ଭାରତ ମହାସାଗରରେ ପାଟ୍ରୋଲିଂ କରିବ ଜର୍ମାନ ଯୁଦ୍ଧଜାହାଜ
ନୂଆଦିଲ୍ଲୀ,୩ା୧୧: ଆସନ୍ତା ବର୍ଷରୁ ଭାରତ ମହାସାଗରରେ ଜର୍ମାନୀର ଯୁଦ୍ଧଜାହାଜ ପାଟ୍ରୋଲିଂ କରିବ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଜର୍ମାନ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରୀ ଆନେଗ୍ରେଟ କ୍ରାମ୍ପ-କରେନବାଉର୍ କହିଛନ୍ତି।…
ବାଂଲାଦେଶରେ ପ୍ୟାରିସ୍ ତାତି
କୋଲକାତା,୩ା୧୧: ବାଂଲାଦେଶର କୋମିଲା ଜିଲାରେ ଏକ ଫେସ୍ବୁକ୍ ପୋଷ୍ଟରେ ଇସ୍ଲାମ ଧର୍ମକୁ ନିନ୍ଦା କରାଯାଇଥିବା ନେଇ ଗୁଜବ ପ୍ରଚାରିତ ହେବା ପରେ ମୌଳବାଦୀ ମୁସଲମାନମାନେ ଶତାଧିକ ହିନ୍ଦୁ ପରିବାରର ଘରେ ପଶି ଭଙ୍ଗାରୁଜା କରିବା ସହ ଜାଳିଦେଇଛନ୍ତି। ଏଥିସହିତ କେତେକ ହିନ୍ଦୁ…
ବିହାରରେ ପରିବର୍ତ୍ତନର ଗଙ୍ଗା ପ୍ରଭାବିତ ହେଉଛି
ପାଟନା,୩।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୦ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୭ଟି ଜିଲାର ୯୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଭୋଟ ଦେବା ପାଇଁ ଆରଜେଡି ନେତା ତେଜସ୍ବୀ ଯାଦବ ପାଟନାରେ…
ବଡ ଧରଣର ଆତଙ୍କବାଦୀ ଆକ୍ରମଣ: ୭ ମୃତ
ଭିଏନା, ୩।୧୧: ଅଷ୍ଟ୍ରିଆର ଭିଏନା ସହରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ଜଣେ ଆତଙ୍କବାଦୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଭିଏନା ପୋଲିସ ବିଭାଗ ଅନୁଯାୟୀ ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଭିଏନା…
ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ଅନେକ ହେବିଓ୍ବେଟ୍ଙ୍କ ଭାଗ୍ୟ ନିର୍ଦ୍ଧାରଣ
ପାଟନା,୩।୧୧: ବିହାରରେ ମଙ୍ଗଳବାର ସକାଳୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ ଯୋଗେ ୨ୟ ପର୍ଯ୍ୟାୟରେ ବିହାରବାସୀଙ୍କୁ ପାଇଁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ସମସ୍ତେ ଭୋଟ ଦେବାକୁ ଯାଆନ୍ତୁ। ସବୁ…
ଧାରଣାରେ ବସିଲେ ଡାକ୍ତର, କର୍ମଚାରୀ
ଢେଙ୍କାନାଳ ଅଫିସ,୩ା୧୧ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼ ମରାଯିବା ଘଟଣାର ପ୍ରତିବାଦରେ ସୋମବାର ସମସ୍ତ ଡାକ୍ତର ଓ କର୍ମଚାରୀ ଧାରଣାରେ ବସିଥିଲେ। ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରା ନ…
କଷ୍ଟ ବୁଝୁନାହାନ୍ତି କର୍ତ୍ତୃପକ୍ଷ
ଅନୁଗୋଳ ଅଫିସ, ୩।୧୧ – ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଟିକୁ ତୁରନ୍ତ ଓ୍ବାର୍ଡରେ ଭର୍ତ୍ତି କରିବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା ଏକ ବ୍ୟାଟେରିଚାଳିତ ଗାଡ଼ି। କିନ୍ତୁ ଦୀର୍ଘଦିନ ହେବ ଉକ୍ତ ଗାଡ଼ି ଅଚଳ ଅବସ୍ଥାରେ ପଡ଼ିରହିଥିଲେ ହେଁ ତାହାର…
ଭୁଶୁଡ଼ିବ ମାଛକାନ୍ଦଣା ପୋଲ
କେନ୍ଦୁଝର,୩ା୧୧(ସ୍ବ.ପ୍ର.)-ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ମରାମତି ଅଭାବରୁ ବହୁ ରାସ୍ତାଘାଟ ତଥା ପୋଲ ଅସୁରକ୍ଷିତ ହୋଇ ରହିଛି ା ଏହି ସବୁ ରାସ୍ତା ଓ ପୋଲର ମରାମତି ନେଇ…
ଗଢ଼ା ମଜୁରୀ ଉଠୁନି
କେନ୍ଦୁଝର, ୩।୧୧(ସ୍ବ.ପ୍ର.)-କରୋନା ମହାମାରୀ ଯୋଗୁ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ା ବିଶେଷ କରି ପାର୍ବଣ ଋତୁରେ କାରିଗରମାନେ ମୂର୍ତ୍ତି ଗଢି ଯାହା ରୋଜଗାର କରନ୍ତି ସେଥିରେ ବର୍ଷ ତମାମ ପରିବାର ଚଳାଇଥାନ୍ତି। ତେବେ ଚଳିତବର୍ଷ ରୋଜଗାର ଉପରେ କରୋନା…
ଏମ୍ପିଏଲ୍ ଭାରତୀୟ କ୍ରିକେଟ ଦଳର ନୂଆ କିଟ୍ ପ୍ରାୟୋଜକ
ନୂଆଦିଲ୍ଲୀ: ନାଇକ୍ ସ୍ଥାନରେ ଫାଣ୍ଟାସି ଗେମିଂ ପ୍ଲାଟ୍ଫର୍ମ ମୋବାଇଲ ପ୍ରିମିୟର ଲିଗ୍ର ଏକ ସହାୟକ ସଂସ୍ଥା ‘ଏମ୍ପିଏଲ୍ ସ୍ପୋଟର୍ସ ଆପାରେଲ ଆଣ୍ଡ୍ ଆସେସୋରିଜ’ ୩ବର୍ଷ ପାଇଁ ଭାରତୀୟ କ୍ରିକେଟ ଦଳର ନୂଆ କିଟ୍ ପ୍ରାୟୋଜକ ହୋଇଛି। ଆପେକ୍ସ କାଉନ୍ସିଲର ଜଣେ ସଦସ୍ୟ…
ସ୍ପ୍ରିଣ୍ଟ କୁଇନ୍ ଦୂତୀଙ୍କୁ ପଦୋନ୍ନତି
ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଓଡ଼ିଶାର ଦୂତୀ ଚାନ୍ଦ କରୋନା ମହାମାରୀ ପାଇଁ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ପାରି ନାହାନ୍ତି। ତେବେ ଅର୍ଜୁନ ପୁରସ୍କାର ପାଇଥିବାରୁ ତାଙ୍କ ପାଇଁ ଏହି ବର୍ଷର ଶେଷଭାଗ ଖୁସି ଖବର ଆଣିଛି। ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମସି)ରେ…
୨୦ ବର୍ଷ ପାକିସ୍ତାନ ଜେଲରେ ସଜା କାଟିଲେ ସୁନ୍ଦରଗଡ଼ର ବିରଜୁ
ସୁନ୍ଦରଗଡ,୨।୧୧(ଡି.ଏନ୍.ଏ)-୨୫ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ପାକିସ୍ତାନ ଜେଲରେ ୨୦ବର୍ଷ ଧରି ସଜା କାଟି ସାରିବା ପରେ ଏବେ ନିଜ ଦେଶ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାକିସ୍ତାନ ସରକାର ତାଙ୍କୁ ଅନ୍ୟ…
Archives


