Home

ତେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁନି

ଭୁବନେଶ୍ୱର: ଗୋଟିଏ ଦିନ ବ୍ୟବଧାନ ପରେ ଗୁରୁବାର ପୁଣିଥରେ ତେଲ ଦର ବୃଦ୍ଧି ପାଇଛି। ଏହି ସମୟରେ ଭୁବନେଶ୍ୱରରେ ପେଟ୍ରୋଲ ୧୩ ଏବଂ ଡିଜେଲ ୨୩ ପଇସା ବଢ଼ିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୮୨.୩୧ ଟଙ୍କା ଏବଂ ଡିଜେଲ…

ବର୍ଷେ ହେବ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

କୋକସରା, ୨୭।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପାଣିଗାଁ ଶବରପଡାରେ ଥିବା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆଜକୁ ୧ ବର୍ଷରୁ ଅଧିକ ହେବ ଅଚଳ ହୋଇ ପଡିଛି। ଫଳରେ ଗାଁର ପ୍ରାୟ ୨୦ରୁ…

ଏହି ସ୍ବଭାବ ଥିଲେ ବଢ଼ିଥାଏ ଆୟୁ

ଓ୍ବାଶିଂଟନ୍‌: ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍‌ସିଟିର ଗବେଷକମାନେ ସର୍ବଦା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥା’ନ୍ତି। ସେହିପରି ଏକ ନୂଆ ଗବେଷଣା କରିଛନ୍ତି। ଲସ୍‌ ଏଞ୍ଜେଲ୍‌ସ (ୟୁସିଏଲ୍‌ଏ)ର ‘ବେଡାରୀ କାଇଣ୍ଡ୍‌ନେସ ଇନ୍‌ଷ୍ଟିଚ୍ୟୁଟ୍‌’ର ଗବେଷକ କୁହନ୍ତି, ଯଦି ଆପଣ ଦୟାଳୁ ସ୍ବଭାବର ତେବେ…

ଧାନ ବଦଳରେ ଗ୍ରସେରି: ରମେଶଙ୍କ ଭ୍ରାମ୍ୟମାଣ ଦୋକାନ

କେନ୍ଦୁଝର,୨୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-ପୁରାତନ ଯୁଗରେ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଶସ୍ୟ ଉତ୍ପାଦନ ହେଉଥିଲା। କିନ୍ତୁ ତାକୁ ବିକିବାକୁ ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିଲା। ବର୍ତ୍ତମାନ ଦେଶ ଅତ୍ୟାଧୁନିକ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଲୋକେ ସବୁ କ୍ଷେତ୍ରରେ ଡିଜିଟାଲଇଜେସନକୁ ଅନୁସରଣ କରୁଛନ୍ତି।…

କେସିଏ ପ୍ରେସିଡେଣ୍ଟ୍ସ କପ୍‌ ଖେଳିବେ ଶ୍ରୀସନ୍ଥ୍‌

କୋଚି : ଭାରତର ପୂର୍ବତନ ପେସ୍‌ ବୋଲର ଏସ୍‌. ଶ୍ରୀସନ୍ଥ୍‌ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବେ। କେରଳ କ୍ରିକେଟ ଆସୋସିଏଶନ (କେସିଏ) ଦ୍ୱାରା ଆୟୋଜିତ ସ୍ଥାନୀୟ ଏକ ଟୁର୍ନାମେଣ୍ଟରେ ସେ ଖେଳିବେ। ଆଇପିଏଲ୍‌ ସ୍ପଟ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

ଆରୋଗ୍ୟ ହେଲେ ୭୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬ ା୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୭୦, ମୟୂରଭଞ୍ଜରୁ ୫୩, ଅନୁଗୋଳରୁ ୪୪, ଜଗତସିଂହପୁରରୁ ୪୦, କଟକରୁ ୩୯, ନବରଙ୍ଗପୁରରୁ ୩୭, ନୂଆପଡାରୁ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଗୁଆହାଟୀ,୨୬ା୧୧-ଆସାମର ଦିବ୍ରୁଗଡ଼ ଜିଲା ଲେପେଟ୍‌କାଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କ ପ୍ରାଣହାନି ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବା ଲାଗି ଗାଡ଼ିରେ ଲୋକମାନେ ଯାଉଥିବାବେଳେ ଜାତୀୟ ରାଜପଥ ୩୭ ଉପରେ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଟ୍ରେଲର…

ରାସ୍ତାରେ ବାଘଛୁଆ: ଭିଡିଓ ଭାଇରାଲ

ଚୌଦ୍ୱାର,୨୬ା୧୧(ଡି.ଏନ୍‌.ଏ.):କଟକ ବନଖଣ୍ଡ ଅଧୀନ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜର ରାମଚନ୍ଦ୍ରପୁରଶାସନ ଗ୍ରାମ ନିକଟ ଫାର୍ମହାଉସ ରାସ୍ତାରେ ୨ଟି ବାଘଛୁଆ ବୁଲୁଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଳରେ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି…

ପୁଅ ସହ କ୍ରିକେଟ ଖେଳୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ମଲାଇକା ନିଜ ପୁଅ ଅରହାନଙ୍କ ସହ କ୍ରିକେଟ ଖେଳୁଥିବା ଫଟୋ ସୋସିଆଲ ମିଡିଆରେ ବେଶ…

ପରଲୋକରେ ଟିସିଏସ୍‌ର ପ୍ରତିଷ୍ଠାତା ଫକୀର ଚାନ୍ଦ କୋହଲି

ନୂଆଦିଲ୍ଲୀ,୨୬।୧୧-ଭାରତର ପ୍ରମୁଖ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ)ର ପ୍ରତିଷ୍ଠାତା ଫକୀର ଚାନ୍ଦ କୋହଲିଙ୍କର ଗୁରୁବାର ପରଲୋକ ହୋଇଯାଇଛି। ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଭାରତର ସଫ୍ଟୱେର୍‌ ଇଣ୍ଡଷ୍ଟ୍ରିର ଜନକ ଭାବେ ବେଶ…

କଣ୍ଢେଇ ସହ ବିବାହ କଲେ ଏହି ବଡିବିଲ୍ଡର

କାଜାକସ୍ତାନର ବଡିବିଲ୍ଡର ୟୁରୀ ଟୋଲୋସ୍କୋ ନିକଟରେ ବିବାହ କହିଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ହେଲା ସେ ଯାହାକୁ ବିବାହ କରିଛନ୍ତି ତାହା ଏକ କଣ୍ଢେଇ। ଏ ନେଇ ୟୁରୀ ନିଜ ବିବାହର ଭିଡିଓ ଏବଂ କିଛି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।…

ବିନ୍ଦୁ ସାଗରରେ ଡଙ୍ଗା ଭସା ମନା: କଟକଣା ଜାରି କଲା ବିଏମ୍‌ସି

ଭୁବନେଶ୍ବର,୨୬।୧୧(ବ୍ୟୁରୋ)-ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ କଟକଣା ଭିତରେ ପାଳିତ ହେଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଚଳିତ ବର୍ଷ ବିନ୍ଦୁ ସାଗରରେ ଡଙ୍ଗା ଭସାଇ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?