Home

ଲକ୍ଷଣ ନ ଥିବା ବ୍ୟକ୍ତିଙ୍କର ବି ହେବ କରୋନା ଟେଷ୍ଟ: ଟ୍ରମ୍ପ ସରକାର

ୱାଶିଂଟନ,୧୯ ।୯: ବିଶ୍ୱରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଆମେରିକା ଏହି କ୍ଷେତ୍ରରେ ଏବେବି ସବୁଠାରୁ ଆଗରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଟ୍ରମ୍ପ ପ୍ରଶାସନ କରୋନା ଭାଇରସ ସଂକ୍ରମଣ ନିୟମରେ କିଛିଟା ପରିବର୍ତ୍ତନ…

ଯୋଜନାରେ ସୀମିତ ସ୍ମାର୍ଟ ପ୍ରକଳ୍ପ

ଭୁବନେଶ୍ୱର,୧୯ା୯ (ବ୍ୟୁରୋ): ଗତ ୨୦୧୬ ଜାନୁୟାରୀ ମାସରେ ଭୁବନେଶ୍ୱରକୁ ଦେଶର ସ୍ମାର୍ଟସିଟି ମାନ୍ୟତା ମିଳିଥିଲା। ହେଲେ ସ୍ମାଟସିଟିର ସ୍ମାର୍ଟ ପ୍ରକଳ୍ପ ଆଜିଯାଏ ଅପହଞ୍ଚ। ପ୍ରଥମେ ହକି ବିଶ୍ୱକପ୍‌ ପରେ ବାତ୍ୟା ଫନୀ ଓ ଏବେ କରୋନା ପାଇଁ ଅଧାପନ୍ତରିଆ ପଡ଼ିଛି ସ୍ମାର୍ଟ…

ଜମ୍ମୁ-କଶ୍ମୀରରେ ୩ ଲଶ୍କର ଆତଙ୍କବାଦୀ ଗିରଫ: ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର, ୧୯।୯: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷା ବଳଙ୍କ ସଫଳତା ମିଳିଛି। ଏଠାରେ ୩ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ରାଜୌରୀ ଜିଲାରୁ ଶନିବାର ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଛି। ସେମାନେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚିଥିଲେ। ମିଳିତ ସୁରକ୍ଷାକର୍ମୀଙ୍କୁ ଚଢ଼ାଉ ଯୋଗୁ…

ସହରରେ ପ୍ରବାସୀ ଶ୍ରମିକଙ୍କୁ ୨୫ ବର୍ଷ ପାଇଁ ଶସ୍ତାରେ ମିଳିବ ଘରଭଡ଼ା

ନୂଆଦିଲ୍ଲୀ, ୧୯।୯: ସହରରେ ପ୍ରବାସୀ ଶ୍ରମିକଙ୍କୁ ଶସ୍ତାରେ ଘର ଭଡ଼ା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହାର ଦୁଇଟି ମଡ୍ୟୁଲ ଉପରେ କାମ ଆରମ୍ଭ କରାଯାଇଛି। ଶସ୍ତାରେ ସହରକୁ କାମଧନ୍ଦା ପାଇଁ…

ଏଲ୍‌ଏସିରେ ଉତ୍ତେଜନା: ୪ଟି ସ୍ଥାନରେ ଭାରତ ଚାଇନା ମୁହାଁମୁହିଁ

ଲେହ, ୧୯।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପୂର୍ବ ଲଦାଖରେ ପୋଙ୍ଗାଙ୍ଗ ହ୍ରଦ ନିକଟ ବର୍ତ୍ତୀ ଅଞ୍ଚଳରେ ୪ଟି ସ୍ଥାନରେ ଭାରତ ଯବାନ ଏବଂ ଚାଇନା ସୈନ୍ୟ ପରସ୍ପରର ରାଇଫଲ ରେଞ୍ଜ୍‌ ମଧ୍ୟରେ ରହିଛନ୍ତି। ଦୁଇପକ୍ଷଙ୍କ ମଧ୍ୟରେ…

ଆମେରିକାର ଜଣାଶୁଣା ବିଚାରପତି ରୁଥ ବେଡରଙ୍କ ପରଲୋକ

ୱାଶିଂଟନ,୧୯ ।୯: ଆମେରିକା ସୁପ୍ରିମକୋର୍ଟର ବିଚାରପତି ଥିବା ଜଷ୍ଟିସ ରୁଥ ବେଡର ଗିନସ୍‌ବର୍ଗଙ୍କର ଶୁକ୍ରବାର ୮୭ ବର୍ଷ ବୟସରେ ୱାଶିଂଟନରେ ଥିବା ତାଙ୍କ ଘରେ ପରଲୋକ ହୋଇଛି । ମହିଳା ଅଧିକାରକୁ ନେଇ ସେ ବେଶ୍ ପରିଚିତ ଥିଲେ । ଏହାସହ…

ହରସିମ୍‌ରତଙ୍କ ସ୍ଥାନରେ ତୋମାରଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୧୯।୯(ପି.ଟି.): କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ମନ୍ତ୍ରିମଣ୍ଡଳରୁ ହରସିମ୍‌ରତ କୌର ବାଦଲ ଗୁରୁବାର ଇସ୍ତଫା ଦେବା ପରେ ନରେନ୍ଦ୍ର ସିଂ ତୋମାରଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷରେ ହରସିମ୍‌ରତଙ୍କ ଇସ୍ତଫାପତ୍ରକୁ ଶୁକ୍ରବାର…

କଟକଣା ମଧ୍ୟରେ ହେବ କୁମ୍ଭମେଳା

ନୂଆଦିଲ୍ଲୀ,୧୯।୯(ପି.ଟି.): ୨୦୨୧ ଜାନୁୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ହରିଦ୍ୱାରରେ ହେବ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା। ତେବେ କରୋନା ମହାମାରୀ ସମୟରେ ଏତେବଡ଼ ଧାର୍ମିକ ସମାବେଶକୁ କିପରି ଅନୁମତି ଦିଆଯିବ ସେନେଇ ଉତ୍ତରାଖଣ୍ଡ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର…

ଇଣ୍ଡଷ୍ଟ୍ରି ସମସ୍ତଙ୍କର: ମୁକେଶ ଖାନ୍ନା

ମୁମ୍ବାଇ,୧୯।୯: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡରେ ବର୍ତ୍ତମାନ ତୁ ତୁ ମେମେ ଲାଗି ରହିଛି। ସୋମବାର ଲୋକସଭାରେ ଏ ପ୍ରସଙ୍ଗ ଉଠାଇ ଅଭିନେତା ତଥା ଭାଜପା ଏମପି ରବି କିଶନ ବଲିଉଡକୁ…

ପଶ୍ଚିମବଙ୍ଗ, କେରଳରେ ଏନ୍‌ଆଇଏର ଚଢାଉ: ଅଲକାଏଦାର ୯ ଆତଙ୍କବାଦୀ ଗିରଫ

ମୁର୍ସିଦାବାଦ,୧୯ ।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ)କୁ ଶନିବାର ବଡ ସଫଳତା ମିଳିଛି । ଏନ୍‌ଆଇଏ ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ କେରଳର ଏର୍ନାକୁଲମରେ ଚଢାଉ କରିବା ଫଳରେ ଅଲକାଏଦା ଆତଙ୍କବାଦୀଙ୍କ ସମ୍ପର୍କରେ ବହୁ ତଥ୍ୟ ପାଇଛି । ଏହି ସମୟରେ ଏନ୍‌ଆଇଏ ଦ୍ୱାରା…

ଏପରି କହି ଜୟାଙ୍କୁ ଟାର୍ଗେଟ କଲେ ମୁକେଶ

ମୁମ୍ବାଇ,୧୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡରେ ବର୍ତ୍ତମାନ ତୁ ତୁ ମେମେ ଲାଗି ରହିଛି। ସୋମବାର ଲୋକସଭାରେ ଏ ପ୍ରସଙ୍ଗ ଉଠାଇ ଅଭିନେତା ତଥା ଭାଜପା ଏମପି ରବି କିଶନ ବଲିଉଡକୁ ନର୍ଦ୍ଦମା…

ଅକ୍ଟୋବର ୧୨ରୁ ଓଜେଇଇ

ଭୁବନେଶ୍ୱର, ୧୮।୯(ବ୍ୟୁରୋ)- ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅକ୍ଟୋବର ୧୨ରୁ ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶୁକ୍ରବାର ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ଓଜେଇଇ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri