Home

ପ୍ରେମିକାଙ୍କୁ ଡେଟ୍‌ରେ ଡାକିଥିଲେ ପ୍ରେମିକ, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକା-ପ୍ରେମିକ ଡେଟ୍‌ରେ ଯିବା ଏକ ସାଧାରଣ କଥା। ମାତ୍ର ଚାଇନାର ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ଡେଟ୍‌ ପାଇଁ ଡାକିବା ଭାରି ପଡ଼ିଛି। ଯୁବକଙ୍କ ଗର୍ଲଫ୍ରେଣ୍ଡ ନିଜର ୨୩ ସାଙ୍ଗଙ୍କୁ ଧରି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହା ପରେ ବିଲ୍‌ ଏତେ ଅଧିକ…

କ୍ରିକେଟ ପାଇଁ ମା’ଙ୍କଠାରୁ ଖାଉଥିଲେ ମାଡ, ଏବେ ଶାହରୁଖ ଖାନ୍‌ଙ୍କ ଟିମ୍‌କୁ କନ୍ଦାଇଲେ

ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଶଂସକମାନେ ପ୍ରାୟତଃ ରନ ବର୍ଷା ହେଉଥିବା ଦେଖନ୍ତି, କିନ୍ତୁ ବେଳେବେଳେ ବୋଲରମାନେ ମଧ୍ୟ ବୋଲିଂ କରି ବ୍ୟାଟ୍ସମ୍ୟାନ୍‌ଙ୍କୁ ହଇରାଣ କରନ୍ତି। ଆଇପିଏଲ ୨୦୨୦ର ୩୯ତମ ମ୍ୟାଚରେ ତାହା ଦେଖିବାକୁ ମିଳିଥିଲା ଏହି ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ…

ବିହାର ବିଧାନସଭା ନିର୍ବାଚନରେ ଭାଜପାର ୧୧ ସଂକଳ୍ପ: ମାଗଣା କରୋନା ଟିକା-୧୯ଲକ୍ଷଙ୍କୁ ନିଯୁକ୍ତି

ପାଟନା, ୨୨।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୧ ସଂକଳ୍ପ ଥିବା ଘୋଷଣା ପତ୍ର ଗୁରୁବାର ଜାରି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଘୋଷଣା ପତ୍ର ଜାରି କରାଯାଇଛି। ଏହି ଅବସରରେ ରାଜ୍ୟ ଭାଜପା ଅଧ୍ୟକ୍ଷ ସଞ୍ଜୟ…

ଖୋଲିଲା ଅନ୍ତର୍ଜାତୀୟ ଝୁଲାପୋଲ ‘ଧାରଚୁଲା’: ପେନସନ ନେବାକୁ ଭାରତ ଆସିଲେ ୨୩୮ ନେପାଳ ନାଗରିକ

ଡେରାଡୁନ୍‌, ୨୨।୧୦: ଭାରତ ନେପାଳ ମଧ୍ୟରେ ଥିବା ଅନ୍ତର୍ଜାତୀୟ ଝୁଲାପୋଲ ‘ଧାରଚୁଲା’କୁ ୩ ଦିନ ପାଇଁ ଖୋଲା ଯାଇଛି। ଏହାକୁ ଶୁକ୍ରବାର ପୁଣି ବନ୍ଦ କରି ଦିଆଯିବ। ଭାରତରେ ଥିବା ନେପାଳର ନାଗରିକ ଏବଂ ନେପାଳରେ ବାସ କରୁଥିବା ଭାରତୀୟ ଏହି…

କ୍ରିକେଟରଙ୍କ ଜୋତା ଫିତା ବାନ୍ଧି ଚର୍ଚ୍ଚାରେ ଏହି ଖେଳାଳି

କ୍ରମାଗତ ପରାଜୟ ପରେ କିଙ୍ଗସ ଏକାଦଶ ପଞ୍ଜାବର ଦଳ ବିଜୟ ଧାରାକୁ ଫେରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦୁଇଟି ସୁପରଭରରେ ପଞ୍ଜାବ ଜିତିବାରେ କ୍ରିସ୍‌ ଗେଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗେଲ ଝଡ଼…

ନୌସେନାରେ ସାମିଲ ହେଲା କଓ୍ବରାତ୍ତିି

ବିଶାଖାପଟ୍ଟନମ୍‌, ୨୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଉତ୍ତେଜନା ବଢୁଥିବାବେଳେ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛି। ଏହି ମର୍ମରେ ବୁଡ଼ା ଜାହାଜ କଓ୍ବରାତ୍ତିିକୁ ଗୁରୁବାର ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍‌ ସ୍ଥିିତ ନାଭାଲ ଡକୟାର୍ଡରେ ନୌସେନାରେ ସାମିଲ କରାଯାଇଛି। ସେନା ମୁଖ୍ୟ…

ସିବିଆଇକୁ ମହାରାଷ୍ଟ୍ର ମନା

ମୁମ୍ବାଇ,୨୨ା୧୦: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଣିକି ମହାରାଷ୍ଟ୍ର ସରକାରଙ୍କ ବିନା ଅନୁମତିରେ ରାଜ୍ୟକୁ ଯାଇ କୌଣସି ମାମଲାର ତଦନ୍ତ କରିପାରିବ ନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୁଧବାର ସିବିଆଇର ବାଟ ବନ୍ଦ କରିଦେଇଛନ୍ତି। ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ରାଜ୍ୟରେ…

ଚାଇନା ସୈନ୍ୟଙ୍କୁ ଛାଡ଼ିଦେଲା ଭାରତ

ନୂଆଦିଲ୍ଲୀ,୨୨ା୧୦: ପୂର୍ବ ଲଦାଖର ଡେମ୍‌ଚୋକ୍‌ ସେକ୍ଟର ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ସୋମବାର ଧରାପଡ଼ିଥିବା ଚାଇନା ସୈନ୍ୟଙ୍କୁ ଭାରତୀୟ ସେନା ଛାଡ଼ିଦେଇଛି। କେନ୍ଦ୍ର ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ, କର୍ପୋରିଆଲ ଓ୍ବାଙ୍ଗ୍‌ ୟା ଲୋଙ୍ଗ୍‌ଙ୍କୁ ପଟ୍ରୋକଲ ଅନୁସାରେ ପଚରାଉଚରା କରାଯାଇଥିଲା। ପୂର୍ବ…

ରାହୁଲଙ୍କୁ ଭେଟିଲେ ଗିରଫ ସିଦ୍ଦିକ କାପ୍ପାନଙ୍କ ସ୍ତ୍ରୀ

ଥିରୁଭାନନ୍ତପୁରମ୍‌, ୨୨ା୧୦: ହାଥ୍‌ରସରେ ପୀଡ଼ିତା ପରିବାରକୁ ଭେଟିବା ଲାଗି ଯିବା ବାଟରେ ଉତ୍ତରପ୍ରଦେଶ ପୋଲିସ କେରଳର ଖବରଦାତା ସିଦ୍ଦିକ କାପ୍ପାନଙ୍କ ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା। ଇସ୍‌ଲାମିକ୍‌ ଆତଙ୍କବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ଓ ଏହାର…

କମଳନାଥଙ୍କୁ ଇସି ନୋଟିସ

ନୂଆଦିଲ୍ଲୀ, ୨୨ା୧୦: ମଧ୍ୟପ୍ରଦେଶର ମନ୍ତ୍ରୀ ଇମର୍ତ୍ତୀ ଦେବୀଙ୍କ ବିରୋଧରେ ‘ଆଇଟମ୍‌’ ମନ୍ତବ୍ୟ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଳନାଥଙ୍କୁ ନିର୍ବାଚନ ଆୟୋଗ (ଇସି) ବୁଧବାର ନୋଟିସ ଜାରି କରିଛନ୍ତି। ନୋଟିସ ପାଇବାର ୪୮ ଘଣ୍ଟା ମଧ୍ୟରେ ଏନେଇ ଉତ୍ତର…

‘କୋଭିରାପ୍‌’କୁ ଆଇସିଏମ୍‌ଆର୍‌ ସ୍ବୀକୃତି

ନୂଆଦିଲ୍ଲୀ, ୨୨ା୧୦ (ଆଇଏଏନ୍‌ଏସ୍‌): କରୋନା ସଂକ୍ରମଣ ଚିହ୍ନଟ ଲାଗି ଆଇଆଇଟି ଖଡ଼ଗପୁରର ଗବେଷକଙ୍କ ଦ୍ୱାରା ଏକ ରୋଗ ନିରୂପଣ ଯନ୍ତ୍ର (ଡାଇଗ୍ନୋଷ୍ଟିକ୍‌ ଟେଷ୍ଟ ମେଶିନ) ବିକଶିତ କରାଯାଇଛି। ଏହାର ନାମ ‘କୋଭିରାପ୍‌’ ରଖାଯାଇଥିବାବେଳେ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)…

୧୦୦ ବର୍ଷ ପଛକୁ ଫେରିଗଲା କଟକ ଦଶହରା

କଟକଣା ଭିତରେ ହଜିଗଲା ପୁରୁଣା ପରମ୍ପରା। ଯାହା ସହରର ପୁରୁଖା ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ କେବେ ଦେଖି ନ ଥିଲେ, ତାହା ଚଳିତବର୍ଷ ଦେଖିବାକୁ ମିଳିଛି। ବିଭିନ୍ନ ମଣ୍ଡପରେ ମା’ଙ୍କ ଆରାଧନା ପାଇଁ ପ୍ରସ୍ତୁତି ହେଲାଣି, ହେଲେ ଆକର୍ଷଣୀୟ ସାଜସଜ୍ଜା ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri