ରିପୋର୍ଟରଙ୍କୁ କାଷ୍ଟିଂ କାଉଚ୍‌ ପାଇଁ ରାଜି କରାଉଥିବା ବେଳେ ଧରାପଡ଼ିଥିଲେ ଏହି ଅଭିନେତ୍ରୀଙ୍କ ବାପା, ଆଉ ତା’ ପରେ..

ବମ୍ବେ: କଥାରେ ଅଛି ଗୋଟିଏ ଜିନିଷକୁ ତିଆରି କରିବାକୁ ବର୍ଷ ବର୍ଷ ଲାଗେ, ହେଲେ ତାକୁ ନଷ୍ଟ କରିବାକୁ କିଛି ସେକେଣ୍ଡ। ବଲିଉଡ୍‌ରେ ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଗୋଟିଏ ଭୁଲ ପାଇଁ ନିଜର କ୍ୟାରିୟରକୁ ନଷ୍ଟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବାପା ଶକ୍ତି କପୁର ଜଣେ।

କାଷ୍ଟିଂକାଉଚ୍‌କୁ ନେଇ ଶକ୍ତିଙ୍କ ଅଭିନୟଜୀବନ ଖରାପ ହୋଇଯାଇଥିଲା। ସେ ଜଣେ ରିପୋର୍ଟରଙ୍କୁ କାମ ଦେବା ଲାଗି କାଷ୍ଟିଂକାଉଚ ପାଇଁ କହିଥିଲେ। ଏକ ଷ୍ଟିଂଗ ଅପରେଶନରେ ଏହା ଜଣାପଡ଼ିଥିଲା। ପରେ ସେ ଇଣ୍ଡଷ୍ଟ୍ରୀର ନାମୀଦାମୀ ହିରୋଇନ୍‌ ରାଣୀ ମୁଖାର୍ଜୀ, ଐଶ୍ୱର୍ଯ୍ୟା ରାୟ, ପ୍ରତି ଜିଣ୍ଟା କାଷ୍ଟିଂକାଉଚ ପାଇଁ ବଡ଼ ଉପଲବ୍ଧି ହାସଲ କରିଥିବା କହି ବିବାଦକୁ ଆସିଥିଲେ। ବାସ୍‌ ଏହି ଗୋଟିଏ ଭୁଲ ପାଇଁ ତାଙ୍କୁ ବଲିଉଡ୍‌ରେ କାମ ମିଳିବା ବନ୍ଦ ହୋଇଯାଇଥିଲା। ତାଙ୍କ ସହ କେହି କାମ କରିବାକୁ ରାଜି ହୋଇ ନ ଥିଲେ।

ସେହି ସମୟ ବିତିଯାଇଥିବା ବେଳେ ଏବେ ଶକ୍ତିଙ୍କ ପୁଅ ଓ ଝିଅ ଉଭୟେ ସିନେଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ନିରୂପଣ କରିସାରିଛନ୍ତି। ଅଭିନୟ ସାଙ୍ଗକୁ ନୃତ୍ୟରେ ମଧ୍ୟ ଶ୍ରଦ୍ଧା କିମିଆ କରୁଛନ୍ତି। ସେହିଭଳି ପୁଅ ଖଳନାୟକ ଭୂମିକାରେ ନଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲ ବେଳା ଆସିଛି

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ଶାହରୁଖଙ୍କ ଖୁସିି ଏବେ କହିଲେ ନ ସରେ। କାରଣ ଯେଉଁ ୟଶରାଜ ଫିଲ୍ମସ...

‘ଯବାନ’ରେ ଶାହରୁଖ୍‌ଙ୍କ ସହ ନଜର ଆସିବେ ଦୀପିକା

ମୁମ୍ବାଇ: ପୁଣିଥରେ ଏକାଠି ନଜରକୁ ଆସିବେ ବଲିଉଡ୍‌ର ନାମକରା ଯୋଡି ଶାହରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌। ଶାହରୁଖ୍‌ଙ୍କ ଆଗାମୀ ଫିଲ୍ମ ‘ଯବାନ’ରେ ତାଙ୍କ ଭିନ୍ନ...

ସୁଶାନ୍ତଙ୍କୁ ଝୁରୁଛନ୍ତି ପ୍ରେମିକା, ଭିଡିଓ ଶେୟାର କରି ଲେଖିଲେ…

ବମ୍ବେ: ପ୍ରେମିକ ତଥା ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିବାଦକୁ ଚାଲିଆସିଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଧିରେ ଧିରେ କଥା...

ରବିନାଙ୍କୁ ଦେଖି ନିଜକୁ ହଜାଇ ଦେଲେ ରାଜକୁମାର

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନ ଏବେ ଆଉ ବଡ ପରଦାରେ ନଜର ଆସୁ ନାହାଁନ୍ତି। ହେଲେ ଟେଲିଭିଜନ ରିୟଲିଟି ଶୋ’ ‘ନଚ ବଲିୟେ’ରେ ରବିନାଙ୍କୁ...

ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’

ଭୁବନେଶ୍ବର: ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୪ତମ ଶୁଭ ଆବିର୍ଭାବ ତିଥି ଅବସରରେ ବୁଧବାର ମୁକ୍ତିଲାଭ କରିଛି ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’ । ଝାଡ଼ଖଣ୍ଡ ଦେଓଘରସ୍ଥିତ ସତସଙ୍ଗ...

ଭିନ୍ନ ଜାତିରେ ବିବାହ ଯୋଗୁ ଭାଗ୍ୟଶ୍ରୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ପରିବାର; ଅମିତାଭ ଜାଣିବା ପରେ…

ବମ୍ବେ: ପ୍ରେମବିବାହକୁ ଆଜି ବି ଅନେକେ ପରିବାର ପସନ୍ଦ କରନ୍ତି ନାହିଁ। ଯଦି ବି ପ୍ରେମୀଯୁଗଳ ପରିବାରକୁ ନ ଜଣାଇ ବିବାହ କରିନିଅନ୍ତି, ତେବେ ପରିବାରଲୋକେ...

ଅଙ୍କିତାଙ୍କୁ ନେଇ ଧୋନୀଙ୍କ ଘରକୁ ଯାଇଥିଲେ ସୁଶାନ୍ତ

ବମ୍ବେ: ବଲିଉଡ୍‌ର ଏକପ୍ରକାର ଝଡ଼ ସୃଷ୍ଟି କରିଛି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା। ଗୋଟିଏପଟେ ପରିବାରଲୋକେ କଥାକୁ ଗ୍ରହଣ କରିପାରୁ ନ ଥିବା ବେଳେ...

ବିନା ଅନୁମତିରେ ରାଜ୍‌ କପୁରଙ୍କ ବେଡ୍‌ରୁମ୍‌କୁ ପଶିଯାଇଥିଲେ ନର୍ଗିସ: ପରେ ଯାହା ଘଟିଲା…

ଅଭିନେତା ରାଜ କପୁର ଏବଂ ନର୍ଗିସ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନଙ୍କର ଯୋଡିକୁ ମଧ୍ୟ ଦର୍ଶକମାନେ ଭଲ ପାଉଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ...

Advertisement
Archives

Model This Week