ମଡର୍ନା ନେଲେ କମଲା ହାରିସ୍‌

ଓ୍ବାଶିଂଟନ୍‌, ୩୧ା୧୨: ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ ବୁଧବାର କୋଭିଡ୍‌ ଟିକା ମଡର୍ନାର ପ୍ରଥମ ଡୋଜ ନେଇଛନ୍ତି। ଟିକାର ବିଶ୍ୱସନୀୟତା ଏବଂ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ କମଲା ଭାକ୍ସିନ ନେବା ଦୃଶ୍ୟର ସିଧାପ୍ରସାରଣ କରାଯାଇଥିଲା। ହାରିସ୍‌ଙ୍କ ସହ ତାଙ୍କ ସ୍ବାମୀ ଡଗ୍‌ ଏମହଫ୍‌ ମଧ୍ୟ ମଡର୍ନା ଟିକା ନେଇଛନ୍ତି। ଗତ ୨୧ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ପତ୍ନୀ ଫାଇଜର ଟିକାର ପ୍ରଥମ ଡୋଜ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାବୁଲ ଉପ ରାଜ୍ୟପାଳଙ୍କୁ ହତ୍ୟା କଲେ ଆତଙ୍କବାଦୀ

କାବୁଲ,୧୫।୧୨: ଆଫଗାନିସ୍ଥାନର ରାଜଧାନୀ କାବୁଲର ଉପ ରାଜ୍ୟପାଳ ଓ ତାଙ୍କ ସହାୟକ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଏ ନେଇ ଦେଶର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ...

ଭେଣ୍ଡିଂ ମେସିନରେ କାର ବିକ୍ରି କରି ଅରବପତି ହେଲେ ବାପପୁଅ

ଓ୍ବାଶିଂଟନ୍‌,୧୬।୪: ଆମେରିକାର ଭେଣ୍ଡିଂ ମେସିନରେ କାର ବିକ୍ରି କରି କୋଟିପତି ହେଲେ ବାପପୁଅ। ବର୍ତ୍ତମାନ ସମୟରେ ଦୁଇଜଣ ୪୭ହଜାର କୋଟିର ମାଲିକ ବୋଲି ଜଣାପଡିଛି। କାରଭାନ...

ପଳାତକ ଘୋଷିତ ନୀରବ ମୋଦିଙ୍କ ଇମୋସନାଲ୍‌ ଡ୍ରାମା: ଭାରତକୁ ପ୍ରତ୍ୟର୍ପଣ କଲେ କରିବି ଆତ୍ମହତ୍ୟା

ଲଣ୍ଡନ,୭।୧୧: ପଳାତକ ଘୋଷିତ ନୀରବ ମୋଦି ଲଣ୍ଡନରେ କୋର୍ଟରେ ଇମୋସନାଲ୍‌ ଡ୍ରାମା କରିଛନ୍ତି। କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ସେ କହିଛନ୍ତି ଯେ,...

ରୁଷିଆ କଥା ବିଶ୍ୱାସଯୋଗ୍ୟ ନୁହେଁ: ବ୍ଲିଙ୍କେନ୍‌

ଓ୍ବାଶିଂଟନ, ୩୦ା୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଶାନ୍ତି ଆଲୋଚନା ଶେଷ ହେବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ବ୍ରିଟେନ୍‌...

ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଚତୁର୍ଥ ଦିନ: ଖାର୍କିଭ ଗ୍ୟାସ ପାଇପ ଲାଇନକୁ ଉଡାଇଲେ ରୁଷିଆ ସେନା

ମସ୍କୋ,୨୭ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଚତୁର୍ଥ ଦିନରେ ବି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ବେଳକୁ ବେଳ ୟୁକ୍ରେନର...

ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି

ଓ୍ବାଶିଂଟନ,୩।୧: ଆମେରିକା ଇରାକ୍‌ର ବାଗଦାଦ୍‌ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଏବେ ଏହାର ପ୍ରଭାବ ଅଶୋଧିତ ତୈଳ ବଜାରରେ ପଡ଼ିଛି। ଏହାଯୋଗୁ ଏସିଆ...

ବଢ଼ୁଛି ରାସାୟନିକ ବିପଦ

କ୍ୱିଭ୍‌/ମସ୍କୋ, ୧୩ା୩: ଟ୍ୟାଙ୍କ, ମିଶାଇଲ, ବୋମା, ଏୟାରକ୍ରାଫ୍ଟରେ ଲଢ଼େଇ ପରେ ଏବେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଉପରେ ରାସାୟନିକ ଏବଂ ଜୈବିକ ଅସ୍ତ୍ରର ବିପଦ ଘନେଇଛି।...

କାଟଛାଣ୍ଟ ହେବ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ/ଲଣ୍ଡନ, ୧୫।୪(ଆଇଏଏନ୍‌ଏସ୍‌): ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ତାଙ୍କ ନୂଆଦିଲ୍ଲୀ ଗସ୍ତକୁ କାଟଛାଣ୍ଟ କରିବାକୁ...

Advertisement
Archives

Model This Week