ଏକଦା ମଇଁଷି ଭଳି ଦେଖାଯାଉଛ କହି ଚିଡାଉଥିଲେ ଲୋକେ: ଏବେ ତନୁପାତେଳୀ ଲୁକ୍‌ରେ ସମସ୍ତଙ୍କୁ ଚକିତ କରୁଛନ୍ତି ‘ଗଙ୍ଗୁବାଈ’

ବମ୍ବେ: ଟେଲିଭିଜନ ଜଗତରେ କମେଡିୟାନ୍‌ ସଲୋନୀ ‘ଗଙ୍ଗୁବାଇ’ ନାମରେ ଅଧିକ ଲୋକପ୍ରିୟ। ‘ଛୋଟେ ମିୟା’ ଶୋ’ ଜରିଆରେ ସଲୋନୀ ପ୍ରଶଂସକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଇତି ମଧ୍ୟରେ ଅନେକ ବର୍ଷ ବିତିଯାଇଥିବା ବେଳେ ସଲୋନୀଙ୍କୁ ଏବେ ଦେଖିଲେ ଚିହ୍ନିବା ମୁସ୍କିଲ ହେବ। ସେତେବେଳର କ୍ୟୁଟ୍‌ ଦିଶୁଥିବା କୁନି ଝିଅ ଏବେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଛି।

ପ୍ରଥମେ ସଲୋନୀ ମୋଟି ଥିଲେ। ଲୋକମାନେ ତାଙ୍କୁ କଟୁ ମନ୍ତବ୍ୟ ଦେଉଥିଲେ। ମଇଁଷି ଭଳି ଦେଖାଯାଉଛ, କେତେ ମୋଟି ତୁମେ, କେତେ ଖାଇବ ଭଳି କଥା ତାଙ୍କୁ ଶୁଣିବାକୁ ମିଳୁଥିଲା। ଏଣୁ ସେ ଓଜନ କମାଇବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ସେ ସଫଳ ହୋଇଥିଲେ ମଧ୍ୟ। ନିଜର ୮୦ କିଲୋ ଓଜନ କମାଇ ସେ ଏବେ ତନୁ ପାତେଳୀ ତରୁଣୀ ପାଲଟିଛନ୍ତି।

ସଲୋନୀଙ୍କ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ସେ ଅନେକ ଶୋ’ ଏବଂ ଧାରାବାହିକରେ କାମ କରିଛନ୍ତି। କମେଡି ସର୍କସ ମହାସଂଗ୍ରାମରେ ସେ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କ ଲୋକପ୍ରିୟତା ବଢ଼ିଥିଲା। ସେ ବଡେ ଭୟା କି ଦୁଲହନିୟା ଏବଂ ନୋ ପ୍ରୋବ୍ଲେମ୍‌ ଫିଲ୍ମରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଟିଂ ଆରମ୍ଭ କଲେ ଜାହ୍ନବୀ

ମୁମ୍ବାଇ: ୨୦୧୮ରେ ରିଲିଜ୍ ହୋଇଥିବା ‘ଧଡକ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ବଲିଉଡ୍‌ର ଜଣେ ପରିଚିତ ଚେହେରା । ଗତବର୍ଷ ନେଟପ୍ଲିକ୍ସରେ...

ବିବାହ କରିବେ ତାରା ସୁତରିୟା

ବଲିଉଡ୍‌ ଲଭ୍‌ବାର୍ଡ ତାରା ସୁତରିୟା ଏବଂ ଆଦର ଜୈନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଏକ ରିପୋର୍ଟ ଅନୁସାରେ, ତାରା ଏବଂ ଆଦର ଖୁବ୍‌ ଶୀଘ୍ର...

ଆଡଭାନ୍ସ ବୁକିଂରେ ରେକର୍ଡ କରୁଛି ‘ଗଦର-୨’

ମୁମ୍ବାଇ: ଦର୍ଶକମାନେ ୨୨ବର୍ଷ ଧରି ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗଦର’ର ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି। ଯାହା ବର୍ତ୍ତମାନ ଏହି ମାସରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି।...

ମହଙ୍ଗା ପଡିଲା ବନ୍ୟଜନ୍ତୁଙ୍କ ସହ ଫଟୋ ଉଠାଇବା

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ରିତି ସାନନ ଏବେ ଜାମ୍ବିୟାରେ ଛୁଟି କଟାଉଥିବା ଶୁଣିବାକୁ ମିଳିଛି। ଏଠାରେ  ବନ୍ୟଜନ୍ତୁଙ୍କ ସହ କିଛି ମୁହୂର୍ତ୍ତ କାଟିଥିବା ବେଳେ ଏହାର...

ଆଖିଓଁ ସେ ଗୋଲି ମାରେ

‘ଲଡ୍‌କି କମାଲ ହୈ ତୋ ଆଖିଓଁ ସେ ଗୋଲି ମାରେ’ ଗୀତ ସେ ସମୟରେ ବେଶ୍‌ ଲୋକପ୍ରିୟ ହୋଇଥିଲା। ଗୋବିନ୍ଦା ଏବଂ ରବିନା ଟଣ୍ଡନଙ୍କ ଡ୍ୟାନ୍ସ...

କିଙ୍ଗ୍‌ ଖାନଙ୍କ ଉପରେ ବଲିଉଡକୁ ବର୍ବାଦ କରିଥିବା ଅଭିଯୋଗ ଆଣିଲେ ଅଗ୍ନିହୋତ୍ରୀ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ନିଜ ବୟାନ ହେତୁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ସେ କୌଣସି ପ୍ରସଙ୍ଗରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି...

ତିଆରି ହେବ ଏମ୍‌ ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌

ମୁମ୍ବାଇ: ଏବେ ବଲିଉଡ୍‌ରେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଥିବା ବେଳେ ନିକଟରେ ରିଲିଜ୍‌ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ଏବେ ଏହି ଦୌଡ଼ରେ ସାମିଲ ହେବାକୁ...

ଝୁଲୁଥିବା ଅବସ୍ଥାରେ ଯୋଗ କଲେ ସାରା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ଶୁକ୍ରବାର ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏରିୟଲ ଯୋଗ କରୁଥିବା ନଜର ଆସିଛି ।...

Advertisement
Archives

Model This Week