Posted inଜାତୀୟ

ନିଜ ଓଜନର ରୁପା ଦାନ କଲେ ଭାଜପା ନେତା: ବଣ୍ଟାଗଲା ୧୦୧ କିଲୋଗ୍ରାମ୍‌ ରୁପା

ସୁରଟ,୯।୧୧: ଗୁଜରାଟର ରାଜ୍ୟ ଭାଜପା ଅଧ୍ୟକ୍ଷ ସି.ଆର୍‌. ପାଟିଲ ନିଜ ଓଜନର ରୁପା ଦାନ କରିଛନ୍ତି। ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ ତୁଳା କାର୍ଯ୍ୟକ୍ରମରେ ପାଟିଲ ଯୋଗଦେଇଥିଲେ। ତାଙ୍କ ଓଜନ ୯୬ କିଲୋଗ୍ରାମ୍‌ ଥିଲା। ତେବେ ସୋସାଇଟି ପକ୍ଷରୁ ୧୦୧ କିଲୋଗ୍ରାମ୍‌ ରୁପା ସମାଜ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଥିବା ସଂଗଠନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ପାଟିଲ ରାଜ୍ୟ ଭାଜପା ଅଧ୍ୟକ୍ଷ ହେବା ପରେ ଜୈନ ସୋସାଇଟି ପକ୍ଷରୁ ତାଙ୍କୁ ସମ୍ମାନୀତ କରାଇବା ଲାଗି ଏଭଳି କରାଯାଇଥିବା ରଜତ ତୁଳା କାର୍ଯ୍ୟକ୍ରମର ସଦସ୍ୟ ସୁରେଶ ଶାହା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଲେହରେ ପହଞ୍ଚିଲେ ମୋଦି

ଶ୍ରୀନଗର,୩।୭: ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍‌ ଲେହରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ଏଠାରେ ପହଞ୍ଚି ଯବାନମାନଙ୍କୁ ଭେଟିଥିଲେ। ଏହାପୂର୍ବରୁ...

ଅନୈତିକ ସମ୍ପର୍କ ସନ୍ଦେହରେ ସିଲେଇ କରିଦେଲେ ସ୍ତ୍ରୀ’ର ଗୁପ୍ତାଙ୍ଗ

ଲକ୍ଷ୍ନୌ,୨୨।୩ : ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସ୍ତ୍ରୀ’ର ଗୁପ୍ତାଙ୍ଗକୁ ଆଲୁମୁନିୟମ ତାରରେ ସିଲେଇ କରି ଦେଇଛନ୍ତି ସ୍ବାମୀ। ଏହି ଘଟଣାରେ...

ହନିଟ୍ରାପ୍‌ ମାୟାରେ ଯବାନ, ଆଇଏସ୍‌ଆଇ ଏଜେଣ୍ଟ୍‌ଙ୍କୁ ଦେଉଥିଲେ ଗୁପ୍ତ ସୂଚନା…

ପାଟନା,୧୫।୧୧: ପାଟନାରେ ଜଣେ ଭାରତୀୟ ସେନା ଯବାନଙ୍କୁ ହନିଟ୍ରାପ୍‌ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ରାଜଧାନୀର ଖାଗଲ ପୋଲିସ ଷ୍ଟେଶନ ଅଞ୍ଚଳରୁ ଗିରଫ କରାଯାଇଛି। ଗିରଫ...

କରୋନା ବିରୋଧରେ ମୋଦି ଆରମ୍ଭ କରିବେ ଜନ ଆନ୍ଦୋଳନ

ନୂଆଦିଲ୍ଲୀ,୮ ।୧୦: କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବରରେ ଆରମ୍ଭ ହେଉଥିବା ପର୍ବପର୍ବାଣୀ, ଶୀତ ତଥା...

ପିଏଫ୍‌ଆଇକୁ ପ୍ରହାର, ଆର୍‌ଏସ୍‌ଏସ୍‌କୁ ରିହାତି

ନୂଆଦିଲ୍ଲୀ, ୨୯ା୯: କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥା କାରଣ ପାଲଟିଥିବା କଠୋରପନ୍ଥୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଉପରେ ମଙ୍ଗଳବାର ରାତିଅଧିଆ ବଡ଼ କାର୍ଯ୍ୟାନୁଷ୍ଠାନ...

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ହେମନ୍ତ ସୋରେନଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

ରାଞ୍ଚି,୨।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ କେଜ୍‌ରିଓ୍ବାଲ କହିଛନ୍ତି, ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ...

ଭାଜପା ସପକ୍ଷରେ ଏକ୍‌ଜିଟ ପୋଲ୍‌ ରିପୋର୍ଟ

ବେଙ୍ଗାଲୁରୁ, ୭ା୧୨: କର୍ନାଟକର ୧୫ ବିଧାନସଭା ଆସନ ଲାଗି ଗୁରୁବାର ଭୋଟଗ୍ରହଣ କରାଯାଇଥିବାବେଳେ ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟରେ ଫଳାଫଳ ଭାଜପା ସପକ୍ଷରେ ଯିବ ବୋଲି...

କପିଲ ମିଶ୍ରାଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୫ା୧: ଦିଲ୍ଲୀର ଭାଜପା ନେତା କପିଲ ମିଶ୍ରାଙ୍କ ସାମ୍ପ୍ରଦ।ୟିକ ଟୁଇଟ୍‌କୁ ନେଇ କଠୋର ହୋଇଛନ୍ତି ନିର୍ବାଚନ କମିଶନ(ଇସି)। ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ...

Advertisement
Archives

Model This Week