Posted inଜାତୀୟ

ଦୀର୍ଘ ୫୫ ବର୍ଷ ପରେ ଭାରତ-ବାଂଲାଦେଶ ମଧ୍ୟରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୧।୧୨: ଦୀର୍ଘ ୫୫ ବର୍ଷ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ରେଳ ମାର୍ଗ ଖୋଲାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବର ୧୭ରେ ପଶ୍ଚିମବଙ୍ଗର ହଲଦିବାଡୀ ଏବଂ ପଡୋଶୀ ବାଂଲାଦେଶର ଚିଲହାଟୀ ମଧ୍ୟରେ ରେଳ ମାର୍ଗ ଉଦ୍‌ଘାଟନ କରିବେ। ଉତ୍ତର-ପୂର୍ବ ସୀମାନ୍ତ ରେଳ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ୧୯୮୬ରେ ଭାରତ ଏବଂ ପୂର୍ବ ପାକିସ୍ଥାନ ମଧ୍ୟରେ ରେଳ ସଂଯୋଗ ଭାଙ୍ଗିବା ପରେ କୁଚ ବିହାରର ହଲଦିବାଡୀ ଠାରୁ ଉତ୍ତର ବାଂଲାଦେଶର ଚିଲହାଟୀ ପର୍ଯ୍ୟନ୍ତ ରେଳ ଲାଇନ ଖରାପ ହୋଇଯାଇଥିଲା। ଏନଏଫଆର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁଭାନ ଚନ୍ଦା କହିଛନ୍ତି ଯେ ଚିଲହାଟୀରୁ ହାଲଡିବାରୀ ପର୍ଯ୍ୟନ୍ତ ଏକ ମାଲବାହୀ ଟ୍ରେନ ଚଳାଚଳ କରିବ, ଯାହାକି ଏନଆରଏଫର କଟିହର ବିଭାଗ ଅଧୀନରେ ଅଛି। ସୂତ୍ରରୁ ପ୍ରକାଶ ଯେ ଅନ୍ତରାଷ୍ଟୀୟ ସୀମାଠାରୁ ହଲଦିବାଡୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୂରତା ୪.୫ କିଲୋମିଟର ଥିବାବେଳେ ବାଂଲାଦେଶର ଚିଲହାଟୀର ଦୂରତା ଜିରୋ ପଏଣ୍ଟଠାରୁ ୭.୫ କିଲୋମିଟର ଦୂରରେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣେର ଲୁଲ୍ଲା ନଗର ଅଞ୍ଚଳରେ ହୋଟେଲରେ ଲାଗିଲା ନିଆଁ

ପୁଣେ,୧ ।୧୧: ମହାରାଷ୍ଟ୍ର ପୁଣେର ଲୁଲ୍ଲା ନଗର ଅଞ୍ଚଳରେ ଥିବା ଏକ ପ୍ରସିଦ୍ଧ ହୋଟେଲରେ ମଙ୍ଗଳବାର ସକାଳେ ନିଆଁ ଲାଗି ଯାଇଛି । ହୋଟେଲର ଚତୁର୍ଥ...

କରୋନା ମାର୍ଗଦର୍ଶିକାକୁ ଫୁ, ରାଜଧାନୀର ବଜାର ପୁଣି ବନ୍ଦ…

ନୂଆଦିଲ୍ଲୀ,୫।୭: କରୋନା ମାର୍ଗଦର୍ଶିକାକୁ ପାଳନ ନ କରାଯିବାରୁ ରାଜଧାନୀ ଦିଲ୍ଲୀରେ ବଜାରକୁ ପୁଣି ବନ୍ଦ କରି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ଦିଲ୍ଲୀରେ...

ପଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ହଟାଉ ଚାଇନା: ସେନା ଅଧିକାରୀସ୍ତରୀୟ ଆଲୋଚନାରେ ଭାରତର ଦାବି

ନୂଆଦିଲ୍ଲୀ,୬ା୬(ପି.ଟି./ଆଇଏଏନ୍‌ଏସ୍‌)-ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ମାସେ ହେଲା ଅଚଳାବସ୍ଥା ଲାଗି ରହିଥିବାବେଳେ ଏହାର ସମାଧାନ ପାଇଁ ପ୍ରଥମ ବଡ଼ ପଦକ୍ଷେପ ସ୍ବରୂପ ଶନିବାର ଭାରତ...

୩୫ ବର୍ଷରେ ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ଏବେ ବି ମିଳିନି ମୃତକଙ୍କୁ ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୫ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି...

ତାମିଲନାଡୁରେ ବୃଦ୍ଧି ହେଲା ଲକ୍‌ଡାଉନ ଅବଧି

ଚେନ୍ନାଇ,୧୩।୪: କରୋନା ସଂକ୍ରମଣ ଏବେବି ବିଭିନ୍ନ ରାଜ୍ୟରେ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଲକ୍‌ଡାଉନ ଅବଧିକୁ ୩୦...

ଅମିତାଭଙ୍କ ଘର ନିକଟକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ମୁମ୍ବାଇ,୧୨।୭: କରୋନା ମହାମାରୀ ସହ ସମସ୍ତେ ଲଢିବାକୁ ପ୍ରସ୍ତୁତ ଥିବା ବେଳେ ଏହା ଏବେ ବଲିଉଡ୍‌ ଜଗତକୁ ପ୍ରବେଶ କରିଛି। ଶନିବାର ବିଗ୍‌ ବି ଅମିତାଭ...

ୟୁନିଟେକ୍‌ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ୩୯୫ କୋଟି ଟଙ୍କା ଆଇଡିବିଆଇ ବ୍ୟାଙ୍କ ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ୟୁନିଟେକ୍‌ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକମାନଙ୍କ ନାଁରେ ସିବିଆଇ ଶୁକ୍ରବାର...

ବିଧାନସଭାରେ ହଙ୍ଗାମା: ମାରପିଟ୍‌ ସହ ପୋଷାକ ଚିରିଲେ ବିଧାୟକ

କୋଲକତା,୨୮।୩: ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନର ଶେଷ ଦିନ ଗୃହରେ ଉତ୍ତେଜନା ପ୍ରକାଶ ପାଇଛି। ଭାଜପା ଏବଂ ଟିଏମସିର ବିଧାୟକଙ୍କ ମଧ୍ୟରେ ମାରପିଟ୍‌ ଲାଗିବା ସହ...

Advertisement
Archives

Model This Week