Home

ପାକିସ୍ତାନର ଏହି ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହେଲେ ଅଶ୍ୱିନ; ଭାଇରାଲ ହେଉଛି ବୟାନ

ନୂଆଦିଲ୍ଲୀ,୨୧।୧୧: ଭାରତର ଅନୁଭବୀ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପାକିସ୍ତାନର ଜଣେ ଖେଳାଳିଙ୍କ ପ୍ରଶଂସା କରିଛନ୍ତି। ତାଙ୍କର ଏଭଳି ବୟାନ ଏବେ ଭାଇରାଲ ହେଉଛି। ପାକିସ୍ତାନ ଟିମ୍‌ର ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବାବର ଆଜମଙ୍କ ପ୍ରଶଂସା କରି ଅଶ୍ୱିନ କହିଛନ୍ତି, ଜଣେ…

କରୋନା କର୍ଫ୍ୟୁ: ଅଟକିଲା ୧୭ ଶହ ବାହାଘର

ଅହମଦାବାଦ୍‌,୨୧।୧୧:ଗୁଜରାଟରେ କରୋନା ମହାମାରୀ ପୁଣି ଥରେ ଲୋକଙ୍କୁ ଆତଙ୍କିତ କରିବା ଆରମ୍ଭ କରିଛି। ସଂକ୍ରମଣରେ ରୋକ ଲଗାଇବା ଲାଗି ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଜାରି ହୋଇଛି। ଫଳରେ ଅହମଦାବାଦ୍‌ରେ ୧୭ ଶହ ବାହାଘର ଅଟକି ରହିଛି। ଶନିବାର ସହରରେ ୫ ଶହ…

ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ସ୍ବାଭାବିକ ଭାବେ ଆରମ୍ଭ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମେ ଗୃହରେ ହାଜତ ମୃତ୍ୟୁ…

ନଗରୋଟା ଏନ୍‌କାଉଣ୍ଟର: ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସମନ ଜାରି

ନୂଆଦିଲ୍ଲୀ,୨୧।୧୧: ଜମ୍ମୁ-କଶ୍ମୀରର ନଗରୋଟା ଏନ୍‌କାଉଣ୍ଟର ମାମଲାରେ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତ ସମନ ଜାରି କରିଛି। ମୃତ ଆତଙ୍କବାଦୀମାନେ ପାକିସ୍ତାନ ସହିତ ଯୋଗାଯୋଗରେ ଥିବା ପ୍ରମାଣ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦୀଙ୍କ ପାଖରୁ ଡିଜିଟାଲ ମୋବାଇଲ ରେଡିଓ ମିଳିଛି।…

ଏନ୍‌ସିବି ପଞ୍ଝାରେ ଏହି ଲୋକପ୍ରିୟ କମେଡିଆନ୍‌; ଘରେ ଚାଲିଛି ଅଚାନକ ଚଢ଼ାଉ

ବମ୍ବେ: ଗୋଟିଏ ପରେ ଗୋଟିଏ କଳାକାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପଞ୍ଝାରେ। ଏବେ ଏହି ଜାଲରେ ଫସିଛନ୍ତି ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ। ଏନ୍‌ସିବି ପକ୍ଷରୁ ତାଙ୍କ ଘରେ ଅଚାନକ ଚଢ଼ାଉ କରାଯାଇଛି। ଡ୍ରଗ୍ସ…

ଥିଏଟରରେ ରିଲିଜ୍‌ ହେବ କିଆରାଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: କରୋନା କାଳ ମଧ୍ୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ମନୋରଞ୍ଜନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସିନେମା ହଲ୍‌ ଖୋଲିବାକୁ ଅନୁମତି ଦେଇଛନ୍ତି। ଏଭଳି ସ୍ଥିତିରେ ବଲିଉଡ୍‌ ଫିଲ୍ମ ଅନ୍‌ଲାଇନ୍‌ ପରିବର୍ତ୍ତେ ଏବେ ବଡ଼ ପରଦାରେ ରିଲିଜ୍‌ ହେବ।…

ବୋତଲରେ ବନ୍ଦ କରି ୭୪ ବିଲୁପ୍ତ ପ୍ରଜାତି ଶୁଆ ଚୋରା ଚାଲାଣ: ବନ୍ଦର ଅଧିକାରୀଙ୍କ ହାତରେ ପଡ଼ିଲା ଧରା

ପାପୁଆ,୨୧।୧୧: ଇଣ୍ଡୋନେସିଆର ପାପୁଆ ବନ୍ଦରରେ ପ୍ଲାଷ୍ଟିକ୍‌ ବୋତଲରେ ବନ୍ଦ ଥିବା ୭୪ ବିଲୁପ୍ତ ପ୍ରଜାତିର ଶୁଆ ଚୋରା ଚାଲାଣ ହେଉଥିବା ସମୟରେ ଧରା ପଡ଼ିଛି। ବନ୍ଦର ଅଧିକାରୀମାନେ ବୋତଲରୁ ଶୁଆଗୁଡ଼ିକୁ ବାହାର କରିଥିଲେ। ସେଥିମଧ୍ୟରୁ ୬୪ ଜୀବିତ ଥିବାବେଳେ ୧୦ଟି ଶୁଆଙ୍କର…

କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ କରୋନା…

କମୁଛି ସଂଖ୍ୟା: ରାଜ୍ୟରେ ୭୭୮ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାକୁ ପଛରେ ପକାଇଲା ଅନୁଗୋଳ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ୭୭୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୩୨୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬…

ଦିଲ୍ଲୀରେ ବଢ଼ୁଛି କରୋନା ଗ୍ରାଫ: ୨୪ ଘଣ୍ଟାରେ ଗଲା ୧୧୮ଜୀବନ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ରାଜ୍ୟସରକାର ଯେତେ ପ୍ରଚେଷ୍ଟା କଲେ ମଧ୍ୟ ସେଥିରେ ବିଫଳ ହୋଇଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ,…

ପାକିସ୍ତାନରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ

ଇସଲାମାବାଦ୍‌,୨୧।୧୧: ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ଖାତ୍‌ ଜିଲାରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ ମିଳିିଛି। ଏହା ହିନ୍ଦୁ ଶାହୀ ଅବା କାବୁଲ ଶାହୀ ରାଜଙ୍କ ସମୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ଖାଇବର ପସ୍ତୁନଖ୍ବା ଅଞ୍ଚଳରେ…

ନୌସେରାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୨୧।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ଜାଣିଶୁଣି ଏଠାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ରାଜୌରୀ ଜିଲାର ନୌସେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ହାବିଲଦାର ଶହୀଦ୍‌ ହୋଇଛନ୍ତି॥…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?