ପୁଟିନଙ୍କ ରହସ୍ୟମୟୀ ପ୍ରେମିକାଙ୍କ ବାର୍ଷିକ ରୋଜଗାର କେତେ ଜାଣନ୍ତି..
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରୁ ଜଣେ ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ସର୍ବଦା ବିବାଦରେ ରହିଥାନ୍ତି। ୨୦୧୪ରେ ସେ ସ୍ତ୍ରୀ ଲାୟୁଦିମିଲାଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ସେ ତାଙ୍କ କଥିତ…
ଢାବାରେ ଖାଇ ପଇସା ନ ଦେଇ ଖସି ଯାଉଥିଲେ ୬ ଯୁବକ, ଆଉ ତା’ ପରେ…
ହରିୟାଣା,୨୮ା୧୧: ହରିୟାଣାର ସୋନିପତସ୍ଥିତ ପ୍ରସିଦ୍ଧ ‘ସୁଖଦେବ ଢାବା’ରେ ୬ ଜଣ ଯୁବକ ଖାଇବା ପଇସା ନ ଦେବା ମହଙ୍ଗା ପଡ଼ିଛି। ଓ୍ବେଟରମାନେ ଏମାନଙ୍କ ମଧ୍ୟରୁ ୨ ଯୁବକଙ୍କୁ ଖୁବ୍ ପିଟିଛନ୍ତି। ବର୍ତ୍ତମାନ ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ଏହି ୫ ରାଶିର ଝିଅମାନେ ପୁଅଙ୍କୁ ନିଜପ୍ରତି କରିଥାନ୍ତି ଆକର୍ଷିତ
ରାଶି ଦ୍ୱାରା ମଣିଷର ଗୁଣ ଏବଂ ବିଘ୍ନତା ବିଷୟରେ ସବୁକିଛି ଜଣାପଡ଼ିଥାଏ। ପ୍ରତିଦିନର ରାଶିଫଳ ମାଧ୍ୟମରେ ଦିନଟି କିପରି ବିତିବ ତାହା ଜଣାପଡ଼ିଥାଏ। ଯାହା ଫଳରେ ରାଶିଫଳ ଦ୍ୱାରା ଜଣେ ବ୍ୟକ୍ତି ସତର୍କ ହୋଇପାରିବେ। ଏହିପରି ଭାରେ ରାଶିଫଳ ଦ୍ୱାରା ଜଣେ…
ଜନ୍ମ ତାରିଖରୁ ଜାଣନ୍ତୁ ପ୍ରେମ ବିବାହ କରିବେ କି ନା
କୁହାଯାଏ, ବିବାହ ଉପରବାଲା ସ୍ଥିର କରିଥାନ୍ତି। ବିବାହ ହେଉଛି ଜୀବନର ଏକ ବଡ଼ ନିଷ୍ପତ୍ତି। ତେବେ ଏହା କେତେ ସଫଳ ଆଉ ବିଫଳ ହେବ ତାହା ଆପଣଙ୍କ ଜନ୍ମ ରାଶି, ମାସ, ବାର ଏବଂ ତାରିଖରୁ ଜଣାପଡ଼ିଥାଏ। ଜାଣନ୍ତୁ ଏ ସମ୍ପର୍କରେ……
ମମତାଙ୍କ ଉପରୁ ବିଶ୍ୱାସ ହରାଉଛନ୍ତି ତୃଣମୂଳ ବିଧାୟକ: ଦିଲ୍ଲୀପ ଘୋଷ
କୋଲକାତା,୨୮।୧୧: ତୃଣମୂଳରେ ଜାରି ରହିଥିବା ଘର କଳି ଏବେ ବାହାରକୁ ଆସିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରୁ ତୃଣମୂଳ କଂଗ୍ରେସ ବିଧାୟକମାନେ ବିଶ୍ୱାସ ହରାଉଛନ୍ତି। ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଇଁ କାମ ନ କରି ମମତା ଏବେ ତୃଣମୂଳକୁ ବିପର୍ଯ୍ୟୟରୁ…
୨ ହଜାର କୃଷକଙ୍କୁ ମାଗଣାରେ ଖାଇବାକୁ ଦେଇ ଚର୍ଚ୍ଚାରେ ଏହି ଢାବା
ହରିୟାଣା,୨୮ା୧୧: କୃଷକ ଆନ୍ଦୋଳନ ଶୁକ୍ରବାର ଉଗ୍ରରୂପ ଧାରଣ କରିଥିଲା। ଯେଉଁଥିପାଇଁ ସମଗ୍ର ରାଜପଥରେ ଯାନବାହନର ଲମ୍ବା ଧାଡ଼ି ଲଗାଯାଇଥିଲା। ଏହି ସମୟରେ ମୁର୍ଥଲର ପ୍ରସିଦ୍ଧ ଢାବା ‘ସୁଖଦେବ‘ ଚାଷୀଙ୍କ ପାଇଁ ମାଗଣା ଖାଦ୍ୟ ଏବଂ ପାନୀୟ ପାଇଁ ବ୍ୟବସ୍ଥା କରିଥିଲା। ଯାହା…
ଲିଭ୍ ଇନ୍ରେ ସରକାରୀ ଚାକିରିଆ: ରାଜ୍ୟ ସରକାରଙ୍କ ସେବା ସର୍ତ୍ତ ଲାଗି ଜବାବ ତଲବ କଲେ ହାଇକୋର୍ଟ
ପ୍ରୟାଗରାଜ୍,୨୮।୧୧: ଲିଭ୍ ଇନ୍ରେ ରହିଥିବା ଦୁଇ ସରକାରୀ ଚାକିରିଆଙ୍କୁ ସୁରକ୍ଷା ଯୋଗାଇ ଦେବା ମାମଲାରେ ଆହ୍ଲାବାଦ୍ ହାଇକୋର୍ଟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସରକାରୀ ଚାକିରି ସେବା ସର୍ତ୍ତ ନେଇ ଜବାବ ତଲବ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ରାଜ୍ୟ…
ବଲିଉଡ୍ରେ ଡେବ୍ୟୁ କରିବେ ସାଉଥ୍ର ଏହି ସୁପରଷ୍ଟାର
ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ବେଲମକୋଣ୍ଡା ସାଈ ଶ୍ରୀନିବାସ ଏସ୍ ରାଜମୌଲୀଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସଙ୍କ ଅଭିନୀତ ମେଗା ହିଟ୍ ଫିଲ୍ମ ‘ଛତ୍ରପତି’ର ରିମେକ୍ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପେନ୍ ଷ୍ଟୁଡିଓ ଦ୍ୱାରା ନିର୍ଦ୍ଦେଶିତ ଏହି ବଲିଉଡ୍ ଫିଲ୍ମର…
ଶରୀର ଓଜନ ଶୀତଦିନେ ବଢେ କାହିଁକି…
ଶୀତଦିନେ ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଲୋକେ ଶୀତଦିନେ କମ୍ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଥଣ୍ଡାଯୋଗୁ…
ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ନିଜ ନାମରେ ଏହି ଲଜ୍ଜାଜନକ ରେକର୍ଡ କଲେ ଚହଲ
ନୂଆଦିଲ୍ଲୀ,୨୮।୧୧: ଟିମ୍ଇଣ୍ଡିଆର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦିନିକିଆ ମ୍ୟାଚ୍ରେ ସବୁଠାରୁ ଅଧିକ ରନ୍ ଦେଇଥିବା ଭାରତୀୟ ସ୍ପିନ୍ ବୋଲର ପାଲଟିଛନ୍ତି। ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ…
କେବଳ ଗୋଟିଏ ପରୀକ୍ଷା ଦ୍ୱାରା ହିଁ ଚିହ୍ନଟ ହେବ ୫୦ ପ୍ରକାର କର୍କଟ ରୋଗ, ଅଧିକ ଜାଣନ୍ତୁ ଏ ସମ୍ପର୍କରେ
ଇଂଲଣ୍ଡର ଜାତୀୟ ସ୍ବାସ୍ଥ୍ୟସେବା(NHS) ଖୁବ୍ଶୀଘ୍ର ରକ୍ତ ପରୀକ୍ଷଣର ଏକ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ଯାହା ପ୍ରାଥମିକ ପର୍ଯ୍ୟାୟରେ ୫୦ରୁ ଅଧିକ ପ୍ରକାରର କର୍କଟ ରୋଗ ଚିହ୍ନଟ କରିପାରିବ। ଖାଲି ଏତିକି ନୁହେଁ, ଅନେକ ଜୀବନ ରକ୍ଷା କରିବାରେ ଏହା ସାହାଯ୍ୟ…
ରାସ୍ତା ପାଇଁ ଗ୍ରାମ୍ୟ ଜଙ୍ଗଲ ପଦା
ସମ୍ବଲପୁର,୨୮ା୧୧(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ନୂତନ ରାସ୍ତା ନିର୍ମାଣ ସହିତ ପ୍ରଶସ୍ତୀକରଣ କାମ ଚାଲିଛି। ଆବଶ୍ୟକ ଅନୁମତି ନେଇ ଠିକା ସଂସ୍ଥା ଗଛ କାଟିବାର ନିୟମ ରହିଛି। ହେଲେ ଏହି ସୁଯୋଗରେ ବିନା ଅନୁମତିରେ ଗ୍ରାମ୍ୟ ଜଙ୍ଗଲରୁ ଶତାଧିକ ଗଛ…
Archives


