Posted inଫୁରସତ

ଏହି ଦେଶରେ ବର୍ଷକୁ ଦୁଇଥର ପରିବର୍ତ୍ତନ ହୋଇଥାଏ ଘଣ୍ଟାର ସମୟ

ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠି ବର୍ଷକୁ ଦୁଇଥର ଘଣ୍ଟାରେ ସମୟ ସ୍ଥିର କରାଯାଇଥାଏ। ଅର୍ଥାତ୍‌ ଏହି ଦେଶଗୁଡ଼ିକରେ ଘଣ୍ଟା ସମୟ ପ୍ରାୟ ୧ ଘଣ୍ଟା ପଛକୁ ଯାଇଥାଏ। ଏହି ସିଷ୍ଟମ ଆଲୋକ ସଞ୍ଚୟ ସମୟ ଭାବରେ ବିବେଚନା କରାଯାଏ। ବାସ୍ତବରେ ଏହି ସିଷ୍ଟମକୁ ବୁଝିବା ଏକ ପଜଲ। ଆମେରିକା ସମେତ ବିଶ୍ୱର ଅନ୍ୟାନ୍ୟ ଦେଶରେ ଘଣ୍ଟା ୮ ମାସ ପାଇଁ ୧ ଘଣ୍ଟା ଆଗରେ ଚାଲିଥାଏ ଏବଂ ଅବଶିଷ୍ଟ ୪ ମାସ ୧ ଘଣ୍ଟା ପଛରେ ଚାଲିଥାଏ। ମାର୍ଚ୍ଚ ଦ୍ୱିତୀୟ ରବିବାରରେ, ଆମେରିକାର ଘଣ୍ଟା ଏକ ଘଣ୍ଟା ଆଗରେ ଏବଂ ନଭେମ୍ବରର ପ୍ରଥମ ରବିବାରରେ ଏକ ଘଣ୍ଟା ପଛରେ ଚାଲିଥାଏ।
ପୁରାତନ କାଳରେ ବିଶ୍ୱାସ କରାଯାଉଥିଲା ଯେ ଏହି ପ୍ରକ୍ରିୟା ଦ୍ୱାରା ଆଲୋକର ଅଧିକ ବ୍ୟବହାର ହେତୁ କୃଷକମାନେ ଅତିରିକ୍ତ କାର୍ଯ୍ୟ ସମୟ ପାଇଥା’ନ୍ତି। ତଥାପି ଏହି ଧାରଣା ସମୟ ସହିତ ବଦଳି ଯାଇଛି। ବର୍ତ୍ତମାନ ବିଦ୍ୟୁତ୍‌ ଉପଯୋଗକୁ ହ୍ରାସ କରିବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାହା ହେଉଛି ଗ୍ରୀଷ୍ମ ଋତୁରେ ଘଣ୍ଟାକୁ ୧ ଘଣ୍ଟା ପଛରେ ପକାଇ ଆଲୋକର ଅଧିକ ବ୍ୟବହାର ପାଇଁ ମାନସିକସ୍ତରରେ ୧ ଘଣ୍ଟା ଅଧିକ ପାଇବାର ସୁଯୋଗ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହେଲମେଟ୍‌ର ଓଜନ ଦେଢ଼ କିଲୋରୁ ଊର୍ଦ୍ଧ୍ୱ ହେଲେ ଲାଗିପାରେ ଜରିମାନା!

ଭୋପାଳ,୧୮।୮: ମଧ୍ୟପ୍ରଦେଶରେ ଟ୍ରାଫିକ୍‌ ନିୟମ ଏବେ କଡ଼ାକଡ଼ି ହେବାକୁ ଯାଉଛି। ପରିବହନ ବିଭାଗ, ନାପଟୋଲ ଓ ଟ୍ରାଫିକ୍‌ ପୋଲିସ ମିଳିତ ଭାବେ ଏବେ ସ୍ବତନ୍ତ୍ର ଯାଞ୍ଚ...

ଜାଣନ୍ତି ‘Z’+ ସୁରକ୍ଷା କ’ଣ, କାହାକୁ ଏବଂ କାହିଁକି ଯୋଗାଇ ଦିଆଯାଇଥାଏ ଏହି ସେବା

ସମସ୍ତେ ନିଶ୍ଚିତ ଭାବରେ ‘Z’+ ସୁରକ୍ଷା ବିଷୟରେ ଶୁଣିଥିବେ। କିନ୍ତୁ ଏହାର ଅର୍ଥ କ’ଣ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…...

ଟୋଲ୍‌ ପ୍ଲାଜା କର୍ମଚାରୀଙ୍କ ସହ ମହିଳାଙ୍କ ଘମାଘୋଟ ଲଢ଼େଇ, କେଶ ଟାଣି ଦୁହେଁ ଦୁହିଁଙ୍କୁ ପିଟିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ।...

ଆଖି ବନ୍ଧାହୋଇ ଜଣଙ୍କ ପରେ ଜଣେ କରୁଥିଲେ ଏମିତି, ଶେଷକୁ ରହିଲାନି କିଛି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

୧୩୨ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମଧ୍ୟପ୍ରଦେଶର ପଚମଢ଼ୀ ରାଜଭବନ

ମଧ୍ୟପ୍ରଦେଶର ଗ୍ରୀଷ୍ମକାଳୀନ ପଚମଢ଼ୀ ରାଜଭବନ ଦୀର୍ଘ ୧୩୨ ବର୍ଷ ପରେ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ଲୋକେ ଏହାର ପୁରୁଣା ବିଲିଡିଂ ଏବଂ ସାମଗ୍ରୀ ଦେଖି...

ଚିପ୍ସ ପ୍ୟାକେଟ୍‌ରେ ତିଆରି କଲେ କମ୍ବଳ

କୌଣସି ଜିନିଷ ଅଦରକାରୀ ନୁହେଁ। ଅଦରକାରୀ ମନେକରୁଥିବା ଜିନିଷରୁ ବି ଅନେକ ଦରକାରୀ ଜିନିଷ ତିଆରି ହୋଇପାରେ; ଯାହା ପ୍ରମାଣିତ କରି ଦେଖାଇଛନ୍ତି ୨୩ ବର୍ଷୀୟ...

ଲମ୍ବା ଓଠଥିବା ମହିଳା ଅଧିକ ରୋମାଣ୍ଟିକ

ଶରୀରର ସବୁଠାରୁ ସୁନ୍ଦର ଅଙ୍ଗ ମଧ୍ୟରେ ଓଠ ଅନ୍ୟତମ। ମହିଳାଙ୍କ ଓଠ ହିଁ ପୁରୁଷମାନଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଓଠକୁ ଦେଖି ଜାଣି ହୁଏ...

କରୋନାରେ ଚାକିରି ଚାଲିଯିବାରୁ ଶ୍ମଶାନକୁ କଲେ ବାସସ୍ଥାନ; ଏହି ବ୍ୟକ୍ତି କରୁଛନ୍ତି ଶହଶହ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର

କରୋନା ମହାମାରୀ ସମୟରେ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ୍‌ ଲାଗୁଛି। ଯେଉଁ ଦୃଶ୍ୟ ବହୁତ ଭୟାନକ। ବନ୍ଧୁ ପରିଜନ କିଛି ସମୟ ପାଇଁ...

Advertisement
Archives

Model This Week