆକ୍ରାନ୍ତ ସୁସ୍ଥ ହେବା ପରେ ଘରକୁ ଫେରିଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ଷଡ଼ଯନ୍ତ୍ର, ନେପାଳର ୭ ଜିଲାରେ ଚାଇନାର ବେଆଇନ କାର୍ଯ୍ୟକଳାପ ବୃଦ୍ଧି…

ନୂଆଦିଲ୍ଲୀ,୧୬।୧୦ : ଚାଇନ ବର୍ତ୍ତମାନ ନେପାଳକୁ ଭାରତ ବିରୁଦ୍ଧରେ ବଳିର ଛେଳି କରିଛି। ଭାରତ ସହ ଜଡିତ ଅଞ୍ଚଳରେଚାଇନାର କାର୍ଯ୍ୟକଳାପ ବୃଦ୍ଧି ପାଉଛି। ତେବେ ବର୍ତ୍ତମାନ...

ମନ୍ତ୍ରୀଙ୍କୁ ମୋଦିଙ୍କ ନିର୍ଦ୍ଦେଶ: ବଜେଟର ହେଉ ପୂର୍ଣ୍ଣ ବ୍ୟବହାର, ଟିମ ଭଳି କାମ କର, ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ଯୋଜନା

ନୂଆଦିଲ୍ଲୀ,୨୮ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ଟିମ୍ ବା ଦଳୀୟ ଭାବନାର ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ସମସ୍ତ...

ଆଜି ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୯।୧୧:ଉତ୍ତରପ୍ରଦେଶ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧିତ କରିବେ। ସେ ସକାଳ ନଅଟା ବେଳେ ଦେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…

ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ।...

ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ,୧୬।୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଫସିଯାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ହାଇଦ୍ରାବାଦ ପୋଲିସ ତାଙ୍କ ନାଁରେ...

ଚଳିତବର୍ଷ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ ଛପାଯାଇନାହିଁ

ନୂଆଦିଲ୍ଲୀ,୧୭।୧୦: ଚଳିତବର୍ଷ ଗୋଟିଏ ବି ୨ ହଜାର ଟଙ୍କିଆ ନୋଟ୍‌ ଛପାଯାଇନାହିଁ। ଆରଟିଆଇ ଦ୍ୱାରା ମଗାଯାଇଥିବା ଏକ ରିପୋର୍ଟରେ ଆରବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ସୋମବାର ୧୧୮ ତମ ଦ୍ୱିପାକ୍ଷିକ ସିନ୍ଧୁ ଜଳ ଚୁକ୍ତି ବୈଠକ…

ନୂଆଦିଲ୍ଲୀ, ୨୯।୫ : ସିଦ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ୧୧୮ ତମ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ...

ବୁଚା ନରସଂହାରର ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ,୧୨ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ସୋମବାର ଭର୍ଚୁଆଲ ବୈଠକ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ...

Advertisement
Archives

Model This Week