ସ୍କୁଲ ସମୟର ଫଟୋ ଶେୟାର କଲେ ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ନିଜ ସ୍କୁଲ ସମୟର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ସେ ନିଜ ସାଙ୍ଗମାନଙ୍କ ସହ ନଜର ଆସିଛନ୍ତି। ପିଲାଦିନର ସ୍ମୃତି ଚାରଣ କରି ସେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ବିଦ୍ୟାଳୟର ନୃତ୍ୟ ଦଳ ସହିତ ଅନୁଷ୍କା ପୋଜ ଦେଇଥିବା ଦେଖାଯାଇଛି। ଫଟୋରେ ସେ ପାରମ୍ପାରିକ ପୋଷାକ ପରିଧାନ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଡାହାଣ ପାର୍ଶ୍ୱରେ ପ୍ରଥମ ଧାଡିରେ ଅନୁଷ୍କା ବସିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମରୁ ଦୂରରେ, ହେଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଆଜି ହାପି ବର୍ଥ ଡେ। ୧୯୭୬ ସେପ୍ଟେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିବା ବିବେକ ଆଜି ୪୪ ବର୍ଷରେ...

ରଣବୀର କପୁରଙ୍କ ଠାରୁ ବି ଏହି ଅଭିନେତାଙ୍କୁ ହ୍ୟାଣ୍ଡସମ୍‌ ଭାବନ୍ତି ଆଲିଆ

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ରଣବୀର କପୁର ବି-ଟାଉନର ଚର୍ଚ୍ଚିତ ଲଭବାର୍ଡ। ଦୁହେଁ ଦୁହିଁଙ୍କୁ କେତେ ଭଲ ପାଆନ୍ତି ଏହାର ଉଦାହରଣ ବହୁଥର...

ଯାତ୍ରା ଏମାନଙ୍କ ପ୍ରଥମ ପ୍ରେମ

ଯାତ୍ରାକୁ ସମସ୍ତେ ଭଲପାଆନ୍ତି। ମାତ୍ର ଏମାନଙ୍କ ପରି ଯାତ୍ରାକୁ କେହି ଭଲ ପାଇ ପାରିବେ ନାହିଁ। ଏମାନେ ବର୍ଷସାରା ଯାତ୍ରା ଦେଖନ୍ତି। ରିହର୍ସାଲ ଠାରୁ ଆରମ୍ଭ...

ପ୍ରକୃତିକୁ ଭଲ ପାଆନ୍ତି ୟାମି

ମୁମ୍ବାଇ: ବଲିଉଡ୍ ବିୟୁଟି ୟାମି ଗୌତମ ୩୨ ବର୍ଷରେ ପଦାର୍ପଣ କରିଛନ୍ତି । ଫେୟାର ଆଣ୍ଡ ଗ୍ଲୋର ବିଜ୍ଞାପନ ପାଇଁ ସେ ଏବେ ଘରେ ଘରେ...

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ କାହିଁକି ଯୋଗ ଦେଇ ନ ଥିଲେ ଏକ୍ସ-ଗର୍ଲଫ୍ରେଣ୍ଡ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଦେଢମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଧୀରେ ଧୀରେ ଆତ୍ମହତ୍ୟା ମାମଲା ଜଟିଳ ହେବାରେ ଲାଗିଛି।...

କଙ୍ଗନାଙ୍କୁ ମିଳିବ ସ୍ବତନ୍ତ୍ର ସୁରକ୍ଷା

ମୁମ୍ବାଇ,୭।୯: ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପ୍ରାୟ ୨ ଦିନ ପୂର୍ବରୁ ଶିବସେନା ଏମ୍‌ପି ସଞ୍ଜୟ...

ଅଜୟ ଦେବଗନଙ୍କ ପୁଅଙ୍କ ପ୍ରଶଂସା କଲେ ମୋଦି: କହିଲେ ଏଭଳି

ବମ୍ବେ: ଦୁଇଦିନ ପୂର୍ବେ ନିଜର ୭୦ତମ ଜନ୍ମଦିବସ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଅନେକ...

ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର: ସଲ୍‌ମାନ ‘ବିଷାକ୍ତ ପୌରୁଷତ୍ୱର ପୋଷ୍ଟର ଚାଇଲ୍ଡ’

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ର। ସବୁବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଏହି...

Advertisement

BGU

Archives

Model This Week

Why Dharitri