Posted inଜାତୀୟ

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ବଳାତ୍କାର ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୭।୧୨: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସବୁବେଳେ ବଳାତ୍କାର ନୁହେଁ। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଦୀର୍ଘଦିନ ଧରି ଏଭଳି ସମ୍ପର୍କ ସମ୍ପୃକ୍ତ ମହିଳାଙ୍କ ସହମତି ହେଉଥିବାରୁ ଏହାକୁ ବଳାତ୍କାର କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ବିଚାରପତି ବିଭୁ ବାଖରୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ବିବାହ ପ୍ରତିଶ୍ରୁତି ଦ୍ୱାରା ସ୍ବଇଛାରେ ଶାରୀରିକ ସମ୍ପର୍କ ସ୍ଥାପନ କରାଯାଉଥିବାରୁ ଏହାକୁ ଅନୈତିକ କୁହାଯାଇ ପାରିବ ନାହିଁ। ଭାରତୀୟ ପିଙ୍ଗଳ କୋଡ ଧାରା ୩୭୫ ଅନୁସାରେ ସ୍ବଇଛାରେ ଦୀର୍ଘଦିନ ଧରି ବିବାହ ପ୍ରତିଶ୍ରୁତି ଦ୍ୱାରା ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବଳାତ୍କାର କୁହାଯାଇ ପରିବ ନାହିଁ ବୋଲି କୋର୍ଟ କହିଛନ୍ତି। ୨୦୦୮ରେ ଜଣେ ମହିଳାଙ୍କ ସହିିତ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରାଯାଇଥିବା ଏକ ମାମଲାର ବିଚାର କରି କୋର୍ଟ ଏପରି କହିଛନ୍ତି। ମହିଳା ଜଣକ ତାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆଣିଥିଲେ। ତେବେ ହାଇକୋର୍ଟ ଏହାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରାୟନ-୨: ଉତ୍‌କ୍ଷେପଣ ୪ ଦିନ ମଧ୍ୟରେ ନ ହେଲେ ୩ ମାସ ପରେ ହେବ

ଶ୍ରୀହରିକୋଟା,୧୫।୭: ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ଶେଷ ମୁହୂର୍ତ୍ତରେ ଅଟକି ଯାଇଛି। ଆଗାମୀ ୪ ଦିନ ମଧ୍ୟରେ ଏହାର ଉତ୍‌ କ୍ଷେପଣ କରା ନ ଗଲେ ଏହି କାର୍ଯ୍ୟକ୍ରମ...

ଘନେଇଲା ଓମିକ୍ରନ୍‌ ସଙ୍କଟ, ୨୨ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ ଛୁଇଁଲା…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଙ୍କଟ ଘନେଇବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୨...

ଦୁର୍ନୀତିଗ୍ରସ୍ତ, ଅପାରଗ ସରକାରୀ କର୍ମଚାରୀଙ୍କୁ ସାବାଡ୍‌ କରିବେ ମୋଦି ସରକାର

ନୂଆଦିଲ୍ଲୀ,୩୦।୮: ଦୁର୍ନୀତିଗ୍ରସ୍ତ ତଥା ଅପାରଗ ସରକାରୀ କର୍ମଚାରୀଙ୍କୁ ସାବାଡ୍‌ କରିବାକୁ ମୋଦି ସରକାର ବର୍ତ୍ତମାନ ପ୍ରସ୍ତୁତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏଭଳି ସରକାରୀ କର୍ମଚାରୀଙ୍କୁ ଚିହ୍ନଟ...

କରୋନା ଅଣାୟତ୍ତ: ୨୦ ଦିନରେ ୨୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୮।୭: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଆସନ୍ତା ୨୦ ଦିନରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇ ୨୦ ଲକ୍ଷ...

କେବେ ଦେଖିଛନ୍ତି କି ଏଭଳି ସଡ଼କ ଦୁର୍ଘଟଣା? କାର୍‌ ହେଲା ଦୁଇଫାଳ; ଫଟୋ ଭାଇରାଲ ପରେ..

ନୂଆଦିଲ୍ଲୀ,୧୫।୬: ଯାନବାହାନ ଚଳାଇବା ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ। ଏହାର ଅନେକ ଘଟଣା ପ୍ରତ୍ୟେହ ଦେଖିବାକୁ ମିଳୁଥିବା ବେଳେ କିଛିକୁ ଦେଖିଲେ ଭୟ ଲାଗିଥାଏ। ବିଶେଷକରି...

ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା ଯାଞ୍ଚରେ ସାମିଲ ହୋଇପାରେ ରୁଷିଆ

ନୂଆଦିଲ୍ଲୀ,୧୦ ।୧୨: ଗତ ବୁଧବାର କୁନ୍ନୁରର ନୀଳଗୀରି ଅଞ୍ଚଳରେ ବାୟୁସେନାର ଏମ୍‌ଆଇ୧୭ ଭି୫ ହେଲିକପ୍ଟର ଦୁର୍ଘଟଣା ହେବା ଫଳରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ...

ପଶ୍ଚିମବଙ୍ଗରେ ଶୀଘ୍ର ଲାଗୁ ହେବ ସିଏଏ: ଶୁଭେନ୍ଦୁ ଅଧିକାରୀ…

କୋଲକାତା,୧।୧୧ : ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା...

‘ଓମିକ୍ରନରୁ ବର୍ତ୍ତିବା ପାଇଁ କପଡ଼ା ମାସ୍କ ସୁରକ୍ଷିତ ନୁହେଁ’

ନୂଆଦିଲ୍ଲୀ, ୨୩ା୧୨: କରୋନାର ଦ୍ରୁତ ସଂକ୍ରାମକ ଭାରିଆଣ୍ଟ ଓମିକ୍ରନରୁ ବର୍ତ୍ତିବା ପାଇଁ କପଡ଼ା ମାସ୍କ ସୁରକ୍ଷିତ ନୁହେଁ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ମିଶ୍ରିତ ମାଟେରିଆଲର...

Advertisement
Archives

Model This Week