Home

ସ୍ତ୍ରୀଙ୍କୁ ‘ବିରିୟାନୀ’ କହି ଟ୍ରୋଲ ହେଲେ କ୍ରିଷ୍ଣା

ବଦଳିଯାଇଛନ୍ତି କଶ୍ମୀରା ଶାହ। ନିଜର ବଡି ଟାନ୍ସଫର୍ମେଶନକୁ ନେଇ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଯେକେହି ତାଙ୍କ ଏବେର ଫଟୋକୁ ଦେଖି ଘଡ଼ିଏ ଚାହୁଁଛନ୍ତି। ସେଥିରୁ ବା ସ୍ବାମୀ କ୍ରିଷ୍ଣା ଅଭିଶେକ ବର୍ତ୍ତିବେ କିଭଳି। କଶ୍ମୀରାଙ୍କ ନୂଆ ବୋଲ୍ଡ ଲୁକ୍‌…

ଅର୍ଣ୍ଣବ ଗୋସ୍ବାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ,୧୧।୧୧-ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଜାମିନ ମିଳିଛି। ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଫଳରେ ଅର୍ଣ୍ଣବ ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଜଷ୍ଟିସ ଡି ଚନ୍ଦ୍ରଚୁଡ…

ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି ସହ ପୂରା ଦରମା

ସାଧାରଣତଃ ପିଲା ଜନ୍ମ ହେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ ହେଉଛି ଜାପାନ। ଯେଉଁଠି ସନ୍ତାନ ଜନ୍ମ ହେଲେ ବାପାଙ୍କୁ କାର୍ଯ୍ୟସ୍ଥଳରେ ସର୍ବାଧିକ ଛୁଟି ମିଳିଥାଏ।…

ଅଧିକ ସୁନ୍ଦରୀ ହୋଇଥିବାରୁ ଏହି ମଡେଲକୁ ବ୍ୟାନ୍‌ କରିଦେଲା ଡେଟିଂ ଆପ୍‌ ଟିଣ୍ଡର: ପୋଷ୍ଟ ଲେଖି କହିଲେ ଏପରି…

ଖରାପ ବିଷୟବସ୍ତୁ ଅଥବା ନିୟମ ଉଲ୍ଲଂଘନ କରିବାର କାରଣରୁ ସୋସିଆଲ ମିଡିଆରେ କାହାକୁ ବାରଣ କରାଯିବା କଥା ଆପଣ ଶୁଣିଥାଇପାରନ୍ତି। ହେଲେ ବେଶି ସୁନ୍ଦର ହେବା ଯୋଗୁ ଜଣେ ମଡେଲଙ୍କୁ ଡେଟିଂ ଆପ୍‌ ଟିଣ୍ଡର ବାରମ୍ବାର ତାଙ୍କ ଅଫିସିଆଲ ଆକାଉଣ୍ଟକୁ ବାରଣ…

କ୍ୟାନସର ହେବା ନାଁରେ ଅର୍ଥ ସଂଗ୍ରହ କରି ଏପରି ଉଡ଼ାଉଥିଲେ ମହିଳା, ଜଣାପଡ଼ିବା ପରେ…

ଲଣ୍ଡନ,୧୧ା୧୧: ବ୍ରିଟେନର ଜଣେ ମହିଳା ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ମହିଳା ନିଜକୁ ଜଣେ କର୍କଟ ରୋଗୀ କହି ଅନ୍‌ଲାଇନ ଯୋଗେ ପାଣ୍ଠି ମାଗୁଥିଲେ। ଆଉ ଏହି ପାଣ୍ଠି ପାଇବା ପରେ ସେ ଅନ୍‌ଲାଇନ ଜୁଆ ସମେତ…

୬୨ ଦିନ ଧରି କୋମାରେ ଥିଲେ ଯୁବକ, ଏହି ଖାଦ୍ୟ ନାଁ ଶୁଣି ଆସିଗଲା ହୋସ୍‌

କୁହାଯାଏ, ମନପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରେ ଲାଳ ଆସିଯାଏ। ମାତ୍ର ଖାଦ୍ୟର ନାଁ ଶୁଣି କୋମାରେ ଥିବା ଜଣେ ଯୁବକଙ୍କ ଯେ ହୋସ୍‌ ଆସିଯିବ ଏହା ସହଜରେ ବିଶ୍ୱାସ କରି ହେଉନାହିଁ। ମାତ୍ର ଏହା ସତ। ଉତ୍ତର-ପଶ୍ଚିମ ତାଇଓ୍ବାନରେ ଏମିତି…

ଖୋଲିଲା ପ୍ରେମ ମନ୍ଦିର

ମଥୁରା,୧୧।୧୧: ଉତ୍ତର ପ୍ରଦେଶର ବୃନ୍ଦାବନସ୍ଥିତ ପ୍ରେମ ମନ୍ଦିର ଦୀର୍ଘ ୮ ମାସ ପରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଛି। କୋଭିଡ-୧୯ର ଗାଇଡଲାଇନ୍‌ ଅନୁଯାୟୀ ଏହି ମନ୍ଦିର ଖୋଲାଯାଇଥିବା ଜନସମ୍ପର୍କ ଅଧିକାରୀ ଅଜୟ ତ୍ରିପାଠୀ କହିଛନ୍ତି। ପ୍ରଥମ ଦିନ ଦର୍ଶନ ପାଇଁ ଅନେକ…

‘ଶୂନ’ରେ ଆଉଟ୍‌ ହେବାରୁ ଅଳ୍ପକେ ବର୍ତ୍ତିଲା ଚିରାଗଙ୍କ ଦଳ

ପାଟନା,୧୧।୧୧: ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସବୁଠୁ ଆଶ୍ଚର୍ଯ୍ୟ କରିଦେବା ଭଳି ନିଷ୍ପତ୍ତି ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ପକ୍ଷରୁ ନିଆଯାଇଥିଲା। ଦଳର ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ। କେନ୍ଦ୍ରରେ ଏନଡିଏ ସହ…

ପ୍ରେମିକାଙ୍କ ଜନ୍ମଦିନ ଉପହାର ପ୍ରେମିକଙ୍କୁ ରାତାରାତି କରିଦେଲା କୋଟିପତି

ସାଧାରଣତଃ ଜନ୍ମଦିନରେ ଲୋକଙ୍କୁ ଉପହାର ସ୍ବରୂପ ଅନେକ ଜିନିଷ ମିଳିଥାଏ। ସେ ଛୋଟ ହେଉ କି ବଡ଼। ଖୁସିରେ ସମସ୍ତେ ପ୍ରଦାନ କରିଥାନ୍ତି। ମାତ୍ର କେବେ ଶୁଣିଛନ୍ତି ଛୋଟମୋଟ ଉପହାର ବି ବେଳେବେଳେ ଭାଗ୍ୟ ଖୋଲିଦେଇଥାଏ। ଆଜ୍ଞା ହଁ, ଏଭଳି ଏକ…

ଭାରତ ସହ ଖାସ୍‌ ଜର୍ସିରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ

ସିଡନୀ,୧୧।୧୧:ଅଷ୍ଟ୍ରେଲିଆ କ୍ରିକେଟ ଦଳ ଭାରତ ବିପକ୍ଷ ଆଗାମୀ ଟି -୨୦ ସିରିଜରେ ଏକ ସ୍ବତନ୍ତ୍ର ଡିଜାଇନ ହୋଇଥିବା ସ୍ବଦେଶୀ ଜର୍ସି ପିନ୍ଧିବେ। କ୍ରିକେଟରେ ଅଷ୍ଟ୍ରେଲିଆର ଦେଶବାସୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ନିର୍ମାତା ଏସିକ୍ସ ଏବଂ ଦୁଇ…

କାଳିଆ ଯୋଜନା ନାଁରେ ମହିଳାଙ୍କୁ ଠକେଇ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗରଦ ଗ୍ରାମର ନିରୀହ ଆଦିବାସୀ ମହିଳା ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା କରାଇ ଦେବାକୁ କହି ୩୯ ହଜାର ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ସୁରେଖା ମଲ୍ଲିକ,…

ଚୋରି ଯାଇଥିବା ସାଢ଼େ ୬ କେଜି ସୁନା ଗହଣା ଜବତ, ୧୫ ଗିରଫ

ଛତ୍ରପୁର,୧୧ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ସୁନା ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ଅକ୍ଟୋବର ୧୨ ବିଳମ୍ବିତ ରାତିରେ ସୁନା ଚୋରି ହୋଇଥିଲା। ତେବେ ବୁଧବାର ଏହି ଘଟଣାରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ସମ୍ପୃକ୍ତ ୧୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri