ମ୍ୟାଚ୍ ଦିନ ଭାରତୀୟ ଖେଳାଳି କରିଥାନ୍ତି ଏହିସବୁ କାମ, ଜାଣିଲେ ହେବେ ଚକିତ
ଭାରତୀୟ କ୍ରିକେଟ ଦଳର କିଛି ଖେଳାଳିଙ୍କ ଅଜବ ଅନ୍ଧବିଶ୍ୱାସ ରହିଛି। କିଏ ମ୍ୟାଚ୍ ଦିନ ଆମିଷ ଖାାନ୍ତି ନାହିଁ ତ ଆଉ କିଏ ଛିଡା ହୋଇ ମ୍ୟାଚ୍ ଦେଖିଥାନ୍ତି। ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ସମ୍ପର୍କରେ… ଶିଖର ଧାଓ୍ବନ ମ୍ୟାଚ୍ ବେଳେ…
କରୋନା ଆକ୍ରାନ୍ତ ଛାତ୍ରଙ୍କ ପାଠପଢ଼ା ନିଶା:ହସ୍ପିଟାଲ ବେଡ୍ରେ ଦେଲେ ପରୀକ୍ଷା
ଜବଲପୁର, ୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଜାରି ରହିଛି। ଫଳରେ ସ୍କୁଲ କଲେଜ ବନ୍ଦ ରହିଛି। ତେବେ ପାଠପଢ଼ା ଏବଂ ପରୀକ୍ଷା ଅନ୍ଲାଇନ୍ରେ କରାଯାଉଛି। ମଧ୍ୟପ୍ରଦେଶ ଜବଲପୁରରେ କେତେକ ସ୍କୁଲରେ…
ବୋହୂକୁ ଘରକୁ ଫେରାଇ ଆଣିବା ପାଇଁ ଏପରି କଲେ ଶାଶୁ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ରାଞ୍ଚି, ୧୮।୮: ବୋହୂ ଘର ଛାଡି ଚାଲିଯିବାରୁ ଶାଶୂ ନିଜ ଜିଭ କାଟି ଭଗବାନଙ୍କ ପାଖରେ ଚଢ଼ାଇଛନ୍ତି। ଏପରି କରିବା ଦ୍ୱାରା ବୋହୂ ପୁଣିଥରେ ଘରକୁ ଫେରିଆସିବେ ବୋଲି ଶାଶୁଙ୍କର ବିଶ୍ୱାସ। ଏପରି ଘଟଣା ଘଟିଛି ଝାରଖଣ୍ଡର ଜାମସେଦପୁର ଆର୍ଆଇଟି ଥାନା…
ଏମ୍ସରେ ଅମିତ ଶାହା
ନୂଆଦିଲ୍ଲୀ,୧୮।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ଏହାର ପରବର୍ତ୍ତି ଚିକିତ୍ସା ଲାଗି ସେ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା ରହିଛି।…
ସାପ ଲାଞ୍ଜରେ ହାତ ମାରୁଥିଲେ ଯୁବକ, ଘଟିଲା ଏମିତି
ଉନ୍ନାଓ,୧୮।୮: ଉତ୍ତର ପ୍ରଦେଶର ଉନ୍ନାଓ ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସାପ ଲାଞ୍ଜକୁ ଧରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସାପ ପଛରୁ ଯୁବକଙ୍କ ହାତକୁ ଏକ ଚୋଟ ମାରିଥିଲା। ଫଳରେ ତାଙ୍କର…
ରୋହିତ ଶର୍ମାଙ୍କ ବିବାହକୁ ନେଇ ଏମିତି ଭବିଷ୍ୟବାଣୀ କରିଥିଲେ ଯୁବରାଜ
ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ରିତିକା ସଜଦେହଙ୍କୁ ବିବାହ କରିଛନ୍ତି। ରିତିକା ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂଙ୍କ ଭଉଣୀ ତାହା ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ। ଯଦିଓ ରିତିକା ଯୁବିଙ୍କ ନିଜ ଭଉଣୀ ନୁହନ୍ତି।…
ପୁଣି ସଂକ୍ରମିତ ହେଉଛନ୍ତି ସୁସ୍ଥ ହୋଇଥିବା ଆକ୍ରାନ୍ତ
ନୂଆଦିଲ୍ଲୀ, ୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଛି। ପ୍ରତିିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରିସ୍ଥଳେ ଦିଲ୍ଲୀ ସରକାର କରୋନା ସଂକ୍ରମଣ କମୁଥିବା ସୂଚନା ଦେଇଥିବାବେଳେ ହସ୍ପିଟାଲ ପକ୍ଷରୁ ମିଳିଥିବା ତଥ୍ୟ ଏହାଠାରୁ ସମ୍ପୂର୍ଣ୍ଣ…
ପ୍ରଥମଥର ପାଇଁ ଆମେରିକାରେ ଏହି ପଶୁକୁ କରୋନା, ଚିନ୍ତାରେ ବୈଜ୍ଞାନିକ
ଓ୍ବାଶିଂଟନ୍,୧୮।୮: ଆମେରିକାରେ ପ୍ରଥମ ଥର ପାଇଁ ନେଉଳ କରୋନା ସଂକ୍ରମିତ ହୋଇଛି। ଏହାପୂର୍ବରୁ ୟୁରୋପୀୟ ଦେଶମାନଙ୍କରେ ନେଉଳ କରୋନା ସଂକ୍ରମଣର ଏକ ମାମଲା ସାମ୍ନାକୁ ଆସିଥିଲା। ଉଟାହର ଦୁଇଟି ବଡ଼ ଫାର୍ମରେ ନେଉଳକୁ କରୋନା ହୋଇଥିବା ଜଣାପଡିଛି। ଫଳରେ ଆମେରିକାର କୃଷି…
ରାତି ଅନ୍ଧାରରେ ଭୁଶୁଡ଼ିଲା ୪ ମହଲା କୋଠା
ମୁମ୍ବାଇ, ୧୮।୮: ଦେଶର ଆର୍ଥିକ ସହର ବଲିଉଡ୍ର ବାନ୍ଦ୍ରାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ୪ ମହଲା କୋଠାଘର ଭୁଶୁଡ଼ି ପଡ଼ିଛି। କୋଠାଘରେ କେହି ରହୁ ନ ଥିଲେ। ତେବେ ଏହା ନିକଟସ୍ଥ ବିଲ୍ଡିଂ ଉପରେ ପଡ଼ିବାରୁ ଏହା…
ପୁଅର ନାମକରଣ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ପ୍ରଥମ ଉପହାରରେ ମିଳିଲା ଏମିତି
ନିକଟରେ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଛନ୍ତି। ତାଙ୍କ ପ୍ରେମିକା ନତାଶା ଷ୍ଟାନକୋଭିକ ଏକ ପୁତ୍ର ଜନ୍ମ ଦେଇଥିଲେ। ଏବେ ପୁଅର ନାମକରଣ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ନିଜ ରାଜ୍ୟରେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି…
୭ ଘଣ୍ଟା ଅନ୍ଧାରରେ ସାରା ଦେଶ
କଲୋମ୍ବୋ, ୧୮।୮: ସୋମବାର ରାତିରେ ଶ୍ରୀଲଙ୍କା ୭ ଘଣ୍ଟା ପାଇଁ ଅନ୍ଧାରରେ ବୁଡ଼ି ରହିଥିଲା। ରାଜଧାନୀ କଲୋମ୍ବୋରେ ଥିବା କେରାଓ୍ବଲପେଟିଆ ବିଦ୍ୟୁତ୍ ୟୁନିଟ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଶକ୍ତି ମନ୍ତ୍ରୀ ଡଲାସ ଅଲାହାପେରୁମା ସୂଚନା ଦେଇଛନ୍ତି। ବିଳମ୍ବିତ ରାତିରେ…
କେକ୍ ଖାଉ ଖାଉ ପିଲାଟି ସହ ଘଟିଲା ଏମିତି
ସାଧାରଣତଃ ଛୋଟ ପିଲାମାନେ ଖେଳୁଥିବା ସମୟରେ କିଛିନା କିଛି ଜିନିଷ ପାଟି କିମ୍ବା ନାକରେ ପୂରାଇ ଥାନ୍ତି। ଏପରି ଏକ ଘଟଣା ନ୍ୟୁଜିଲାଣ୍ଡରେ ଘଟିଥିଲା। ଏଠାରେ ଏକ ଶିଶୁ ଖେଳୁଥିବା ସମୟରେ ନାକରେ ଏକ ଲେଗୋ ଖଣ୍ଡ ପୂରାଇ ଦେଇଥିଲେ। ଘଟଣାର…
Archives


