ଶାହାରୁଖ୍ଙ୍କ ଉପରେ ରାଗି ନିଜ ଜିନ୍ସ ଚିରିଦେଇଥିଲେ ସନ୍ନି ଦେଓଲ: ଜାଣନ୍ତୁ କାହିଁକି
ବଲିଉଡ୍ ବାଦ୍ଶାହା ଶାହାରୁଖ୍ ଖାନ୍ଙ୍କର ଆଜି ଅର୍ଥାତ୍ ନଭେମ୍ବର ୨ ହେଉଛନ୍ତି ଜନ୍ମଦିନ। ଆଜି ସେ ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଶାହାରୁଖ୍ଙ୍କ ଏହି ଖାସ୍ ଦିନରେ ତାଙ୍କୁ ନେଇ ଏକ ରୋଚକ କଥା ଜାଣିବା। ୧୭ ବର୍ଷ…
ଅଜବ ମ୍ୟୁଜିୟମ୍ : ଯେଉଁଠି ସଂରକ୍ଷିତ ରହିଛି ଶୌଚାଳୟ ସାମଗ୍ରୀ
ଯଦି କେବେ ମ୍ୟୁଜିୟମ ଯାଇଥିବେ ତେବେ ନିଶ୍ଚିତ ଇତିହାସ ସହିତ ଜଡ଼ିତ କିଛି ସାମଗ୍ରୀ, ବିଲୁପ୍ତ ପଶୁପକ୍ଷୀଙ୍କ କଙ୍କାଳ, ମହାପୁରୁଷମାନେ ବ୍ୟବହାର କରୁଥିବା ଜିନିଷ ଦେଖିଥିବେ। ମାତ୍ର ଭାରତରେ ଏମିତି ମ୍ୟୁଜିୟମ ଅଛି, ଯେଉଁଠି ଅଜବ ସାମଗ୍ରୀ ରଖାଯାଇଛି; ଯାହା ଦେଖିଲେ…
ହିନ୍ଦୀ କି ଇଂରାଜୀ ନୁହେଁ, କେବଳ ଏହି ଭାଷା ବୁଝେ କମେଡି କିଙ୍ଗ୍ଙ୍କ ଝିଅ
ମୁମ୍ବାଇ: କୌଣସି ଭେଦଭାବ ନ ରଖି ପ୍ରତ୍ୟେକ ଧର୍ମର ଲୋକଙ୍କୁ ହସାଉଥିବା କପିଲ ଶର୍ମା ତାଙ୍କ ଶୋ’ରେ ସମସ୍ତଙ୍କ ଜୀବନରେ ଖୁସି ଭରି ଦିଅନ୍ତି। କପିଲଙ୍କୁ ହସର ରାଜା ବୋଲି କୁହାଯାଏ। ବୋଧହୁଏ ଏପରି ଲକ୍ଷଣ ମଧ୍ୟ ତାଙ୍କ ଝିଅଠାରେ ପ୍ରକାଶ…
ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର, ୨।୧୧(ବ୍ୟୁରୋ): ଚକାଆଖି ସବୁ ଦେଖୁଛି, ପୁଅ ମୋର କଳା ଠାକୁର ଭଳି ଅନେକ ସୁପରହିଟ୍ ଫିଲ୍ମ ଦେଇସାରିଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଜଟଣୀସ୍ଥିତ ଘରେ…
ଦୀର୍ଘ ୭ ମାସ ପରେ ଖୋଲିଲା ଆହାର କେନ୍ଦ୍ର
ବେଲପାହାଡ଼,୨ା୧୧(ଡି.ଏନ୍.ଏ.): ଦୀର୍ଘ ୭ ମାସ ଧରି କରୋନା ସଂକ୍ରମଣ ଯୋଗୁ ବନ୍ଦ ରହିଥିବା ବେଲପାହାଡ଼ ଆହାରକେନ୍ଦ୍ର ସୋମବାରରୁ ପୁନଃ ଖୋଲିଛି। ଏହି ଅବସରରେ ଝାରସୁଗୁଡ଼ା ଉପଜିଲାପାଳ ଶିବ ଟପ୍ପୋ, ବେଲପାହାଡ଼ ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷ ପର୍ଶୁରାମ ସାହୁ, କାଉନସିଲର କୈଳାସ ଚନ୍ଦ୍ର…
କଟକରେ ଖୋଲିବ ବାଣ ଦୋକାନ: ମିଳିଲା ଅନୁମତି
କଟକ ଅଫିସ, ୨।୧୧: ଆଗକୁ କାଳୀ ପୂଜା ଓ ଦୀପାବଳି। ତେବେ କୋଭିଡ୍ କଟକଣା ଭିତରେ ପାଳିତ ହେବ ଏହିସବୁ ପର୍ବ। କଟକରେ ପୂର୍ବଭଳି ଚଳିତ ବର୍ଷ ମଧ୍ୟ ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ହେଲେ କେଉଁଠି ବାଣ ଦୋକାନ…
ମନ୍ଦିରରେ ନମାଜ ପାଠ: ୪ ଜଣଙ୍କ ବିରୋଧରେ ମାମଲା ଦାଏର
ମଥୁରା,୨।୧୧: ଦିଲ୍ଲୀରୁ ସଦ୍ଭାବନା ଯାତ୍ରା ଆରମ୍ଭ କରିଥିବା ଦୁଇ ମୁସଲମାନ୍ ଶ୍ରଦ୍ଧାଳୁ ମଥୁରାର ନନ୍ଦଗାଓ୍ବଁର ନନ୍ଦବାବା ମନ୍ଦିର ପରିସରରେ ଶନିବାର ନମାଜ ପଢ଼ିଥିବା ଖବର ପ୍ରଚାରିତ ହେବାପରେ ଏନେଇ ବିବାଦ ଆରମ୍ଭ ହୋଇଛି। ଦିଲ୍ଲୀର ଫୈଜଲ ଖାଁ ଏବଂ ମହମ୍ମଦ୍ ଚାନ୍ଦ୍…
ଏନ୍ଡିଏ-ମହାମେଣ୍ଟ ପାଇଁ କିଙ୍ଗ୍ ମେକର ହେବ କି କୁଶବାହାଙ୍କ ତୃତୀୟ ସାମୁଖ୍ୟ: ଚର୍ଚ୍ଚା ଆରମ୍ଭ !
ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ନଭେମ୍ବର ୧୦ରେ ପ୍ରକାଶ ପାଇବ। ଚଳିତ ଥର ରାଜ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏନ୍ଡିଏ ଏବଂ ତେଜସ୍ବୀ ଯାଦବଙ୍କ ମହାମେଣ୍ଟ ମଧ୍ୟରେ ଲଢ଼େଇ ଜାରି ରହିଛି। ଚଳିତ ଥର ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶବାହାଙ୍କ…
ଅମ୍ବାନୀ ପରିବାର ପାଳିଲେ ଭାବି ସାନବୋହୂ ରାଧିକାଙ୍କ ଜନ୍ମଦିନ: ଭିଡିଓ ଭାଇରାଲ
ଦେଶର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପରିବାରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅମ୍ବାନୀ ପରିବାର ପୁଅ ଅନନ୍ତ ଅମ୍ବାନୀଙ୍କ ଗର୍ଲଫ୍ରେଣ୍ଡ ରାଧିକା ମର୍ଚାଣ୍ଟଙ୍କ…
ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ୍ କରି ସୂଚନା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ରେ ଲେଖିଛନ୍ତି, ‘ମାନ୍ୟବର ରାଜ୍ୟପାଳ ପ୍ରଫେସର…
ଉତ୍ତରପ୍ରଦେଶ ଉପନିର୍ବାଚନ: ଯୋଗୀଙ୍କ ପାଇଁ ସମ୍ମାନର ପ୍ରଶ୍ନ
ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶର ୭ଟି ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ ମଙ୍ଗଳବାର ଭୋଟଗ୍ରହଣ କରାଯିବ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ୭ଟି ଆସନର ଫଳାଫଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସମ୍ମାନର ପ୍ରଶ୍ନ ସୃଷ୍ଟି କରିବ ବୋଲି ରାଜ୍ୟ ରାଜନୀତିରେ…
କିଏ ଜିତିବ ଅରେଞ୍ଜ୍ କ୍ୟାପ୍, ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ରେସ୍ରେ
ଆଇପିଏଲ ୨୦୨୦ ଏବେ ଶେଷ ରାଉଣ୍ଡରେ ପହଞ୍ଚିଛି। ଆଉ ମାତ୍ର ୨ଟି ଲିଗ ମ୍ୟାଚ ବାକି ଅଛି । ଏହା ପରେ ପ୍ଲେ ଅଫ ଏବଂ ପରେ ଫାଇନାଲ ହେବ। ଏଭଳି ପରିସ୍ଥିତିରେ ଟୁର୍ନାମେଣ୍ଟରେ ଅରେଞ୍ଜ୍ କ୍ୟାପ୍ ବିଜେତାଙ୍କୁ ନେଇ (ସର୍ବାଧିକ…
Archives


