ବରଗଡ଼ରେ ଆଜି ୬୯ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୭୭୬୭ରେ ପହଞ୍ଚିଲା
ବରଗଡ଼ ଅଫିସ,୧୫ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଜିଲାରେ ପୁଣି ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକରୁ ୪, ବରଗଡ଼ ପୌରାଞ୍ଚଳରେ ୫, ବରଗଡ଼ ବ୍ଲକର ୪, ଅତାବିରା ବ୍ଲକର…
ଶେଷରେ ଜେଲ୍ ଗଲେ କୋଟିପତି ହିନ୍ଦୀ ଶିକ୍ଷକ
ବ୍ରହ୍ମପୁର ଅଫିସ,୧୫।୧୦: ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଝାଡାଙ୍କୋଲି ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଗିରଫ କରିଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ବୈକୁଣ୍ଠନଗରବରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ…
ମାତା ବୈଷ୍ଣୋଦେବୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ନୂଆ ଆପ୍ର ଶୁଭାରମ୍ଭ: ଘରେ ବସି ଆରତି ଦେଖିବେ ଶ୍ରଦ୍ଧାଳୁ
ଜମ୍ମୁ, ୧୫।୧୦: ନବରାତ୍ରୀ ଅବସରରେ ମାତା ବୈଷ୍ଣୋଦେବୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ଶ୍ରଦ୍ଧାଳୁ ଉପହାର ଦିଆଯାଇଛି। ଶ୍ରାଇନ୍ ପକ୍ଷରୁ ନୂଆ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ଡାଉନ୍ଲୋଡ୍ କରି ଶ୍ରଦ୍ଧାଳୁ ଘରେ ବସି ମାତାଙ୍କ ଲାଇଭ୍ ଆରତି ଦେଖିପାରିବେ।…
ପାର୍ବଣ ଋତୁରେ ସତର୍କ ରହିବାକୁ ଆହ୍ବାନ
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):କୋଭିଡ୍ ପରିଚାଳନାରେ ଓଡ଼ିଶାର ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ରହିଛି। ଅଧିକାଂଶ ଜିଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା, ପୁରୀ ଭଳି ଅଧିକ ସଂକ୍ରମଣ ଥିବା ଜିଲାଗୁଡ଼ିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି। ଆଗକୁ ପାର୍ବଣ ଏବଂ ତା’ପରେ…
ପିଠି କୁଣ୍ଡାଉଛି ଜେସିବି, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କିଛି ଭିଡିଓ ଅଛି, ଯାହାକୁ ଦେଖିଲେ ନ ହସି ରହିପାରିବେନି। ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ହସିହସି…
ଛୋଟ ପିଲା ଭଳି ମନ୍ତବ୍ୟ ଦେଉଛନ୍ତି ପିସିସି ସଭାପତି: ପ୍ରତାପ ଜେନା
ଭୁବନେଶ୍ୱର, ୧୫।୧୦: ଓଡ଼ିଶାର ପୂର୍ବତନ ବାଚସ୍ପତି ଶରତ କରଙ୍କ ଅକ୍ଟୋବର ୧୨ରେ କରୋନାରେ ପରଲୋକ ଘଟିଥିଲା। ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆ ନ ଯିବା ନେଇ ପଶ୍ନ ଉଠାଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗୁରୁବାର ଏହାର ଜବାବ ରଖିଛନ୍ତି…
ଭାଜପାକୁ ଶିବସେନାର କଟାକ୍ଷ
ମୁମ୍ବାଇ, ୧୫।୧୦: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏବଂ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପୂର୍ବରୁ ବାକ୍ଯୁଦ୍ଧ ଜାରି ରହିଥିବାବେଳେ ଏବେ ଚିଠି ଯୁଦ୍ଧ ଆରମ୍ଭ ହୋଇଛି। ଏହାକୁ ନେଇ…
ନଦୀକୁ ଡେଇଁଲେ ଦୁଇ ଭଉଣୀ
ଗୁଡଭେଲା,୧୫।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁଷୁରା ସହର ସ୍ଥିତ ତେଲ ନଦୀ ଗର୍ଭକୁ ଦୁଇ ଜଣ ଯୁବତୀ ଡେଇଁ ପଡିଥିବା ସୂଚନା ମିଳିଛି। ଉଭୟ ସମ୍ପର୍କରେ ଦୁଇ ଭଉଣୀ ଏବଂ ଗୁଡଭେଲା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଝିଅ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ…
ବଜ୍ରାଘାତ ନେଲା ଜଣଙ୍କ ଜୀବନ, ୩ ଗୁରୁତର
ଭୁବନ, ୧୫।୧୦(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ଏନଏସି ଗୋଡ଼ି ପାଟଣା ଗ୍ରାମର ପଦନ ଦାସ (୫୨) ବଜ୍ରାଘାତରେ ମୃତବରଣ କରିଛନ୍ତି। ସେହିପରି ବଜ୍ରାଘାତରେ ଭୁଷଳ ପଞ୍ଚାୟତ ଅସୁର ବନ୍ଦ ଗ୍ରାମର ଚଗଲି ମଳିକ(୩୩), ଦେବକୀ ମଳିକ(୫୦) ଓ କଣ୍ଢେଇ ମଳିକ (୨୨)…
ତେଜସ୍ବୀଙ୍କୁ ସୁଶିଲ ମୋଦିଙ୍କ ପ୍ରଶ୍ନ: ଚାକିରି ନ କରି ବି ୫ କୋଟିରୁ ଅଧିକ ସମ୍ପତ୍ତି
ପାଟନା, ୧୫।୧୦: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ଇତିମଧ୍ୟରେ ଆର୍ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ରାଘୋପୁର ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଜସ୍ବୀଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କର…
ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି, କଂଗ୍ରେସ ପ୍ରାର୍ଥୀ
ବାଲେଶ୍ୱର ଅଫିସ,୧୫ା୧୦: ବାଲେଶ୍ୱର ଉପନିର୍ବାଚନ ପାଇଁ ଗୁରୁବାର ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର ଉପଜିଲାପାଳଙ୍କ ଅଫିସରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଏବଂ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।…
ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ଚିର ଋଣୀ। ଗତ ଆଠ…
Archives


