ମ୍ୟାନମାର୍‌ରେ ନିର୍ବାଚନ: ଭୋଟିଂ ଆରମ୍ଭ, ସୁକିଙ୍କ ବିଜୟ ହେବା ନିଶ୍ଚିତ !

ୟାଙ୍ଗୁନ୍‌,୮।୧୧: ମ୍ୟାନମାର୍‌ରେ ସାଧାରଣ ନିର୍ବାଚନ ଲାଗି ରବିବାର ଭୋଟିଂ ଆରମ୍ଭ ହୋଇଛି। ଦେଶରେ ପୁଣିଥରେ ନୋବେଳ ପୁରସ୍କାର ବିଜେତା ଅଙ୍ଗ୍‌ ସାନ୍‌ ସୁକିଙ୍କ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି ପୁଣି ଥରେ କ୍ଷମତା ଦଖଲ କରିବା ନିଶ୍ଚିତ ବୋଲି କୁହାଯାଉଛି। ଦେଶର ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ନିର୍ବାଚନରେ ମତଦାନ ଜାରି ରଖିଛନ୍ତି। ଦେଶର ୯୦ରୁ ଅଧିକ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀମାନେ ନିର୍ବାଚନ ଲଢୁଛନ୍ତି। ଦେଶରେ ଗରିବ ଦୂର ତଥା ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା କମ କରିବାରେ ସୁକିଙ୍କ ଦଳ ଅସଫଳ ରହିଛି। ସେଥି ପାଇଁ ଦଳକୁ ଚଳିତ ଥର କମ୍‌ ଭୋଟ ମିଳିବାର ଆଶଙ୍କା କରାଯାଉଛି। ତେବେ ମଧ୍ୟ ସୁକିଙ୍କ ଦଳର ବିଜୟ ନିଶ୍ଚିତ ବୋଲି କୁହାଯାଉଛି। ସୋମବାର ଠାରୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାକୁ ଏକ ସପ୍ତାହ ସମୟ ଲାଗିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ କଡ଼ା ସମାଲୋଚନା କଲା ଭାରତ

ନୂଆଦିଲ୍ଲୀ,୧୮ା୧୧: ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଭାରତ। ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ମିଥ୍ୟା ପ୍ରଚାର ପାଇଁ ପାକିସ୍ତାନ...

ଏକୁଟିଆପଣ ଯୋଗୁ ବଢୁଛି ହାର୍ଟ ଆଟାକ୍‌ ସମସ୍ୟା, ପୁରୁଷ ଅଧିକ ପ୍ରଭାବିତ: ରିପୋର୍ଟ…

ବେଜିଂ,୨।୨ : କରୋନା ମହାମାରୀ ଆମ ସମସ୍ତଙ୍କୁ ବହୁତ କିଛି ଶିକ୍ଷା ଦେଇଛି। ଏହି କାରଣରୁ, ଲୋକମାନେ ଏକାକୀ ରହିବାକୁ ଅଭ୍ୟସ୍ତ ହୋଇ ଯାଇଛନ୍ତି। ଯେଉଁଥିପାଇଁ...

ନେତାନ୍ୟାହୁଙ୍କୁ ନିର୍ବାଚନୀ ଝଟକା

ଜେରୁଜେଲମ୍‌,୨୦-୯:ପଞ୍ଚମଥର ପାଇଁ କ୍ଷମତାସୀନ ହେବାକୁ ଅଣ୍ଟାଭିଡ଼ିଥିବା ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନେତାନ୍ୟାହୁଙ୍କୁ ଗୁରୁବାର ନିର୍ବାଚନୀ ଝଟ୍‌କା ଲାଗିଛି। ନିର୍ବାଚନରେ ନେତାନ୍ୟାହୁଙ୍କ ନେତ୍ୱତ୍ୱାଧୀନ ଦକ୍ଷିଣପନ୍ଥୀ ଶାସକ ଦଳ...

କରୋନା ଯୁଦ୍ଧରେ ଦୁର୍ବଳ ରଣନୀତି

ଓ୍ବାଶିଂଟନ,୨୪ା୭:ଆମେରିକା, ବ୍ରାଜିଲ, ବ୍ରିଟେନ ଓ ମେକ୍ସିକୋ। ଏହି ଦେଶଗୁଡ଼ିକର ନେତୃତ୍ୱ ଏପରି ନେତାମାନେ ନେଉଛନ୍ତି, ଯେଉଁମାନେ କି ପ୍ରାରମ୍ଭରେ କୋଭିଡ୍‌-୧୯କୁ ନୂ୍ୟନ ମନେକରିଥିଲେ। ସେମାନେ ଏହାର...

ଗ୍ରୀନକାର୍ଡ ଆବେଦନକାରୀଙ୍କୁ ପ୍ରିମିୟମ ସୁବିଧା: ଘୋଷଣା କଲେ ବାଇଡେନ ସରକାର…

ଓ୍ବାଶିଂଟନ,୧୮।୧ : ଯେଉଁମାନେ ଆମେରିକାରେ ସ୍ଥାୟୀ ଭାବରେ ସ୍ଥିର ହେବାର ସ୍ବପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ...

ଦିନକୁ ଦେଢ ଲିଟର କଫି ପିଉଥିବା ଏହି ଶିଶୁ କନ୍ୟା

ଶିଶୁମାନେ କଫି ପିଇବା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଇଣ୍ଡୋନେସିଆର ଏକ ଶିଶୁ କନ୍ୟା ୧୪ ମାସ ବୟସରେ ଦିନକୁ ଦେଢ ଲିଟର...

କ୍ଷମା ମାଗିଲେ ଜାକିର ନାଏକ

କୁଆଲାଲମ୍ପୁର,୨୧ା୮: ମାଲେସିଆରେ ରହୁଥିବା ବିବାଦୀୟ ଭାରତୀୟ ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକ ତାଙ୍କର ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ପାଇଁ ମଙ୍ଗଳବାର କ୍ଷମା ମାଗିଛନ୍ତି। ତେବେ ସେ...

ପୁଟିନଙ୍କ ନ୍ୟୁକ୍ଲିୟ ଫୋର୍ସ ଆଲର୍ଟ ରଖିବା ନିର୍ଦ୍ଦେଶକୁ ଅଯୌକ୍ତିକ କହିଲା ନାଟୋ

ନୂଆଦିଲ୍ଲୀ,୨୮ ।୨: ରୁଷିଆ ଦ୍ୱାରା ୟୁକ୍ରେନ୍ ଉପରେ ହୋଇଥିବା ଆକ୍ରମଣରେ ଏବେ ଶହ ଶହ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ଏହି...

Advertisement
Archives

Model This Week