Posted inଖେଳ

ଲଜ୍ଜାଜନକ ସ୍କୋର ୩୬/୯: ସେହଓ୍ବାଗ କହିଲେ ‘ମ୍ୟାଚ୍‌କୁ ଭୁଲିବା ପାଇଁ ଓଟିପି ୪୯୨୦୪୦୮୪୦୪୧’

ନୂଆଦିଲ୍ଲୀ,୧୯।୧୨:ଆଡିଲେଡ୍‌ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୯/୧ରୁ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ। ମାତ୍ର ୩୬ ରନ୍‌ କରି ଦଳ ୯ ଉଇକେଟ ହରାଇଥିଲା। ଶେଷରେ ୯୦ରନ୍‌ ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ଘରୋଇ ଟିମ୍‌। ତେବେ ୬୫ ବର୍ଷ ପରେ ଭାରତର ଏଭଳି ଲଜ୍ଜାଜନକ ସ୍କୋର ପରେ ସୋସିଆଲ ମିଡିଆରେ ମଜା ଉଡାଯାଉଛି।

ବିରେନ୍ଦ୍ର ସେହଓ୍ବାଗ ଟୁଇଟ୍‌ କରି ମ୍ୟାଚ୍‌କୁ ଭୁଲିବା ପାଇଁ ଓଟିପି ୪୯୨୦୪୦୮୪୦୪୧ ବୋଲି ଲେଖିଛନ୍ତି। ସେହିଭଳି ଅଭିଜିତ ଗାଙ୍ଗୁଲି, ଓ୍ବାସିମ୍‌ ଜାଫରଙ୍କ ଭଳି ଦିଗ୍ଗଜ ଭାରତୀୟ ଖେଳାଳିଙ୍କ ବ୍ୟକ୍ତିଗତ ରନ୍‌ କରିବାକୁ ମଜା ଉଡାଇଛନ୍ତି।
ଦେଖନ୍ତୁ ସେଭଳି କିଛି ପ୍ରତିକ୍ରିୟା..



Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିତିଲା ଅଷ୍ଟ୍ରେଲିଆ

କେପଟାଉନ୍‌,୨୬।୨: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଆଜି ଖେଲାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଟସ ଜିତି ଅଷ୍ଟ୍ରେଲିଆ...

ଓଡ଼ିଶା ବିପକ୍ଷରେ ବରୋଦା ୨୯୦/୪

ଭୁବନେଶ୍ୱର, ୨୩ା୧(ସ୍ପୋଟର୍‌ସ ବ୍ୟୁରୋ): କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ କୁଚ ବିହାର ଟ୍ରଫି କ୍ରିକେଟ ମ୍ୟାଚର ପ୍ରଥମ ଦିବସରେ ବରୋଦା ୪ ଉଇକେଟ...

ସଡ଼କ ସୁରକ୍ଷାକୁ ବ୍ଲେକ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ, ୩।୧୨- ”ଭାରତକୁ ଆସିଥିବାରୁ ମୁଁ ବହୁତ ଖୁସି। ତେବେ ଏଠାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧୫୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଜାଣି ବହୁତ...

ଏପର୍ଯ୍ୟନ୍ତ କ୍ରିକେଟରୁ ଅବସର ନେଇନାହାନ୍ତି ୨୦୦୩ ବିଶ୍ୱକପ୍‌ର ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ଉଇକେଟକିପର-ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ସେ ଶେଷ ଥର ପାଇଁ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଶୋକବ୍ୟକ୍ତ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୩।୬:ବାହାନଗା ଟ୍ରେନ୍‌ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ବିରାଟ କୋହଲି। ଟେ ଟ୍ବିଟ୍‌ କରି କହିଛନ୍ତି, ଓଡିଶାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ।...

ଧୋନୀଙ୍କ ଫାର୍ମହାଉସ୍‌ ଆଗରେ ଫିକା କପିଲ-କୋହଲୀ-ତେନ୍ଦୁଲକରଙ୍କ ବଙ୍ଗଳା

ନୂଆଦିଲ୍ଲୀ,୭।୭: ଦୀର୍ଘ ଏକ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର...

ଶୃଙ୍ଖଳାଗତ କମିଟିରେ ହାଜର ହେବେ ଅଙ୍କେତ

ନୂଆଦିଲ୍ଲୀ,୨୮ା୮: ପିସ୍ତଲ ଶୁଟର ଅଙ୍କେତ ତୋମରଙ୍କୁ ବାକୁରେ ଅନୁଷ୍ଠିତ ବିଶ୍ୱକପ ଦଳରୁ ଶୁଟିଂ ବାଦ ଦିଆଯାଇଛି। ସାଥୀ ଖେଳାଳିଙ୍କ ସହ ଝଗଡ଼ା କାରଣରୁ ଜାତୀୟ ରାଇଫଲ୍‌...

କୋହଲିଙ୍କୁ ନୁହେଁ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଉ: ଡବ୍ଲୁଟିସି ଫାଇନାଲ ହାରିବା ପରେ…

ନୂଆଦିଲ୍ଲୀ,୨୭।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପୁଣି ଥରେ ପ୍ରଶବାଚୀ ସୃଷ୍ଟି ହୋଇଛି। ଅନେକ ପୂର୍ବତନ...

Advertisement
Archives

Model This Week