୩୬୫ ମାମଲା ସମାଧାନ କରିଥିବା କୁକୁରର ମୃତ୍ୟୁ
ମହାରାଷ୍ଟ୍ର,୧୭।୮-ମହାରାଷ୍ଟ୍ରର ବିଡ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କୁକୁର(ରକି)ର ରବିବାର ମୃତ୍ୟୁ ଘଟିଛି। ୩୬୫ ମାମଲା ସମାଧାନ କରିଥିବା ଏହି କୁକୁରକୁ ମହାରାଷ୍ଟ୍ର ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏ ନେଇ ବିଡ ପୋଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…
ବସ୍ଷ୍ଟାଣ୍ଡରେ ସିଂହପଲ: ଭାଇରାଲ ହେଉଛି ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ବାଘ ଶିକାର ପାଇଁ ପାହାଡ ଉପରୁ ଲମ୍ଫ ପ୍ରଦାନ କରୁଛି ତ ଆଉ କେତେବେଳେ ସିଂହ-ବାଘ ମଧ୍ୟରେ ଲେଢଇ ଦେଖିବାକୁ ମିଳିଛି। ବର୍ତ୍ତମାନ ସିଂହପଲ ଏକ ଗଧକୁ ଶିକାର କରୁଥିବା…
ପରଲୋକରେ ଦୃଶ୍ୟମ ନିର୍ଦ୍ଦେଶକ
ମୁମ୍ବାଇ,୧୭।୮: ଚଳିତ ବର୍ଷ ବଲିଉଡ୍ ପାଇଁ ଏକ କଳା ବର୍ଷ ସାଜିଛି। ଗତ କିଛି ମାସ ହେଲା ବଲିଉଡ୍ର କେତେକ ଜଣାଶୁଣା ସେଲିବ୍ରିଟିଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପରଲୋକ ଘଟିଛି। ଇତିମଧ୍ୟରେ ସୋମବାର ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ…
ଆକାଶରେ ଭାରତ ମାନଚିତ୍ର: ଭାଇରାଲ ହେଉଛି ଭିଡିଓ
ଦିନକ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନତା ଦିବସ ପାଳନ କରିଥିଲା। ଏହା ପରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ପୋଖରୀ ନିକଟରେ କେତେଜଣ ଲୋକ ଛିଡାହୋଇଥିବା ଦେଖିବାକୁ ମିଳୁଛି।…
୧୯ରେ ଯୁକ୍ତ ୨ ବାଣିଜ୍ୟ ଓ ୩୧ ପୂର୍ବରୁ ପ୍ରକାଶ ପାଇବ କଳା ପରୀକ୍ଷା ଫଳ
ଭୁବନେଶ୍ୱର,୧୭।୮(ବ୍ୟୁରୋ)-ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ। ୧୯ ତାରିଖ ଦିନ ୧୧ଟା ୩୦ରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଅଗଷ୍ଟ ୩୧ ପୂର୍ବରୁ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ।…
ଭୁବନେଶ୍ୱରରୁ ଆଉ ୧୯୮ କରୋନା ପଜିଟିଭ ଚିହ୍ନଟ: ୯୪ ସ୍ଥାନୀୟ ସଂକ୍ରମିତ
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ପୁଣି ୧୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୪ ରହିଥିବା ବେଳେ ୯୪ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୭କୁ ବୃଦ୍ଧି ପାଇଛି। ସେହିପରି…
ନିଲାମ ହେବାକୁ ଯାଉଛି ବିଦ୍ୟାଙ୍କ ଶାଢ଼ି: ଜାଣନ୍ତୁ କିପରି କରିବେ ଆବେଦନ
ମୁମ୍ବାଇ: ବଲିଉଡ୍ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ମିଳିଥିବା ସୂଚନା ଅନୁସାରେ ତାଙ୍କର ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢ଼ି ଏବେ ବିକ୍ରି ହେବାକୁ ଯାଉଛି। ଏହି ଶାଢ଼ିର ନିଲାମୀର ଅନ୍୍ଲାଇନ୍ ପ୍ରକ୍ରିୟା…
ଛେଳି, ଘୁଷୁରିଙ୍କ ସର୍କସ: ଭିଡିଓ ଭାଇରାଲ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଘୁଷୁରି ଓ ଛେଳିଙ୍କ ମଧ୍ୟରେ ସର୍କସ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, କିଛି…
ଗତ ୨୪ଘଣ୍ଟାରେ ଜେଡିୟୁରେ ସାମିଲ ହେଲେ ଆରଜେଡିର ୩ ବିଧାୟକ
ପାଟନା,୧୭।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗୋଟିଏ ଦିନରେ ଜେଡିୟୁର ଜଣେ ମନ୍ତ୍ରୀ ଆରଜେଡିରେ ଯୋଗଦେଇଥିବା ବେଳେ ଏବେ ଆରଜେଡିକୁ ଆଉ ଜଣେ ବିଧାୟକ ଝଟ୍କା ଦେଇଛନ୍ତି। ସାସାରାମର ଆରଜେଡି ବିଧାୟକ ଅଶୋକ କୁମାର…
ନିଜ ଝିଅକୁ ଭୟ କରନ୍ତି ଏହି ଲୋକପ୍ରିୟ ଅଭିନେତା, ଜାଣନ୍ତୁ କାହିଁକିି
ବଲିଉଡ ଅଭିନେତା ଚଙ୍କି ପାଣ୍ଡେ ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ତାଙ୍କ ପରି ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ଇଣ୍ଡଷ୍ଟ୍ରିରେ ଧୀରେ ଧୀରେ ନାଁ କମାଇବାକୁ ଲାଗିଲେଣି। ଏହି ପିତା ଏବଂ ଝିଅ ଯୋଡି ଫିଲ୍ମରେ ଏକାଠି କେବେ ନଜର…
ପ୍ରେମିକାଙ୍କ ପାଇଁ ଘଣ୍ଟା ଘଣ୍ଟା ଖରାରେ ଅପେକ୍ଷା କରୁଥିଲେ ଏହି ପ୍ରସିଦ୍ଧ ରାଜନେତା
ନବଜୋତ ସିଦ୍ଧୁଙ୍କ ପ୍ରେମ, କ୍ରିକେଟ ପଡିଆରେ ବ୍ୟାଟିଂ, ଅଭିନୟ ଏବଂ ରାଜନୀତି ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ସବଥିରେ ସିଦ୍ଧୁ ଅଲରାଉଣ୍ଡର। ସ୍ତ୍ରୀ ନବଜୋତ କୌରଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ଏବଂ ଦୁହିଁଙ୍କର ରୋମାଣ୍ଟିକ ପ୍ରେମ କାହାଣୀ ବେଶ୍ ନିଆରା। ଏକ…
ବଳାତ୍କାର ରୋକିବା ପାଇଁ ସରକାର ନେଲେ ଏଭଳି ନିଷ୍ପତ୍ତି: ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସୋମାଲିଆ, ୧୭।୮: ବିଶ୍ୱ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ପୂର୍ବରୁ ମହିଳାଙ୍କର ସ୍ବାଧୀନତା ନ ଥିଲା। ହେଲେ ଏବେ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ପୁରୁଷଙ୍କ ସହ ପର୍ଯ୍ୟାୟ କ୍ରମେ ଚାଲୁଛନ୍ତି। ମାତ୍ର ଦୁନିଆରେ ଏମିତି ଅନେକ ଦେଶ ରହିଛି ଯେଉଁଠାରେ ମହିଳାଙ୍କ…
Archives


