ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକଙ୍କୁ ଏକ କୁକୁର ଘରେ ପଶି ଖଣ୍ଡାରେ ଆକ୍ରମଣ କରୁଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, କୁକୁର ତାର ପାଟିରେ ଖଣ୍ଡାଟିକୁ ଜାବୁଡି ଧରିଛି। ପରେ ନିକଟରେ ଥିବା ଯୁବକଙ୍କୁ ଆକ୍ରମଣ କରୁଛି। ତେବେ ଆକ୍ରମଣରୁ ବର୍ତ୍ତି ପାଇଁ ଯୁବକ ଜଣକ ଏକ ସ୍କୋଟିଂ ବୋର୍ଡ ଧରି ଏହାର ପ୍ରତିହତ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ When Animal Attack ପକ୍ଷରୁ ଟୁଇଟ କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Don’t give a dog a sword. 😂
(🎥 via @fred035schultz) pic.twitter.com/XCc1UeBC5f— When Animals Attack (@Animalsandfools) November 12, 2020