ପ୍ରେମିକାଙ୍କୁ ଅନ୍ୟ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ପ୍ରେମିକ ନେଲେ ଏମିତି ନିଷ୍ପତ୍ତି

ଲକ୍ଷ୍ନୌ,୯।୧: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ଉତ୍ତ୍ୟେକ୍ତ ହୋଇ ଉକ୍ତ ଯୁବକଙ୍କ ଗଳା ଚିପି ହତ୍ୟା କରିଛନ୍ତି। ଏହା ପରେ ପ୍ରେମିକାଙ୍କ ସହ ମିଶି ଯୁବକଙ୍କ ମୃତଦେହକୁ ନେଇ ପାଳଗଦା ତଳେ ଲୁଚାଇ ରଖିଥିଲେ। ଯେମିତି କି କେହି ଜାଣି ନ ପାରିବେ।

ସୂଚନାଯୋଗ୍ୟ, ଲକ୍ଷ୍ମୀପୁରର ଖିରି ଥାନା ଅନ୍ତର୍ଗତ ସୁନ୍‌ସି ଗଁାରେ ରହୁଥିବା ଜଣେ ଯୁବତୀ ଏହି ଗାଁର ସଞ୍ଜୀବ ଏବଂ ହରପାଲଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା। ଗତ ୭ ତାରିଖରେ ରାତିରେ ତାଙ୍କ ପ୍ରେମିକାଙ୍କ ଘରକୁ ସଞ୍ଜୀବ ଯାଉଥିବା ପ୍ରେମିକ ହରପାଲ ଦେଖିଥିଲେ। ଏହାର କିଛି ସମୟ ମଧ୍ୟରେ ସେ ମଧ୍ୟ ଘର ଭିତରକୁ ପଶିଆସି ତାଙ୍କ ପ୍ରେମିକା ଏବଂ ସଞ୍ଜୀବଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ପରେ ସଞ୍ଜୀବଙ୍କ ବେକକୁ ନିଜ ବେଲ୍ଟରେ ଚାପି ହତ୍ୟା କରିଥିଲେ ହରପାଲ। ୮ ଜାନୁୟାରୀ ମଧ୍ୟାହ୍ନରେ ଗ୍ରାମବାସୀ ପାଳଗଦା ଭିତରୁ ସଞ୍ଜୀବଙ୍କ ମୃତଦେହ ଦେଖି ଭୟ କରି ଯାଇଥିଲେ। ତେବେ ହରପାଲ ଏବଂ ତାଙ୍କ ପ୍ରେମିକା ମିଶି ସଞ୍ଜୀବଙ୍କୁ ହତ୍ୟା କରିଥିବା ମୃତ ସଞ୍ଜୀବଙ୍କ ଭାଇ ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ବେଲ୍ଟକୁ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣାରେ ୫ ହଜାର କୋଟିର ଖଣି ଦୁର୍ନୀତି ଅଭିଯୋଗ

ଚଣ୍ଡିଗଡ଼, ୧ା୧୨(ପି.ଟି.) : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ପୂର୍ବପାଳି ସରକାରରେ ୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ...

ପୁଅର ଜନ୍ମ ପ୍ରମାଣପତ୍ର ଆଣିବାକୁ ଯାଇ ଫସିଲେ ଏହି ବ୍ୟକ୍ତି, ଧରାପଡ଼ିଲା ଏସବୁ କଳାକାରନାମା

ନୂଆଦିଲ୍ଲୀ,୧୯ା୧୨: ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଭୁବନାଶ ଖରବନ୍ଧ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନକଲି ଦଲିଲ ଆଧାରରେ ଭୁବନାଶ ୨ କୋଟି ୭୬...

ଶିବସେନାରେ ଯୋଗ ଦେଲେ ଏନ୍‌ସିପି ନେତା ସଚ୍ଚିନ

ମୁମ୍ବାଇ,୨୫।୭: ମହାରାଷ୍ଟ୍ରର ଏନ୍‌ସିପି ଅଧ୍ୟକ୍ଷ ସଚ୍ଚିନ ଆହିର ଗୁରୁବାର ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ମୁମ୍ବାଇଠାରେ ସେ ଦଳରେ ଯୋଗ...

ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୯୬ ହଜାରରୁ ଅଧିକ ଚିହ୍ନଟ, ୧୧୯୭ ମୃତ୍ୟୁ

ନୂଆଦିଲ୍ଲୀ,୧୮।୯: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୯୦ ହଜାରରୁ ଅଧିକ ରହିଛି। ଶୁକ୍ରବାର ପୁଣିଥରେ ଦେଶରେ...

୧୯୯୧ର ରାଜନୈତିକ ଡ୍ରାମା ମନେ ପକାଇଦେଲା ଶରଦ ପାଓ୍ବାରଙ୍କ ଏନ୍‌ସିପି…

ମୁମ୍ବାଇ,୨୩।୧୧: ସମ୍ପ୍ରତି ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ସ୍ଥିତି ୧୯୯୧ରେ କେନ୍ଦ୍ରରେ ଅବସ୍ଥା ସହିତ ମେଳ ଖାଉଛି। ସେତେବେଳେ ପ୍ରଧାନମନ୍ତ୍ରୀ ଡୋର ଧରିବା ନେଇ ହୋଇଥିବା ଡ୍ରାମାରେ...

ଆଇସୋଲେଶନରେ ସଲମାନ, ଡ୍ରାଇଭର ଦୁଇ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ,୧୯ ।୧୧: ବଲିଉଡ୍ ଭାଇଜାନ୍ ସଲମାନଙ୍କ ଖାଁଙ୍କ ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସଲମାନ ନିଜେ ଆଇସୋଲେଶନରେ ରହିଥିବା...

ନୂଆ ସରକାର ଗଠନ ପରେ ୫ ରାଜ୍ୟରେ ଅଟକି ରହିଛି ୬ ଲକ୍ଷ ୭୦ ହଜାର କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ,୧୫।୧୨: ଭାରତର ୫ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ୬ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଅଟକି ରହିଛି। ସେଥିମଧ୍ୟରୁ...

ଏହି ରାଜ୍ୟରେ ଶୁଭାରମ୍ଭ ହେଲା ପ୍ଲାଜମା ଆପ୍‌

ନୂଆଦିଲ୍ଲୀ,୨।୭: କରୋନା ରୋଗୀଙ୍କ ପାଇଁ ଦିଲ୍ଲୀ ଏମ୍ସ ଡାକ୍ତର ଓ ଆଇଆଇଟି ଇଞ୍ଜିନିୟର ମିଳିତ ଭାବେ ଏକ ପ୍ଲାଜମା ଆପ୍‌ ତିଆରି କରିଛନ୍ତି। ମାତ୍ର ଗୋଟିଏ...

Play 250+ Trending Games
Archives

Model This Week

Why Dharitri