‘ସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନରେ କରୋନା ପ୍ରତିଷେଧକ କଡ଼ାକଡ଼ି କରାଯାଉ’
ଭୁବନେଶ୍ୱର,୨୭ା୮(ବ୍ୟୁରୋ): ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପ କ୍ଷେତ୍ରରେ କରୋନା ପ୍ରତିଷେଧକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ। କାର୍ଯ୍ୟରତ ସମସ୍ତ ଶ୍ରମିକ, କର୍ମଚାରୀଙ୍କ ନିର୍ଦ୍ଧାରିତ ସମୟରେ ରକ୍ତ ନମୁନା ପରୀକ୍ଷା କରାଯାଉ। ଯେଉଁ ଶ୍ରମିକମାନେ କାର୍ଯ୍ୟରତ ସମୟରେ କରୋନାରେ ମରୁଛନ୍ତି ସେମାନଙ୍କ ପରିବାରକୁ ୨୫…
ତେଲଙ୍ଗାନାରେ ୨ ଜଣଙ୍କୁ କରୋନା ପୁନଃ ସଂକ୍ରମଣ
ହାଇଦ୍ରାବାଦ, ୨୭।୮(ଆଇଏଏନ୍ଏସ୍): ତେଲଙ୍ଗାନାରେ କରୋନାରୁ ସୁସ୍ଥ ହୋଇଥିବା ୨ ଜଣ ପୁଣି ଥରେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏତାଲା ରାଜେନ୍ଦର ସ୍ପଷ୍ଟ କରିଛନ୍ତି। ଜଣେ ଥରେ କରୋନାରେ ଆକ୍ରାନ୍ତ ହେଲେ ପୁଣି ସଂକ୍ରମିତ ହେବ ନାହିଁ…
୩ ପଞ୍ଚାୟତର ୧୫ ଗାଁ ପାଣି ଘେରରେ
ଖୋର୍ଦ୍ଧା ଅଫିସ,୨୭ା୮: ଲଗାଣ ବର୍ଷା ସହ ହୀରାକୁଦ ଜଳ ରାଜୁଆ ନଦୀରେ ପ୍ରବେଶ କରିବା ପରେ ବନ୍ୟା ଆସିଛି। ଫଳରେ ଖୋର୍ଦ୍ଧା ବ୍ଲକ୍ର ୩ ପଞ୍ଚାୟତରେ ବନ୍ୟା ପାଣି ପ୍ରବେଶ କରି ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି। ଶହଶହ ଏକର ଚାଷଜମି…
ଚାଇନା ବାୟୁସୀମାରେ ଆମେରିକା ଗୁପ୍ତଚର ବିମାନ
ବେଜିଂ, ୨୭।୮: ସମରାଭ୍ୟାସ ବେଳେ ଆମେରିକା ସୈନ୍ୟବାହିନୀର ଏକ ବିମାନ ଚାଇନା ବାୟୁସୀମା ମଧ୍ୟରେ ପ୍ରବେଶ କରିବାରୁ ବେଜିଂ ପ୍ରତିବାଦ ଜଣାଇଛି। ଏଭଳି କାର୍ଯ୍ୟ ଉତ୍ତେଜନା ବଢ଼ାଇବ ଏବଂ ଭୁଲ୍ ଆକଳନ କିମ୍ବା ଦୁର୍ଘଟଣା ଘଟାଇପାରେ ବୋଲି ଚାଇନା ପକ୍ଷରୁ ସତର୍କ…
ପୋଲିସ ଗୁଳିରେ ୨ କୃଷ୍ଣକାୟ ମୃତ
କେନୋଶା, ୨୭ା୮: ଆମେରିକାର କେନୋଶାରେ ମଙ୍ଗଳବାର ପୁଣି ପୋଲିସ ଗୁଳିରେ ୨ କୃଷ୍ଣକାୟ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି। କେନୋଶା ପୋଲିସ ଗତ ରବିବାର ଦିନ କୃଷ୍ଣକାୟ ଯୁବକ ଜାକୋବ ବ୍ଲେକଙ୍କ ଉପରକୁ ଓ୍ବିସ୍କନ୍ସିନରେ ଗୁଳିମାଡ଼ କରିଥିଲା। ସେ ଏବେ…
ଝିଅର ଅଶ୍ଳୀଳ ଫଟୋ ଭାଇରାଲ ପରେ ମା’ଙ୍କ ଆତ୍ମହତ୍ୟା
ଯାଜପୁର ଟାଉନ୍, ୨୭ା୮ (ଡି.ଏନ୍.ଏ.): ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହେବା ପରେ ମା’ ଆତ୍ମହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର ଟାଉନ ଥାନା ଅଞ୍ଚଳରେ। ଏହି ଘଟଣାରେ ପୋଲିସ ବାଲେଶ୍ୱର ଜିଲା ସିଙ୍ଗଲା ଥାନା ଅଧୀନ…
ସଂକ୍ରମଣ ରୋକିବାରେ ଏନ୍୯୫ ମାସ୍କ ଅଧିକ ପ୍ରଭାବୀ
ନୂଆଦିଲ୍ଲୀ, ୨୭।୮(ପି.ଟି.): କରୋନା ସଂକ୍ରମଣ ରୋକିବାରେ ଏନ୍୯୫ ମାସ୍କ ସବୁଠୁ ଅଧିକ ପ୍ରଭାବୀ ବୋଲି ଭାରତୀୟ ବୈଜ୍ଞାନିକମାନେ କରିଥିବା ଏକ ଅଧ୍ୟୟନରୁ ଜଣାପଡିଛି। ଏଥିରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ବୈଜ୍ଞାନିକମାନେ ମଧ୍ୟ ସାମିଲ ଅଛନ୍ତି। ଆଦୌ ମାସ୍କ ନ ପିନ୍ଧିବା…
ବିଳମ୍ବ ହେଲେ ଗମ୍ଭୀର ପରିଣାମ
ନୂଆଦିଲ୍ଲୀ, ୨୭।୮(ପି.ଟି.): ଜେଇଇ ଏବଂ ଏନ୍ଇଇଟି ପ୍ରବେଶିକା ପରୀକ୍ଷାରେ ଅଧିକ ବିଳମ୍ବର ପରିଣାମ ଗୁରୁତର ହୋଇପାରେ ବୋଲି ଆଇଆଇଟି, ଦିଲ୍ଲୀର ନିର୍ଦ୍ଦେଶକ ଭି. ରାମଗୋପାଳ ରାଓ କହିଛନ୍ତି। ଏହା କେବଳ ଆଇଆଇଟି ଶିକ୍ଷାବର୍ଷକୁ ପ୍ରଭାବିତ କରିବ ନାହିଁ, ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ…
ଏସ୍ସିବି ସେଣ୍ଟ୍ରାଲ ଆଇସିୟୁ ବନ୍ଦ
କଟକ ଅଫିସ,୨୭ା୮: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ କାଜୁଆଲିଟିର ଚତୁର୍ଥ ମହଲାରେ ଥିବା ସେଣ୍ଟ୍ରାଲ ଆଇସିୟୁକୁ ବନ୍ଦ କରି ଦିଆଯାଇଛି। ବୁଧବାର ଏଠାରୁ ଗୋଟିଏ ଦିନରେ ୧୪ ଜଣ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି। ଏଯାବତ୍ ଏଠାରେ…
୬ ସହରରୁ କୋଲକାତାକୁ ବିମାନ ଉଡ଼ାଣ ଅନୁମତି
କୋଲକାତା, ୨୭।୮: ପଶ୍ଚିମବଙ୍ଗରେ ଲକ୍ଡାଉନ କଟକଣାକୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେପ୍ଟେମ୍ବରରୁ ରାଜ୍ୟ ଭିତରେ ଲୋକାଲ ଟ୍ରେନ୍ ଓ ମେଟ୍ରୋ ରେଳସେବା ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୭, ୧୧ ଓ ୧୨ ତାରିଖରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍ଡାଉନ…
ଆରୋଗ୍ୟ ହାର ସକ୍ରିୟ ମାମଲାର ୩.୫ ଗୁଣ
ନୂଆଦିଲ୍ଲୀ, ୨୭।୮(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪,୬୭,୭୫୮ କରୋନା ରୋଗୀ ସୁସ୍ଥ ହେଲେଣି। ଏହା ସକ୍ରିୟ ମାମଲାର ୩.୫ ଗୁଣ। ଦେଶରେ ଆରୋଗ୍ୟ ହାର ୭୬ ପ୍ରତିଶତରୁ ଅଧିକ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଫଳରେ ସକ୍ରିୟ…
ଓଡ଼ିଶା ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହୋଇପାରିବ
ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଜୈବ ବିବିଧତା ପାଇଁ ଓଡ଼ିଶା ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେବାର କ୍ଷମତା ରଖିଛି। ବନ୍ୟଜନ୍ତୁ ସଂରକ୍ଷଣ ସମେତ ଜୈବ ବିବିଧତାକୁ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟା ଯୋଗୁ ଓଡ଼ିଶାର ପର୍ଯ୍ୟଟନକୁ…
Archives


